Daily Archives

October 14, 2019

ଯେଉଁ ନିୟମ ବଳରେ ଇଂଲଣ୍ଡ ବିଶ୍ୱକପ ବିଜେତା ହୋଇଥିଲା, ସେହି ନିୟମକୁ ବଦଳାଇଲା ଆଇସିସି । ଜାଣନ୍ତୁ ନୂଆ ନିୟମରେ କେମିତି…

ଇଂଲଣ୍ଡ ଯେଉଁ ନିୟମ ପାଇଁ ବିଶ୍ୱକପ ଟ୍ରଫି ହାତେଇଥିଲା ସେହି ନିୟମକୁ ରଦ୍ଦ କରିଲା ଆଇସିସି । ଆଉ ଏହାସହ ବଦଳିଲା ସୁପର ଓଭରର ନିୟମ । ଏଣିକି ସୁପର ଓଭରରେ ମ୍ୟାଚ୍ ଟାଇ ରହିଲେ ବାଉଣ୍ଡରୀ ଆଧାରରେ ବିଜେତା ବଛା ଯିବ ନାହିଁ । ବରଂ ଯେତେ ଯାଏଁ ଗୋଟିଏ ଦଳ ଅନ୍ୟ ଦଳ ଠାରୁ ଅଧିକ ରନ୍ ସଂଗ୍ରହ ନ…

ବହୁତ ହୋଇଗଲା, ଆଉ ନୁହଁ ! ଖାଲି ମୁହଁ ଦେଖାରେ ଭୋଟ ମିଳିବନି । ସମସ୍ୟା ସମାଧାନ ନକରିବା ଯାଏଁ ଗାଁକୁ ପ୍ରଚାର ପାଇଁ…

କନକ ବ୍ୟୁରୋ: ବହୁତ ହୋଇଗଲା, ଆଉ ନୁହଁ । ତମେ ଆମ କଥା ବୁଝ, ଆମେ ତମ କଥା ବୁଝିବୁ । କଥା ନବୁଝିଲେ କି ସମସ୍ୟାର ସମାଧାନ ନକଲେ ଭୋଟ ତ ଦୂରର କଥା ଗାଁକୁ ପ୍ରଚାର ପାଇଁ ବି ପୂରାଇ ଦେବୁନି । ଆଗ ସୁବିଧା ଦିଅ, ପରେ ଭୋଟ ନିଅ... । କିଛି ଏମିତି ଢଙ୍ଗରେ ବିଜେପୁର ଉପନିର୍ବାଚନକୁ ବିରୋଧ କରି…

ନୋବେଲ ପୁରସ୍କାର ପାଇଁ ଭାରତୀୟ ବଂଶୋଦ୍ଭବ ଅଭିଜିତଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି-ନବୀନ । ମୁଖ୍ୟମନ୍ତ୍ରୀ କହିଲେ,…

କନକ ବ୍ୟୁରୋ : ଚଳିତବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଅଭିଜିତ୍ ବାନାର୍ଜୀ । ଆଉ ଅଭିଜିତଙ୍କ ଏଭଳି ସଫଳତାକୁ ନେଇ ପୂରା ଦେଶରେ ଖୁସିର ମାହୋଲ ଖେଳିଯାଇଛି । ଏପରିକି ଏଭଳି ସଫଳତା ପାଇଁ ଏବେ ଅଭିଜିତଙ୍କ ନିକଟକୁ…

‘ମୋ ସରକାର’କୁ ନେଇ ମହାରାଜନୀତି । ତଳିଆ କର୍ମଚାରୀ ଓ ଦଲାଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲେ ସରକାରଙ୍କୁ ପ୍ରଶ୍ନ, ବଡ…

କନକ ବ୍ୟୁରୋ : ସିଡିଏମଓଙ୍କ ନିଲମ୍ବନକୁ ବିରୋଧ କରି ବନ୍ଦ ହେଲା ସୁନ୍ଦରଗଡ । ନିଲମ୍ବନ ନିର୍ଦ୍ଦେଶରେ ଆଜି ରାଜନୀତିର ରଙ୍ଗ ଲାଗିଛି । ନିଷ୍ପତି ପ୍ରତ୍ୟାହାର ଦାବିରେ ୧୨ ଘଂଟିଆ ବନ୍ଦ ପାଳନ କରାଯାଇଛି । ସିଡିଏମଓଙ୍କ ନିଲମ୍ବନକୁ କେବଳ ଯେ, ବିଜେପି ବିରୋଧ କରିଛି ତାହା ନୁହେଁ, ସମର୍ଥନରେ…

୫ ଲକ୍ଷ ଦେଲେ ୫୦ କୋଟି ପାଇବେ । କିଛି ଏଭଳି ଢଙ୍ଗରେ ଲୋକଙ୍କ ଠାରୁ ପ୍ରାୟ ୫ ହଜାର କୋଟି ଟଙ୍କା ଲୁଟି ନେଇଛି କ୍ୟୁନେଟ୍…

କନକ ବ୍ୟୁରୋ : କିଛି ବର୍ଷରେ କୋଟିପତି ହେବାର ମୋହ ଦେଖାଇ ଜଣକୁ ଠକ । ସେ ଆଉଜଣକୁ ଠକୁ । ଏମିତି କାରବାର ଚଳାଇଥିଲା ମଲଟି ଲେଭଲ୍ ମାର୍କେଟିଂ କମ୍ପାନୀ “କ୍ୟୁନେଟ୍’’ । ୨୧ ବର୍ଷ ତଳେ ହଂକଂରେ ପ୍ରତିଷ୍ଠା ହୋଇଥିବା ଏହି କମ୍ପାନୀ ଭାରତରେ ୮ ବର୍ଷ ତଳେ“ବିହାନ ଡାଇରେକ୍ଟ ସେଲିଂ କମ୍ପାନୀ’’…