ଚିକେନ୍ ଖାଇଲେ, ନିଲମ୍ବିତ ହେଲେ । ପିଲାଙ୍କ ସହ ମଧ୍ୟାହ୍ନ ଭୋଜନରେ ବିଇଓ ଚିକେନ୍ ଖାଇବା ଘଟଣା, କନକ ନ୍ୟୁଜରେ ଖବର…
କନକ ନ୍ୟୁଜର ମହାପ୍ରଭାବ । ଚିକେନ୍ ଖାଇ ଚାକିରିରୁ ନିଲମ୍ବିତ ହେଲେ ବ୍ଲକ ଶିକ୍ଷା ଅଧିକାରୀ ବିନୟ ପ୍ରକାଶ ସାଏ । ବଣାଇଁ ତିଲେଇମାଲ ସ୍କୁଲରେ ବିଇଓ ମଧ୍ୟାହ୍ନ ଭୋଜନରେ ପିଲାଙ୍କ ସହ ଭାତ-ଚିକେନ୍ ଖାଇଥିଲେ । ଏନେଇ କନକ ନ୍ୟୁଜରେ ପ୍ରଥମେ ଖବର ପ୍ରସାରଣ ହୋଇଥିଲା । ଏହାପରେ ସୁନ୍ଦରଗଡ଼…