Daily Archives

October 2, 2019

ରାଉରକେଲା ରାଜରାସ୍ତାରେ ରାଜ୍ କରୁଛନ୍ତି ବୁଲା ଗାଇଗୋରୁ ଓ ମଇଁଷି । ଗାଡି ଚଳାଇବାକୁ ଭୟ କରୁଛନ୍ତି ଗାଡି ଚାଳକ,…

କନକ ବ୍ୟୁରୋ  : ବୁଲା ଗାଇଗୋରୁ ଓ ମଇଁଷିଙ୍କ କବଜାରେ ସ୍ମାର୍ଟସିଟି ରାଉରକେଲାର ରାଜରାସ୍ତା । ଦିନ ହେଉ ବା ରାତି, ସବୁ ବେଳେ ରାସ୍ତାରେ ରାଜ୍ କରୁଛନ୍ତି ବୁଲା ଗୋରୁଗାଇ । ରାସ୍ତା ଉପରେ ସବୁ ବେଳେ ଟହଲ ମାରୁଛନ୍ତି ପଲପଲ ମଇଁଷି ଓ ଗୋରୁଗାଇ । ଦିନେ କି ଦୁଇ ଦିନ ନୁହେଁ, ବର୍ଷବର୍ଷ ଧରି…

ପ୍ଲାଷ୍ଟିକ୍ ବ୍ୟବହାର ଉପରେ ଲାଗିଲା କଟକଣା । ଧରାପଡିଲେ ଗଣିବେ ମୋଟା ଅଙ୍କର ଜରିମାନା, ଏକାସଙ୍ଗେ ଚାଲିବ ସଚେତନତା,…

କନକ ବ୍ୟୁରୋ : ଆଜି ଠାରୁ ସାରା ରାଜ୍ୟରେ ବନ୍ଦ ହେଲା ସିଙ୍ଗଲ ୟୁଜଡ୍ ପ୍ଲାଷ୍ଟିକ୍ ବା ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ । ଥରେ ବ୍ୟବହାର ହେଉଥିବା ଥର୍ମକୁଲ ଉପରେ ମଧ୍ୟ କଟକଣା ଲାଗିଛି । ଭୋଜିଭାତରେ ବ୍ୟବହାର କରାଯାଉଥିବା ଥର୍ମୋକୁଲ ଥାଳି, ଗ୍ଲାସ, ପ୍ଲେଟ୍, ଠାରୁ ଆରମ୍ଭ କରି…

ହ୍ୟାଲୋ…ମୁଁ ନବୀନ କହୁଛି । ଆରମ୍ଭ ହେଲା ମୋ ସରକାର କାର୍ଯ୍ୟକ୍ରମ, ଲୋକଙ୍କୁ ଫୋନ୍ କରି ଡାକ୍ତରଖାନା ଓ ଥାନାରେ…

କନକ ବ୍ୟୁରୋ : ‘ମୋ ସରକାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ୟାପିଟାଲ ହସ୍ପିଟାଲରେ ମୋ ସରକାର କାର୍ଯ୍ୟକ୍ରମର ଉଦଘାଟନ କରିବା ପରେ ସହିଦ ନଗର ଥାନାରେ ପହଞ୍ଚିଥିଲେ ନବୀନ । ଉଭୟ ଡାକ୍ତରଖାନା ଓ ଥାନାରେ ଲୋକ କିଭଳି ଠିକ୍ ସମୟରେ ସେବା ପାଇପାରିବେ ତାହା…

ପୁଣି ଲଜ୍ଜିତ ହେଲା ପାକିସ୍ତାନ । ଲାଇଭ୍ ମ୍ୟାଚରେ ଲିଭିଗଲା ଲାଇଟ୍ । ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ବେଳେ ଅନ୍ଧାର ହେଲା…

କନକ ବ୍ୟୁରୋ : ଅନ୍ତରାଷ୍ଟ୍ରୀୟ ସ୍ଥରରେ ବାରମ୍ବାର ଅପଦସ୍ଥ ହେଉଥିବା ପାକିସ୍ତାନକୁ ପୁଣି ଥରେ ସମାଲୋଚନାର ଶିକାର ହେବାକୁ ପଡିଛି । ଆତଙ୍କବାଦ ସମସ୍ୟା ପାଇଁ ଗତ ପ୍ରାୟ ୧୦ ବର୍ଷ ଧରି ପାକିସ୍ତାନକୁ କୌଣସି ଦେଶ କ୍ରିକେଟ ଖେଳିବାକୁ ଯାଉନଥିଲେ । ବହୁ ଅନୁରୋଧ ପରେ ଶେଷରେ ଶ୍ରୀଲଙ୍କା କ୍ରିକେଟ…

ଅନୁଗୁଳର ପ୍ଲାଷ୍ଟିକ୍ ମ୍ୟାନ୍ । ରାସ୍ତା କଡରୁ ପ୍ଲାଷ୍ଟିକ୍ ବୋତଲ ଗୋଟାଇ ତିଆରି କରୁଛନ୍ତି ଘରକରଣା ସମଗ୍ରୀ, ଅଦରକାରୀ…

କନକ ବ୍ୟୁରୋ : ଘରେ ଥିବା ପ୍ଲାଷ୍ଟିକ ବୋତଲକୁ ଟିକିଏ ପୁରୁଣା ହୋଇ ଗଲେ ବାହାରେ ଫିଙ୍ଗି ଦେଉଛନ୍ତି । ଆଉ ଏହା ପରିବେଶ ପ୍ରଦୂଷଣ କରୁଛି । ଆପଣ ଅଦରକାରୀ ଭାବୁ ଥିବା ସେହି ସବୁ ବୋତଲ ବି କାମରେ ଆସିପାରେ । ସେଥିରୁ ସୁନ୍ଦର ସୁନ୍ଦର ଘରକରଣା ସାମଗ୍ରୀ ପ୍ରସ୍ତୁତ ହୋଇପାରେ । ଏହାକୁ ପ୍ରମାଣିତ…

ଜିଲ୍ଲାପାଳଙ୍କ ନିଆରା ଅନ୍ଦାଜ । ଅଚାନକ କଲେଜରେ ପହଞ୍ଚିଲେ, ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ ।

କନକ ବ୍ୟୁରୋ : ଜିଲ୍ଲାପାଳଙ୍କ ପାଠଶାଳା । କ୍ୟାରିୟର ପାଇଁ ମନ୍ତ୍ର ଦେଲେ କଲେକ୍ଟର । ଗତକାଲି ବାରିପଦାର ଏମପିସି ଜୁନିୟର କଲେଜରେ ଏଣ୍ଟ୍ରି ମାରିଥିଲେ ମୟୂରଭଞ୍ଜର ଜିଲ୍ଲାପାଳ । କେହି କିଛି ଭାବିବା ପୂର୍ବରୁ ଶ୍ରେଣୀଗୃହକୁ ପ୍ରବେଶ କରିଥିଲେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ । କ୍ଲାସରୁମରେ…