Daily Archives

October 8, 2019

ରାଜଧାନୀର ବିଭିନ୍ନ ସ୍ଥାନରେ ରାବଣ ପୋଡି । ଆତସବାଜିରେ ଝଲସିଲା ରାଜଧାନୀ ଆକାଶ, ଦଶାନନ ଦହନ ଦେଖିବାକୁ ଲୋକଙ୍କ ଭିଡ

ବିଜୟା ଦଶମୀ ଅବସରରେ ମଙ୍ଗଳବାର ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଅନୁଷ୍ଠିତ ହୋଇଯାଇଛି। ଏଥି ସହିତ ମହାନଗରବାସୀ ଧୁମଧାମରେ ଦଶହରା ପାଳନ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା, ପାଗ ଆଜି ଅନୁକୂଳ ଥିବାରୁ ଲୋକେ ଉତ୍ସାହର ସହିତ ପୂଜା ମଣ୍ଡପ ବୁଲିଥିବା ବେଳେ ସନ୍ଧ୍ୟାରେ ରାବଣ ପୋଡ଼ି…

ବିଜୟା ଦଶମୀରେ ଅଘଟଣ: ପୋଡ଼ିବା ପୂର୍ବରୁ ଗଳିପଡ଼ିଲା ରାବଣ ପ୍ରତିକୃତି, ନାବାଳକ ଗୁରୁତର ।

କନକ ବ୍ୟୁରୋ: ବିଜୟାଦଶମୀରେ ଅଘଟଣ । ନୂଆପଡା କୋମନା ଥାନା ଅନ୍ତର୍ଗତ କାଣ୍ଡେତରା ଗାଁରେ ରାବଣ ପ୍ରତିକୃତି ପୋଡ଼ିବା ପୂର୍ବରୁ ଗଳିପଡ଼ି ନାବାଳକ ଗୁରୁତର । ଜଣେ ୧୩ ବର୍ଷର ବାଳକ ଉପରେ ରାବଣ ପ୍ରତିକୃତି ପଡ଼ିଛି। ଫଳରେ ବାଳକ ଗୁରୁତର ହେବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ରାଫେଲ ଆସିଲା, ପଡୋଶୀ ଥରିଲା: ଫ୍ରାନ୍ସରେ ଶସ୍ତ୍ର ପୂଜା କରି ରାଫେଲ ଗ୍ରହଣ କଲେ ରାଜନାଥ, ଯୁଦ୍ଧ ବିମାନରେ ଓଁ ଲେଖିଲେ,…

କନକ ବ୍ୟୁରୋ: ଭାରତୀୟ ବାୟୁସେନା ପାଇଁ ଐତିହାସିକ ଦିନ । ଭାରତକୁ ମିଳିଲା ପ୍ରଥମ ରାଫେଲ ବିମାନ । ବିଜୟା ଦଶମୀରେ ବାୟୁସେନାର ଯୁଦ୍ଧ ଯାହାଜ ତାଲିକାରେ ସାମିଲ ହୋଇଗଲା ଦେଶର ସବୁଠୁ ବଡ ଶତ୍ରୁ ସଂହାରକ ରାଫେଲ । ଆଜି ବିଜୟାଦଶମୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଥମେ ପ୍ରଥମ ରାଫେଲର…

ଆମାଜନ କିଣ୍ଡଲରେ ‘ଦୁର୍ଗାପୂଜା’ କଥା : ଫଟୋରେ ଫଟୋରେ ଓଡ଼ିଶା ଦଶହରାର ପରମ୍ପରା ବଖାଣିଲେ ଓଡ଼ିଆ ପୁଅ । 

କନକ ବ୍ୟୁରୋ: ଓଡ଼ିଶାର ଦଶହରା ପରମ୍ପରା ବିଷୟରେ ଜାଣିଛନ୍ତି କି? କିଭଳି ପୂରାତନ ସମୟରୁ ରାଜ୍ୟର ପ୍ରମୂଖ ସ୍ଥାନରେ ପାଳନ ହେଉଛି ଦଶହରା ତାହା ଜାଣିବା ଏବେ ସହଜ ହେଲା କାରଣ, ଆମାଜନ୍ ଇ-ବୁକ୍ କିଣ୍ଡଲରେ ଉପଲବ୍ଧ ହେଲା ଓଡ଼ିଆ ‘ଦୁର୍ଗାପୂଜା’ । ଏଥର ଦୁର୍ଗାପୂଜା ଅବସରରେ ଓଡ଼ିଶାର କିଛି କିଛି…

ବାପା ଠାରୁ ଟଙ୍କା ପାଇଁ ଅପହରଣ ନାଟକ: ନିଜ ଅପହରଣର ଚକ୍ରବ୍ୟୁହ ରଚିଲା ପୁଅ, ପର୍ଦ୍ଦାଫାଶ କଲା ପୋଲିସ

ନାଟକର ନାଁ ଅପହରଣ । ବାପା ଠାରୁ ଟଙ୍କା ଆଦାୟ କରିବା ପାଇଁ ପୁଅ ରଚିଲା ଅପହରଣର ନାଟକ । ଥରେ ୪୦ ହଜାର ଏବଂ ଆଉ ଥରେ ୨୫ ହଜାର ଟଙ୍କା ଦାବି କଲା ଆଉ ଲୁଟି ବି ନେଲା । ଏପରି ଏକ ଘଟଣା ସାମନାକୁ ଆସିଛି ଅନୁଗୁଳରୁ । ପୁଅ ତା ସାଙ୍ଗ ମାନଙ୍କ ସହ ମିଶି ନିଜର ଅପହରଣ ନାଟକ ରଚନା କରି ବାପା ଠାରୁ…

ଓଡିଶା ହେବ କି ରାମରାଜ୍ୟ ? ଦଶହରାରେ ରାଜନେତାଙ୍କ ‘ରାମାୟଣ ରାଜନୀତି’

କନକ ବ୍ୟୁରୋ: ପବିତ୍ର ବିଜୟା ଦଶମୀରେ ଉଠିଛି ରାମରାଜ୍ୟର କଥା । ରାବଣକୁ ବଦ୍ଧ କରି ରାଜା ଶ୍ରୀରାମ ଯେତେବେଳେ ଅଯୋଧ୍ୟା ଫେରିଥିଲେ, ସେତେବେଳେ ସାରା ଅଯୋଧ୍ୟାବାସୀ ରାମରାଜ୍ୟର ପରିକଳ୍ପନାରେ ଉତ୍ସାହିତ ହୋଇପଡିଥିଲେ । ତେବେ ବର୍ତ୍ତମାନ କଣ ରାମରାଜ୍ୟ ସମ୍ଭବ? ଆଉ ଯଦି ସମ୍ଭବ, ତେବେ କେବେ…