Daily Archives

October 10, 2019

ବିଜେପୁର ମଞ୍ଚରେ ବୁଝା-ଅବୁଝା ନାଟକ: ମାନିଗଲେ ରିପୁନାଥ, ଏବେବି ଅମାନିଆ ଅଶୋକ

କନକ ବ୍ୟୁରୋ: ଉପନିର୍ବାଚନ ପୂର୍ବରୁ ଅବୁଝା ରିପୁନାଥଙ୍କୁ ବୁଝାଇଛି କଂଗ୍ରେସ । ବିଜେପୁରରେ ଦଳ ବିରୋଧରେ ବିଦ୍ରୋହ କରିବାକୁ ଅଣ୍ଟା ଭିଡିଥିବା ବରିଷ୍ଠ ନେତା ରିପୁନାଥ ସେଠଙ୍କୁ ବୁଝାଇବାରେ ସକ୍ଷମ ହୋଇଛି କଂଗ୍ରେସ । ଆଉ ବୁଝିଯିବା ପରେ ସବୁ ମାନ ଅଭିମାନ ଭୁଲି କଂଗ୍ରେସ ପାଇଁ ପ୍ରଚାର କରିବେ…

କାହିଁକି ନଦୀକୁ ଡେଇଁଲେ ଦେବବ୍ରତ ? ଘନଘନ ଚାଲିଛି ସର୍ଚ୍ଚ ଅପରେସନ୍, ହେଲେ ମିଳୁନି କାଠଯୋଡିରେ ନିଖୋଜ ଯୁବକଙ୍କ ପତ୍ତା…

କନକ ବ୍ୟୁରୋ : କାଠଯୋଡି ବ୍ରିଜ୍ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ନିଆଳିର ଦେବବ୍ରତ ମହାପାତ୍ରଙ୍କ କୌଣସି ଖୋଜଖବର ମିଳୁନାହିଁ । ଆଜି ବି କାଠଯୋଡିରେ ରେସକ୍ୟୁ ଅପରେସନ କରାଯାଇଥିବା ବେଳେ ଉଦ୍ଧାରକାରୀ ଦଳ ନଦୀ ଭିତରୁ କିଛି ବି ପାଇନାହାନ୍ତି । ସେପଟେ ଦେବବ୍ରତ ଏବଂ ତାଙ୍କ…

ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ଉପରେ ପଡ଼ିଲା ସରକାରଙ୍କ ଛାଟ । ଆଉ ୩ ବାବୁଙ୍କୁ ବିଦା କଲେ ରାଜ୍ୟ ସରକାର । ଠୁଳ କରିଥିଲେ…

କନକ ବ୍ୟୁରୋ : ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ପୁଣି ପଡ଼ିଲା ଚଡ଼କ । ଗତ ସପ୍ତାହରେ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ଆଜି ୩ ଜଣ ଅଧିକାରୀଙ୍କୁ ଚାକିରିରୁ ବିଦା କରିଛନ୍ତି ସରକାର । ଅଭ୍ୟାସଗତ ଦୁର୍ନୀତି ଖୋର ଅଧିକାରୀ ଦର୍ଶାଇ ଡିଏଫଓ ସୁଧାଂଶୁ ମିଶ୍ର ଏବଂ…

କନକ ଏକ୍ସକ୍ଲୁସିଭ୍: କ୍ରସରର କଳା ଧୂଆଁ କରୁଛି ସାଂଘାତିକ କିଡନୀ ରୋଗ ! ୩ ବର୍ଷରେ ଗଲାଣି ୬୦ରୁ ଅଧିକ ଜୀବନ, ମୃତ୍ୟୁର…

କନକ ବ୍ୟୁରୋ: ରାଜ୍ୟରେ କିଡନୀ ରୋଗ ସଂଗୀନ୍ ଥିବାବେଳେ ତାହା କେତେ ସାଂଘାତିକ ହୋଇପାରେ ଏହାର ଏକ ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାବନ୍ଧ ଗାଁର ହରିଜନ ବସ୍ତିରେ । ଗତ ୩ ବର୍ଷରେ କିଡ଼ନୀ କାୟାରେ ଆଖିବୁଜିଲେଣି ୬୦ରୁ ଅଧିକ ଜୀବନ । କେବଳ ଏତିକି…

ଏଣିକି ପାଖରେ ଡକ୍ୟୁମେଣ୍ଟ ନଥିଲେ ବି ଫାଇନ୍ ମାଗିପାରିବେନି ଟ୍ରାଫିକ୍ ପୋଲିସ । ଡିଜିଟାଲ୍ ପଦ୍ଧତିରେ ଗାଡି ସମ୍ପର୍କିତ…

କନକ ବ୍ୟୁରୋ : ଏଣିକି ପାଖରେ ଡକ୍ୟୁମେଣ୍ଟ ନଥିଲେ ବି ଫାଇନ୍ ମାଗିପାରିବେନି ଟ୍ରାଫିକ୍ ପୋଲିସ । ଆଗାମୀ ଦିନରେ ଡିଜିଟାଲ ପଦ୍ଧତିରେ ଗାଡ଼ି ସଂପର୍କିତ ପ୍ରମାଣପତ୍ର ଦେଖାଇଲେ ଏହା ଗ୍ରହଣୀୟ ହେବ । ଏନେଇ ପରିବହନ କମିସନର ରାଜ୍ୟର ସବୁ ଜିଲ୍ଲାର ଏସ୍‌ପିମାନଙ୍କୁ ଚିଠି ଲେଖିଥିବା  ଜଣାପଡ଼ିଛି ।…