Daily Archives

October 9, 2019

ଗୋଟିଏ ଦେହରେ ତିନୋଟି ଗୋଡ: ବାଲେଶ୍ୱରର ଏଭଳି ଶିଶୁକୁ ନେଇ ଚିକିତ୍ସା ବିଜ୍ଞାନରେ ଚର୍ଚ୍ଚା । ପରୀକ୍ଷା ପରେ ଜଣାପଡିବ…

କନକ ବ୍ୟୁରୋ: ଗୋଟିଏ ଶିଶୁ ତିନୋଟି ଗୋଡ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । କାରଣ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିବା ଜଣେ ଶିଶୁର ତିନୋଟି ଗୋଡ ରହିଛି । ସାଧାରଣତ ୨ଟି ଗୋଡ ଯେମିତି ରହିବା କଥା ସେମିତି ରହିଛି ମାତ୍ର ଆଉ ଏକ ଗୋଡ ଅଣ୍ଟା ପାଖରୁ ବାହାରିଛି । ତେବେ…

‘ଲେମ୍ବୁ’ ଲଗାଇଲା ରାଜନୀତିରେ ରଙ୍ଗ । ରାଫେଲରେ ରାଜନାଥଙ୍କ ଲେମ୍ବୁ ପୂଜା ନେଇ ତେଜିଲା ରାଜନୀତି

କନକ ବ୍ୟୁରୋ: ଫ୍ରାନ୍ସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବହୁ ପ୍ରତିକ୍ଷୀତ ରାଫେଲ ବିମାନକୁ ପୂଜା କରିବା ପରେ ଆରମ୍ଭ ହୋଇଛି ରାଜନୀତି । ଗତକାଲି ଶସ୍ତ୍ରପୂଜା ବେଳେ ରାଜନାଥ ରାଫେଲରେ ଓଁ ଲେଖିବା ସହ ଭାରତୀୟ ପରମ୍ପରା ଅନୁସାରେ ବିମାନ ଚକ ତଳେ ଲେମ୍ବୁ ରଖିଥିଲେ । ଆଉ ଫ୍ରାନରେ ଲେମ୍ବୁ…

ଉପାନ୍ତ ଇଲାକାରେ କେମିତି ଚାଲିଛି ମୋ ସରକାର ଯୋଜନା? ସମୀକ୍ଷା ପାଇଁ ଡାକ୍ତରଖାନାରେ ପହଞ୍ଚିଲେ ଫାଇବ-ଟି ସଚିବ ।

କନକ ବ୍ୟୁରୋ: ମାଲକାନଗିରି ଡାକ୍ତରଖାନାରେ ହଠାତ ପହଞ୍ଚିଲେ ଫାଇଭ୍–ଟି ସଚିବ । ଡାକ୍ତରଖାନା ବୁଲି ଦେଖିଲେ ଭି କାର୍ତିକେୟନ ପାଣ୍ଡିଆନ୍ । ସ୍ୱାସ୍ଥ୍ୟାବସ୍ଥା ନେଇ ରୋଗୀଙ୍କ ସହ ଆଲୋଚନା କରିବା ସହ ଲୋକଙ୍କୁ ମେଡିକାଲରେ କିଭଳି ସୁବିଧା ମିଳୁଛି ତାହା ପଚାରି ବୁଝିଲେ ବରିଷ୍ଠ ପ୍ରଶାସନିକ…

ଜିଓର ମାଗଣା ଯୁଗ ଶେଷ: ଜିଓ ଗ୍ରାହକଙ୍କ ପାଇଁ ବଡ ଘୋଷଣା । ଅନ୍ୟ ନେଟୱର୍କକୁ କଲ କଲେ ପଡିବ ପଇସା । କାଲିଠାରୁ ନୂଆ…

କନକ ବ୍ୟୁରୋ: ଜିଓର ମାଗଣା ଯୁଗ ଶେଷ । ମାଗଣା ଭଏସ କଲରେ କଟକଣା ଲଗାଇଛି ରିଲାଏନ୍ସ ଜିଓ । ଏଣିକି ଜିଓ ମୋବାଇଲରୁ ଅନ୍ୟ ନେଟୱର୍କକୁ କଲ କଲେ ପଡିବ ପଇସା । ଅଣ- ଜିଓ ମୋବାଇଲକୁ କଲ କଲେ ମିନିଟ ପିଛା ୬ ପଇସା ପଡିବ । ତେବେ ଆସନ୍ତାକାଲି ଠାରୁ ଏହି ନୂଆ ନିୟ୍ମ ଲାଗୁ ହେବ ବୋଲି ଜିଓ ପକ୍ଷରୁ ବଡ…

କର୍ଣ୍ଣାଟକ ବିଧାନସଭାକୁ ମିଡିଆ ମନା: ଗୃହକାର୍ଯ୍ୟର ସିଧାପ୍ରସାରଣ ଉପରେ କଟକଣା, ସାମ୍ବାଦିକଙ୍କୁ ପରେ ଦିଆଯିବ ଭିଡିଓ

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ କର୍ଣ୍ଣାଟକ ବିଧାନସଭା । ବିଗତ କିଛି ଦିନ ତଳେ ନୂଆ ନୂଆ ରାଜନୈତିକ ନାଟକ ପାଇଁ କର୍ଣ୍ଣାଟକ ବିଧାନସଭା ଚର୍ଚ୍ଚାରେ ରହିଥିବା ବେଳେ ଏବେ ପୁଣି ଗଣମାଧ୍ୟମକୁ ବ୍ୟାନ କରି ଚର୍ଚ୍ଚାର ପରିସରକୁ ଆସିଛି । ତେବେ କର୍ଣ୍ଣାଟକ ବିଧାନସଭାର ସିଧାପ୍ରସାରଣ ଉପରେ କଟକଣା…

ସରିଲା ଦଶହରା, ଏବେ ମେଲାଣିର ବେଳ…ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମହାମାୟା

କନକ ବ୍ୟୁରୋ: ସରିଛି ଦଶହରା । ଆଜି ମା’ଙ୍କ ବିଦାୟୀ ପର୍ବ । ଶାରଦୀୟ ଦଶହରା ପାଇଁ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ଝଲସୁଥିବା ପୂଜା ମଣ୍ଡପ ପୁଣି ଖାଲି ଖାଲି ଲାଗୁଛି । ମାଆଙ୍କ ଧରାବତରଣ ପାଇଁ ପୁଣି ଅପେକ୍ଷା ଆରବର୍ଷକୁ । ମେଲାଣି ନେଉଛନ୍ତି ମା’ ଜଗତଜନନୀ । ଦୁଗାପୂଜା ଭସାଣୀ ନେଇ କଟକରେ…