Daily Archives

October 5, 2019

ଏମିତି ପୋଲିସ ବାବୁଙ୍କୁ ଶହେ ସଲାମ । ଠିକ୍ ଭାବେ ଚାଲି ପାରୁନଥିବା ବୃଦ୍ଧା ଭୁଲି ଯାଇଥିଲେ ବାଟ, ପୋଲିସ ବାବୁ ଟେକି…

ପୂର୍ବରୁ ପୁଲିସକର୍ମୀ କିଭଳି ଜନତାଙ୍କ ସହ ଦୁର୍ବ୍ୟବହାର କରୁଛନ୍ତି, ତାହାର ଅନେକ ଦୃଶ୍ୟ ସାମ୍ନାକୁ ଆସିଛି । ଯେଉଁଥିପାଇଁ ପୋଲିସଙ୍କୁ ନେଇ ଲୋକଙ୍କର ଭିନ୍ନ ଧାରଣା ରହିଛି । କିନ୍ତୁ ଏବେ ଉତ୍ତରପ୍ରଦେଶ ପୁଲିସକର୍ମୀଙ୍କ ଯେଉଁ ଭିଡିଓ ଭାଇରାଲ ହୋଇଛି, ତାହା ନିଶ୍ଚିତ ଭାବେ ଜନତାଙ୍କ ମନରେ…

ଏମିତି ଚୋରି କେବେ ଦେଖିନଥିବେ । ୱିଗ୍ ତଳେ ୧ କିଲୋ ସୁନା ଆଣୁଥିବା ବେଳେ ଧରାପଡିଲେ ଯୁବକ ।

ଚୋରିର ନୂଆ ତରିକା । ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଚଳିତବର୍ଷ ଜୁଲାଇରେ ବାର୍ସେଲୋନା ବିମାନବନ୍ଦରରେ ଜଣେ ବ୍ୟକ୍ତି ୨୪ ଲକ୍ଷ ଟଙ୍କାର କୋଚିନ୍‌ ତାଙ୍କ ଓ୍ଵିଗ୍‌ ତଳେ ଲୁଚାଇ ଚୋରା ଚାଲାଣ କରୁଥିବା ବେଳେ ଧରାପଡ଼ିଥିଲେ। ନିକଟରେ ପୁଣି ଏକ ସମାନ ଘଟଣା ଘଟିଥିବାର ଦେଖିବାକୁ ମିଳିଛି।…

ଅଶୁଭ ଶନିବାର: ବଜ୍ରାଘାତରେ ୪ ଯୁବତୀ ଓ ଜଣେ ଶିଶୁ ଆହତ, ଆମ୍ବୁଲାନ୍ସ ମିଳିଲାନି ବୋଲି ଅଟୋରେ ଆସିଲେ ଡାକ୍ତରଖାନା ।

କନକ ବ୍ୟୁରୋ: ବଜ୍ରପାତରେ ୪ ଜଣ ଯୁବତୀ ଓ ଜଣେ ଶିଶୁ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ରାଇସିଲ୍ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ତେବେ ସୂଚନା ଅନୁସାରେ ୫ ଜଣ ଯୁବତୀ ଚାଲିଚାଲି ଯାଉଥିବା ସମୟରେ…

ଦାଦନର ଦୟନୀୟ ଚିତ୍ର । ଟଙ୍କା ମାଗିବାରୁ ଦାଦନ ଶ୍ରମିକର ହାତ ଓ ଗୋଡର ୮ ଆଙ୍ଗୁଠି କାଟିଦେଲେ ଦଲାଲ ।

କନକ ବ୍ୟୁରୋ : ପୁଣିଥରେ ନୂଆପଡାରୁ ଆସିଛି ଦାଦନର ଦୟନୀୟ ଚିତ୍ର । ଏଥର ଦାଦନ ଖଟିବାକୁ ଯାଇ ସାଥୀ ଶ୍ରମିକଙ୍କ ଆକ୍ରୋଶର ଶୀକାର ହୋଇଛନ୍ତି ନୂଆପଡାର ଜଣେ ବୟସ୍କ ଦାଦନ ଶ୍ରମିକ । ନୂଆପଡାର ଚମରୁ ପହରିଆ ଗତ ଜୁଲାଇ ମାସରେ ନାଗପୁରକୁ ଦାଦନ ଖଟିବାକୁ ଯାଇଥିବା ବେଳେ ସାଥୀ ଶ୍ରମିକଙ୍କ ଦ୍ୱାରା…

୧୪ ବର୍ଷରେ ୩୧ ଜଣ ବାବୁଙ୍କ ବିରୋଧରେ ଭିଜିଲାନ୍ସ କେସ୍, ମାତ୍ର ୨ ଦୋଷୀ ସାବ୍ୟସ୍ତ । ସୂଚନା ଅଧିକାର ଆଇନ ବଳରେ ତଥ୍ୟ…

କନକ ବ୍ୟୁରୋ: ୨୦୦୦ରୁ ୨୦୧୪ ମସିହାରେ କେତେ ଆଇଏଏସ୍ ଅଫିସରଙ୍କ ବିରୋଧରେ ଭିଜିଲାନ୍ସ କେସ୍ ହୋଇଛି ଓ ତାର ସ୍ଥିତି କଣ? ୫-ଟିକୁ କାର୍ଯ୍ୟକାରୀ କରିବାକୁ ସରକାର ଜୋର ଦେଉଥିବା ବେଳେ ଆଇଏଏସ୍ ଅଫିସରଙ୍କ ଉପରେ ଚାଲିଥିବା ଭିଜିଲାନ୍ସ ମାମଲାର ସ୍ଥିତି ଜାଣିବା ପାଇଁ ଲାଗିଲା ୫ ବର୍ଷ । ଶେଷରେ…

ରାଜ୍ୟକୁ ଆସିବ ବିପୁଳ ରାଜସ୍ୱ । ୧୦ଟି ଲୁହା ଓ ମାଙ୍ଗାନିଜ ଖଣି ପାଇଁ ଆରମ୍ଭ ହେଲା ଇ-ନିଲାମ ପ୍ରକ୍ରିିୟା, ୧୪ ତାରିଖରେ…

କନକ ବ୍ୟୁରୋ : ରାଜ୍ୟକୁ ଆସିବ ବିପୁଳ ପରିମାଣର ରାଜସ୍ୱ । ଓଡିଶାର ଖଣି ନିଲାମ ପରେ ୫୦ ବର୍ଷରେ ରାଜ୍ୟ ରାଜକୋଷକୁ ଆସିବ ୧ ଲକ୍ଷ କୋଟି ଟଙ୍କା । ଗତକାଲି ୧୦ଟି ଲୁହା ଓ ମାଙ୍ଗାନିଜ୍ ଖଣି ପାଇଁ ଇ-ନିଲାମ ବିଜ୍ଞପ୍ତି ପ୍ରକାଶ ପରେ ଏହି ସମ୍ଭାବନା ସୃଷ୍ଟି ହୋଇଛି । ଶୁକ୍ରବାର ପ୍ରକାଶ ପାଇଥିବା…