Daily Archives

October 11, 2019

ତାମିଲନାଡୁରେ ଚୀନ ରାଷ୍ଟ୍ରପତି : ଜିନପିଙ୍ଗଙ୍କୁ ମହାବଳୀପୁରମରେ ଅର୍ଜୁନଙ୍କ ତପସ୍ୟାସ୍ଥଳୀ ବୁଲି ଦେଖାଇଲେ…

କନକ ବ୍ୟୁରୋ : ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ ଦୁଇ ଦିନଆ ଭାରତ ଗସ୍ତରେ ଆସିଛନ୍ତି । ଚେନ୍ନାଇ ପହଞ୍ଚିବା ପରେ ତାଙ୍କର ଭବ୍ୟ ସ୍ୱାଗତ କରାଯାଇଥିଲା । ଆଉ ତା’ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜି ଜିନପିଙ୍ଗ ମହାବଳୀପୁରମ୍ ପହଞ୍ଚିଇଲେ । ପ୍ରଧାନମନ୍ତ୍ରୀ ମୋଦି ଚୀନ ରାଷ୍ଟ୍ରପତିଙ୍କୁ…

୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ୧୦ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ । ଜିଲ୍ଲା ଗୁଡ଼ିକର ସ୍ୱାସ୍ଥ୍ୟ, ଶିକ୍ଷା ଓ କୃଷି ଭଳି…

କନକ ବ୍ୟୁରୋ: ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ପ୍ରମୁଖ ସଚିବଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ । ସଚିବ ପାହ୍ୟା ଅଧିକାରୀଙ୍କୁ ୧୦ ଜିଲ୍ଲାର ଦାୟିତ୍ୱ ପ୍ରଦାନ କଲେ ରାଜ୍ୟ ସରକାର । କୃଷି ଉତ୍ପାଦନ କମିଶନର ପି.କେ ମହାପାତ୍ରଙ୍କୁ ଢେଙ୍କାନାଳ ଜିଲ୍ଲା ଦାୟିତ୍ୱ ଦିଆଯାଇଥିବା ବେଳେ ମହିଳା ଓ ଶିଶୁ ବିକାଶ…

ରାଜ୍ୟର ୧୫ରୁ ଉର୍ଦ୍ଧ୍ୱ ଜିଲ୍ଲାରେ ଘଡ଼ଘଡ଼ି, ବଜ୍ରପାତ ସହ ପ୍ରବଳ ବର୍ଷା : ୟେଲୋ ଓ୍ଵାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ଉତ୍ତର ବଙ୍ଗୋପ ସାଗର ଓ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ହେତୁ ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୨୪ଟି ଜିଲ୍ଲାକୁ ସତର୍କ…

ଯୁଗ ବଦଳୁଛି, ବଦଳୁନି ଲୋକଙ୍କ ମାନସିକତା : ଏବେ ବି ଅଲୋଡ଼ା ଶିଶୁ କନ୍ୟା, ରାଜ୍ୟରେ ହ୍ରାସ ପାଉଛି କନ୍ୟା ସନ୍ତାନ ହାର

କନକ ବ୍ୟୁରୋ : କଥାରେ ଅଛି ଭାଗ୍ୟରେ ଥିଲେ କନ୍ୟା ରତ୍ନ ମିଳେ । ହେଲେ ଆଜିକା ଦୁନିଆରେ ରତ୍ନ ଅଲୋଡ଼ା ପାଲଟିଛି । ପୁତ୍ର ମୋହରେ ସମସ୍ତେ ପାଗଳ । କନ୍ୟା ସନ୍ତାନ ଟିଏ ହେଲେ ରାସ୍ତାକଡ଼କୁ ଫିଙ୍ଗି ଦେଉଛନ୍ତି । ଆଜି ଆର୍ନ୍ତଜାତୀୟ କନ୍ୟା ଦିବସରେ ଆମ ରାଜ୍ୟ ଓଡ଼ିଶା ପାଇଁ ଆସିଛି ଚିନ୍ତାଜନକ ଖବର…

ମୟୁରଭଞ୍ଜରେ ବାଟବଣା ନିରାମୟ ଯୋଜନା : ରୋଗୀଙ୍କୁ ମିଳୁନି, ମାଟି ଖୋଳିଲେ ବାହାରୁଛି ପୁଳା ପୁଳା ଔଷଧ

କନକ ବ୍ୟୁରୋ : ସରକାର କା ମାଲ ଦରିଆ ମେ ଡାଲ । ନିରାମୟ ଯୋଜନାର ନିରାଟ ସତ । ରୋଗୀଙ୍କୁ ମିଳୁନି ହେଲେ ମାଟିରେ ପୋତା ହେଉଛି ଔଷଧ । ମୟୁରଭଞ୍ଜ ଜିଲ୍ଲା ଯଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫେଲ ମାରିଛି ନିରାମୟ ଯୋଜନା । ମାଗଣାରେ ରୋଗୀଙ୍କୁ ଔଷଧ ଯୋଗାଇବେ ପରିବର୍ତ୍ତେ ବୈଧତା ଥିବା…

ବିଜେପୁରରୁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ: ହିଞ୍ଜିଳି ନଛାଡି କାହିଁକି ଛାଡିଲେ ବିଜେପୁର…?

କନକ ବ୍ୟୁରୋ: ପୂଜା ପରେ ବିଜେପୁରରେ ବଢିଛି ରାଜନୈତିକ ତାତି । ପ୍ରଖର ହୋଇଛି ପ୍ରାର୍ଥୀଙ୍କ ପାଇଁ ପ୍ରଚାର । ଉପନିର୍ବାଚନକୁ ଆଉ ମାତ୍ର ୧୦ଟି ଦିନ ଥିବାରୁ ବିଜେପୁର ଦଖଲ ପାଇଁ ଅଣ୍ଟା ଭିଡିଛନ୍ତି ୩ ଦଳର ନେତା । ରାଜ୍ୟର ଅବହେଳାକୁ ଲୋକଙ୍କ ପାଖରେ ରଖି ଜାତୀୟ ଦଳମାନେ ଭୋଟ ଭିକ୍ଷା କରୁଥିବା…