Daily Archives

October 4, 2019

ସାଧାରଣ ଲୋକଙ୍କ ଭରସା ଜିତି ପାରିଥିବା ଗଣମାଧ୍ୟମ ହିଁ ତିଷ୍ଠି ରହିବ

କନକ ବ୍ୟୁରୋ : ବର୍ତ୍ତମାନ ଭାରତରେ ଗଣମାଧ୍ୟମ ଏକ ସଙ୍କଟଜନକ ସ୍ଥିତି ଭିତରେ ଗତି କରୁଛି | ଗଣମାଧ୍ୟମ ସାମ୍ନାରେ ଦେଖାଦେଇଛି ଅନେକ ଆହ୍ୱାନ | ଗୋଟିଏ ପଟେ ସତ୍ତା ବିରୋଧୀ ଖବର ପ୍ରସାରଣ ଉପରେ ଲାଗୁ ହୋଇଯାଇଛି ଅଘୋଷିତ ଅଙ୍କୁଶ, ପୁଣି ଭିନ୍ନ ମତ କିମ୍ବା ସ୍ୱଳ୍ପ ମତ ପ୍ରତି ସହନଶୀଳତା କ୍ରମଶଃ…

ଏ କେମିତିକା ଟ୍ରାଫିକ ନିୟମ । ସିଟ୍ ବେଲ୍ଟ ନ ପିନ୍ଧିଥିବାରୁ ସ୍କୁଟି ଚାଳକଙ୍କର କଟିଲା ଚାଲାଣ, ଅଜବ ନିୟମ ଦେଖି…

ସେପ୍ଟେମ୍ବର ପହିଲାରୁ ଦେଶର କିଛି ସ୍ଥାନକୁ ଛାଡ଼ି ଦେଲେ ଅନ୍ୟ ସବୁସ୍ଥାନରେ ନୂଆ ମୋଟରଯାନ ନିୟମ ଲାଗୁ ହୋଇଛି। ଏହି ନୂଆ ମୋଟରଯାନ ନିୟମ ଲାଗୁ ହେବା ପରେ ପ୍ରତିଦିନ କିଛି ନା କିଛି ନୂଆ ଘଟଣା ସାମ୍ନାକୁ ଆସୁଛି। ଆଉ ଏସବୁ ଭିତରେ ଉତ୍ତରପ୍ରଦେଶ ହମିରପୁରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି।…

ନିର୍ଯ୍ୟାସ ବାହାରିଲାନି, କଳି ବଢିଲା । ଥାନାରେ ପରସ୍ପର ବିରୋଧରେ ଏତଲା ଦେଲେ ବିଧାୟକ-ତହସିଲଦାର ।

କନକ ବ୍ୟୁରୋ : ନିର୍ଯ୍ୟାସ ବାହାରିଲାନି, କଳି ବଢିଲା । ଥାନା ଏତଲା ହେଲା, ସର୍ବଦଳୀୟ ବୈଠକ ବି ହେଲା । ତଥାପି ବିଧାୟକ-ତହସିଲଦାର କଳିରେ ପଡିଲାନି ପୂର୍ଣ୍ଣଚ୍ଛେଦ । ନୀଳଗିରି ତହସିଲଦାର ଓ ବିଧାୟକଙ୍କ ମଧ୍ୟରେ ବଚସା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନୀଳଗିରି ତହସିଲଦାର ସୁଶ୍ରିତା ଟୁଡୁ ଓ…

୩୬ ବର୍ଷରେ ପାଦଦେଲା ଓଡ଼ିଶାର ସର୍ବାଧିକ ପ୍ରସାରିତ ଖବରକାଗଜ ସମ୍ବାଦ । କନକ ନ୍ୟୁଜ୍ ପାଳିଲା ୧୦ବର୍ଷ ପୂର୍ତ୍ତି ଉତ୍ସବ,…

କନକ ବ୍ୟୁରୋ : ଏକ ଦାୟିତ୍ୱବାନ ବୈଦ୍ୟୁତିକ ଗଣମାଧ୍ୟମ ହିସାବରେ ସଫଳତାର ସହ ୧୦ ବର୍ଷ ପୂରଣ କରିଛି କନକ ନ୍ୟୁଜ୍ । ସଠିକ ଓ ସତ୍ୟ ଖବର ପରିବେଷଣ ସହ ରାଜ୍ୟବାସୀଙ୍କ ପ୍ରତି ଥିବା ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇ ଆସିଛି । ଅନ୍ୟାୟ, ଅତ୍ୟାଚାର ବିରୋଧରେ ଲଢେଇ କରି ସତକୁ ସାମ୍ନାକୁ ଆଣିବା ସହ…

କନକ ନ୍ୟୁଜର ୧୦ବର୍ଷ ପୂର୍ତ୍ତି ଉତ୍ସବରେ ଧର୍ମେନ୍ଦ୍ରଙ୍କ ବଡ଼ ବୟାନ । ଓଡ଼ିଶାରେ ବିଜେପିର ପରାଜୟ ପଛର କାହାଣୀ କହିଲେ

କନକ ବ୍ୟୁରୋ : ସମ୍ବାଦ ଓ କନକ ନ୍ୟୁଜର ଜନ୍ମଦିନ ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବଡ ବୟାନ ରଖିଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ଓଡିଶାରେ ବିଜେପି ପରାଜୟ ପଛର କାରଣ କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ…