Daily Archives

October 7, 2019

ଟ୍ରାଫିକ୍ ଦେଲା ଟେନସନ୍: ପୂଜା ବଜାରରେ ରାଜଧାନୀ ରାସ୍ତାଜାମ୍ । କଲବଲ ହେଲେ ଲୋକେ, ଟ୍ରାଫିକ୍ ପରିଚାଳନା ନେଇ ଉଠିଲା…

କନକ ବ୍ୟୁରୋ: ଦୁର୍ଗା ପୂଜାରେ ଚଳଚଞ୍ଚଳ ଟ୍ୱିନ ସିଟି ହେଲେ ଟ୍ରାଫିକ୍ ପୋଲିସ୍ ନିୟନ୍ତ୍ରଣ ବାହାରେ ପୂଜା ବଜାର ଭିଡ଼ । ଦୁର୍ଗା ପୂଜା ଅବସରରେ ରାଜଧାନୀର ଏମିତି ଟ୍ରାଫିକ୍ ଜାମ୍ ହେଉଛି ଯାହା ମଧ୍ୟରେ ସାଧାରଣ ଲୋକେ ପେଶି ହୋଇପଡୁଥିବା ଦେଖିବାକୁ ମିଳିଛି । ଆଉ ଏଭଳି ଟ୍ରାଫିକ୍ ଜାମ୍ ଦେଖି…

ଭାରତ ସୀମାରେ ଚୀନ୍ ଆଡ଼ୁ ବିପଦ : ମୁତୟନ ହେବ ଆମେରିକା ନିର୍ମିତ ତୋପ

କନକ ବ୍ୟୁରୋ : ଚୀନପଟୁ ଦିନକୁ ଦିନ ବିପଦ ବଢୁଥିବାରୁ ଅରୁଣାଚଳ ପ୍ରଦେଶରେ ଚୀନକୁ ଲାଗିଥିବା ସୀମାରେ ଆମେରିକା ନିର୍ମିତ ଏମ୭୭୭ ଅଲଟ୍ରା ଲାଇଟ ହାଓ୍ଵିଜର ଗନ ମୁତୟନ କରିବାକୁ ଭାରତୀୟ ସେନା ନିଷ୍ପତ୍ତି ନେଇଛି । ଚଳିତ ବର୍ଷ ଶେଷସୁଦ୍ଧା ଏହି ତୋପ ଭାରତୀୟ ସେନାରେ ସାମିଲ ହେବ । ୧୫୫ ଏମଏମ/୩୯…

ତେଲେଙ୍ଗାନାରେ ଅଭାବନୀୟ ଘଟଣା : ପୂଜା ସମୟରେ ଆନ୍ଦୋଳନକୁ ଓହ୍ଲାଇବାରୁ ୪୮ ହଜାର ପରିବହନ କର୍ମଚାରୀଙ୍କୁ ବହିଷ୍କାର କଲେ…

କନକ ବ୍ୟୁରୋ : ପୂଜା ସମୟରେ ଆନ୍ଦୋଳନ କରିବା ଯୋଗୁଁ ଏକାଥରକେ ଛଟେଇ ହେଲେ ୪୮ହଜାର କର୍ମଚାରୀ  । ତେଲେଙ୍ଗାନା ସରକାରୀ କର୍ମଚାରୀର ମାନ୍ୟତା ଦାବି କରି ଆନ୍ଦୋଳନକୁ ଓହ୍ଲାଇଥିବା କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ କେସିଆର ବହିଷ୍କାର କରିଛନ୍ତି । ସରକାରୀ କର୍ମଚାରୀର ମାନ୍ୟତା ଦାବି କରି…

ପ୍ରେମ ଆରମ୍ଭ ହେଲା ଫେସବୁକରେ, ମୃତ୍ୟୁରେ ହେଲା ଶେଷ : ଜଣାପଡ଼ିଲା ଜଗତସିଂହପୁର ଅର୍ଦ୍ଧଦଗ୍ଧ ଯୁବକଙ୍କ ମୃତ୍ୟୁ ପଛର…

କନକ ବ୍ୟୁରୋ : ଫେସବୁକରେ ଆରମ୍ଭ, ମୃତ୍ୟୁରେ ଶେଷ । ଜଗତସିଂହପୁରରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପ୍ରାଣ ହରାଇଥିବା ଯୁବକର ମୃତ୍ୟୁର କାରଣ ପ୍ରେମ ବୋଲି ଅନୁମାନ କରାଯାଉଛି । ଗତକାଲି ପୋଲିସ, ଯୁବକଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଥିବା ବେଳେ ସାମ୍ନାକୁ ଆସିଛି ମୃତ୍ୟୁ ପଛର ପ୍ରେମ ସମ୍ପର୍କର…

ରାଜଧାନୀରେ ଲଜ୍ଜା : ଲୋୟର ପିଏମଜିରେ ଧାରଣାରତ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଗିରଫ ହେଲା ଅଭିଯୁକ୍ତ

କନକ ବ୍ୟୁରୋ : ରାଜଧାନୀରେ ଲଜ୍ଜା । ଭୁବନେଶ୍ୱରର ଲୋୟର ପିଏମଜିରେ ରବିବାର ରାତି ଧାରଣାରତ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣେ ଅଭିଯୁକ୍ତ କାଳୁ ନାୟକ ଗିରଫ ହୋଇଥିବା ପୁଲିସ କହିଛି । ଅଭିଯୋଗ ଅନୁସାରେ ଧାରଣାରତ ଯୁବତୀ…

ମଧୁଙ୍କ ମହାନତା ! ଗହଣା ,ସଂପତ୍ତି ବିକ୍ରି କରି ଦିବ୍ୟାଙ୍ଗ ଏବଂ ଅନାଥ ପିଲାଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି ସଂସ୍ଥା ,…

ଆଜିର ସମୟରେ ଦରକାର ପଡିଲେ ରକ୍ତର ସଂପର୍କ ଯେଉଁଠି ପର ହୋଇଯାଉଛି ସେହି ସମାଜରେ ଏଭଳି କିଛି ଲୋକ ଅଛନ୍ତି ଯାହାଙ୍କ ଯୋଗୁଁ ମାନବିକତା ନାମ୍ନୀ ଶବ୍ଦଟି ତିଷ୍ଠି ରହିଛି । ଆଜି ଆମେ ଆପଣଙ୍କୁ ଏଭଳି ଜଣେ ମହିଳାଙ୍କ କଥା କହିବାକୁ ଯାଉଛୁ ଯାହାଙ୍କ କଥା ଶୁଣିଲେ ଆପଣଙ୍କ ମୁହଁରେ ସ୍ମିତହାସ୍ୟ ଆସିବ…