Daily Archives

October 6, 2019

ଭିକ ମାଗି ମାଗି କୋଟିପତି ! ୧୦ ବର୍ଷ ହେଲା ଭିକ ମାଗୁଛନ୍ତି ମହିଳା । ଆକାଉଣ୍ଟରେ ଜମା ଥିବା ଟଙ୍କା ଦେଖି ଉଡିଲା…

କନକ ବ୍ୟୁରୋ : ଦୁନିଆରେ ଏବେ ଅନେକ ଦେଶରେ ଭିକ ମାଗିବାକୁ ଅପରାଧ ବୋଲି କୁହାଯାଉଛି । କିନ୍ତୁ ତଥାପି ମଧ୍ୟ ଲୋକେ ଭିକ ମାଗିବା ବନ୍ଦ କରୁ ନାହାନ୍ତି । ବିଭିନ୍ନ ଦେଶର ପ୍ରସିଦ୍ଧ ସ୍ଥାନ ମାନଙ୍କରେ ଅନେକ ଭିକାରୀଙ୍କୁ ଭିକ ମାଗୁଥିବାର ଦୃଶ୍ୟ ଦେଖିବାକୁ ମିଳିଥାଏ । ଏବେ ସେଭଳି ଜଣେ ମହିଳା…

ଅଶୋକଙ୍କ ବିଜେପୁର ଅଭିମାନ: ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିବ କି ବଡ ଝଟକା ? ଅଣଦେଖା ଅଭିଯୋଗ ଆଣିଲେ ଅଶୋକ…

କନକ ବ୍ୟୁରୋ: ବିଜେପୁର ଉପ ନିର୍ବାଚନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଥିବା ବେଳେ ବିଜେପୁର ମୈଦାନରୁ ଆସିଛି ଏକ ହଟଚମଟ ସୃଷ୍ଟି କଲା ଭଳି ଖବର । ବିଜେପି ଉପରେ ଅସନ୍ତୋଷ ଜାହିର କରିଛନ୍ତି ଅଶୋକ ପାଣିଗ୍ରାହୀ । ବିଜେପି ନେତା ଅଶୋକ ପାଣିଗ୍ରାହୀଙ୍କ ବହୁ ସମର୍ଥକ ଏନେଇ ଏକ ବୈଠକ ବି କରିଥିବା…

କୁମ୍ଭୀର ସହ ୧୦ ମିନିଟର ଲଢେଇ । ନଦୀ ପାର ହୋଇ ଫେରିବା ବେଳେ ଯୁବକଙ୍କୁ ଝାମ୍ପିନେଲା କୁମ୍ଭୀର, ଲଢ଼େଇ କରି ମରଣ ମୁହଁରୁ…

କନକ ବ୍ୟୁରୋ : କେନ୍ଦ୍ରାପଡା ବିରୂପା ନଦୀରେ ପୁଣି କୁମ୍ଭୀର ଆତଙ୍କ । ଇନ୍ଦୁପୁର ଅଂଚଳ ହାବେଳୀ ଗାଁର ମିଟୁ ସେଠୀ ଗାଇ ଚରାଇ ନଦୀରେ ପହଁରି ପହଁରି ଫେରୁଥିବାବେେଳେ ଆକ୍ରମଣ କଲା ୧୨ ଫୁଟ ଲମ୍ବର କୁମ୍ଭୀର । ତେବେ କୌଶଳ କ୍ରମେ କୁମ୍ଭୀର ସହ ଲଢ଼େଇ କରି ବଂଚିଯାଇଛନ୍ତି ମିଟୁ । କୁମ୍ଭୀର…

ଆମେରିକାରେ ମାଦୁର୍ଗା: ମହାଷ୍ଟମୀ ପାଳିଲେ ପ୍ରବାସୀ ଓଡ଼ିଆ, ମାଆଙ୍କ ପୂଜା ସହ ମୀନାବଜାର ମଜା ନେଲେ

କନକ ବ୍ୟୁରୋ: ରାଜ୍ୟ ତଥା ଦେଶ ଏବେ ଉତ୍ସବମୁଖର ଶାରଦୀୟ ଦୁର୍ଗାପୂଜାକୁ ନେଇ । ମାଙ୍କ ପୂଜାର୍ଚ୍ଚନା ସାଙ୍ଗକୁ ଚାଲିଛି ବୁଲାବୁଲି । ତେବେ ଖାଲି ଆମ ଦେଶ କାହିଁକି ଦେଶ ବାହାରେ ମଧ୍ୟ ଚାଲିଛି ପୂଜା ସେଲିବ୍ରେସନ । ତେବେ ଆମେରିକାର ପ୍ରବାସୀ ଓଡିଆମାନେ ମଧ୍ୟ ପାଳୁଛନ୍ତି ଦୁର୍ଗାପୂଜା ।…