Daily Archives

October 3, 2019

ମନମୋହନ ସିଂହଙ୍କୁ ଭେଟିଲେ ପଂଜାବ ମୁଖ୍ୟମନ୍ତ୍ରୀ । କର୍ତାରପୁର କରିଡର ଉଦଘାଟନରେ ସାମିଲ ହେବା ପାଇଁ ଦେଲେ ନିମନ୍ତ୍ରଣ…

କନକ ବ୍ୟୁରୋ : କର୍ତାରପୁର କରିଡ଼ରର ଉଦଘାଟନ ଉତ୍ସବରେ ସାମିଲ ହେବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ନିମନ୍ତ୍ରଣ ଦେଇଛନ୍ତି ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ମନମୋହନ-ଅମରିନ୍ଦରଙ୍କ ସାକ୍ଷାତ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏହି ନିମନ୍ତ୍ରଣକୁ ଗ୍ରହଣ…

ବିହାରକୁ ହାତ ବଢାଇଲା ଓଡିଶା: ବନ୍ୟା ପାଇଁ ବିହାରକୁ ସବୁ ସାହାଯ୍ୟ କରିବାକୁ ଓଡିଶା ପ୍ରସ୍ତୁତ ବୋଲି କହିଲେ ନବୀନ

କନକ ବ୍ୟୁରୋ: ବିଗତ କିଛି ଦିନ ହେବ ବିହାରରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବନ୍ୟା ପରିସ୍ଥିତି ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିହାରରେ ବନ୍ୟା ପରିସ୍ଥିତି କେମିତି ଅଛି ସେ ନେଇ କଥା…

‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ପରେ ଥାନା ଓ ହସ୍ପିଟାଲରେ କିଭଳି ମିଳୁଛି ସେବା ? ସ୍ଥିତି ପରଖିଲା କନକ ନ୍ୟୁଜ୍,…

କନକ ବ୍ୟୁରୋ : ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ କିପରି ହୋଇଛି ବ୍ୟବସ୍ଥାରେ ପରିବର୍ତନ, ଉପାନ୍ତ ଜିଲ୍ଲା ମାଲକାନଗିରିରେ ସ୍ଥିତି ପରଖିଛି କନକ ନ୍ୟୁଜ୍ । ମାଲକାନଗିରିର ଆଦର୍ଶ ଥାନା ଓ ମୁଖ୍ୟ ଚିକିତ୍ସାଳୟରେ ଅନୁଧ୍ୟାନ କରିବା ପରେ ବ୍ୟବସ୍ଥାରେ କିଛିଟା ସୁଧାର ଆସିଥିବା ଦେଖିବାକୁ…

ଜନ୍ମଦିନ ପାଇଁ ସଜବାଜ । କାଲି କନକ ନ୍ୟୁଜକୁ ପୂରିବ ୧୦ ବର୍ଷ, ଦଶନ୍ଧିର ଯାତ୍ରାରେ ଆମେ ଜିତିଛୁ ଜନତାଙ୍କ ବିଶ୍ୱାସ ।

କନକ ବ୍ୟୁରୋ : ୧୦ ବର୍ଷ ପୂରଣ କଲା କନକ ନ୍ୟୁଜ୍ । ଓଡିଶା ସାମ୍ବାଦିକତା କ୍ଷେତ୍ରରେ ଏକ ଦାୟିତ୍ୱବାନ ବୈଦ୍ୟୁତିକ ଗଣମାଧ୍ୟମ ହିସାବରେ ସଫଳତାର ସହ ୧୦ ବର୍ଷ ପୂରଣ କରିଛି କନକ ନ୍ୟୁଜ୍ । ସଠିକ ଓ ସତ୍ୟ ଖବର ପରିବେଶଣ ସହ ରାଜ୍ୟବାସୀଙ୍କ ପ୍ରତି ଥିବା ନିଜ ଦାୟିତ୍ୱ ପୂରଣ କରିଛି । ଅନ୍ୟାୟ,…

ଆମେରିକା-ମେକ୍ସିକୋ ସୀମା ଜଗିବେ ସାପ ଓ କୁମ୍ଭୀର । ରୋକାଯିବ ଅନୁପ୍ରବେଶ, ଲୁହା ପ୍ରାଚେରୀରେ ସଂଯୋଗ ହେବ ବିଦ୍ୟୁତ୍…

କନକ ବ୍ୟୁରୋ : ବାରମ୍ବାର ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି । ମେକ୍ସିକୋ ସୀମାରେ ହେଉଥିବା ଅନୁପ୍ରବେଶକୁ ରୋକିବା ପାଇଁ ପ୍ରାଚୀର ନିର୍ମାଣ କରିବା ସହ ଖାଇ ଖୋଳି ସେଥିରେ ସାପ ଓ କୁମ୍ଭୀର ଛାଡିବାକୁ…

୨୦୨୫ରେ ହୋଇପାରେ ଭାରତ-ପାକିସ୍ତାନ ଯୁଦ୍ଧ । ପରମାଣୁ ଯୁଦ୍ଧ ହେଲେ ୧୨ କୋଟି ୫୦ ଲକ୍ଷ ଲୋକଙ୍କ ଜୀବନ ଯିବ । ସାରା ବିଶ୍ୱ…

କନକ ବ୍ୟୁରୋ : ଆମେରିକାର ରଟଗର୍ସ ବିଶ୍ୱବିଦ୍ୟାଳୟର ଏକ ରିସର୍ଚ୍ଚ ରିପୋର୍ଟରେ ଦାବି କରାଯାଇଛି ଯେ, ୨୦୨୫ ବେଳକୁ ଭାରତ-ପାକିସ୍ତାନ ବିବାଦ ଚରମ ସୀମାରେ ପହଂଚିବ । ଆଉ ଏହି ବିବାଦ ଏତେ ତୀବ୍ର ହୋଇଥିବ ଯେ, ପରମାଣୁ ଯୁଦ୍ଧ ଆଡକୁ ଅଗ୍ରସର ହେବ । ଆଉ କୁହାଯାଇଛି ୨୦୨୫ରେ ହୋଇପାରେ…