Daily Archives

October 2, 2019

ସୁନ୍ଦରଗଡର ବିଭିନ୍ନ ସ୍ଥାନରେ ବଜ୍ରପାତ । ଚାଲିଗଲା ୨ ଯୁବକଙ୍କ ଜୀବନ, ୬ ଗୁରୁତର ।

କନକ ବ୍ୟୁରୋ : ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଧବାର ବଜ୍ରପାତ ଘଟି ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଏଥି ସହିତ ୪ ଗାଈ ଓ ବଳଦ ଏବଂ ୩ ଛେଳିର ମଧ୍ୟ ମୃତ୍ୟୁ ଘଟିଛି । ଆହତମାନଙ୍କୁ ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା…

ଚର୍ଚ୍ଚାରେ କ୍ୟାପଟେନ୍ କୋହଲିଙ୍କ ଓଡ଼ିଆ ଫ୍ୟାନ୍ । ମ୍ୟାଚ୍ ପୂର୍ବରୁ ଭିଡ ଭିତରେ ଓଡ଼ିଆ ପୁଅଙ୍କୁ କୁଣ୍ଢାଇ ପକାଇଲେ…

କନକ ବ୍ୟୁରୋ : କ୍ୟାପଟେନ୍ କୋହଲିଙ୍କ ଚର୍ଚ୍ଚିତ ଓଡ଼ିଆ ଫ୍ୟାନ୍ । ଯାହାଙ୍କୁ ଦେଖି କୁଣ୍ଢାଇ ପକାଇଲେ ଭାରତୀୟ କ୍ରିକେଟ ଦଳର ଅଧିନାୟକ । ବିରାଟ କୋହଲିଙ୍କର କୋଟି କୋଟି ପ୍ରଂଶସକ ଥିବା ବେଳେ ଏବେ ଚର୍ଚ୍ଚାକୁ ଆସିଛନ୍ତି ଓଡ଼ିଶାର ପିଣ୍ଟୁ ବେହେରା । ଅନେକ ସମୟରେ ଷ୍ଟାଡିୟମରେ ଆପଣ କୋହଲିଙ୍କର…

ସଚିନଙ୍କୁ ଆଉ ଏକ ସମ୍ମାନ । ‘ସବୁଠାରୁ ପ୍ରଭାବଶାଳୀ ସ୍ୱଚ୍ଛତା ଦୂତ’ ଭାବେ ସମ୍ମାନିତ ହେଲେ ମାଷ୍ଟରବ୍ଲାଷ୍ଟର ।

କନକ ବ୍ୟୁରୋ : କ୍ରିକେଟର ଭଗବାନ ବୋଲି କୁହାଯାଉଥିବା ସଚ୍ଚିନ ତେନ୍ଦୁଲକରଙ୍କୁ ଏବେ ଆଉ ଏକ ବିଶେଷ କାରଣ ନେଇ ସମ୍ମାନିତ କରାଯାଇଛି । ସଫାଇଗିରି ୨୦୧୯ କାର୍ଯ୍ୟକ୍ରମରେ ତାଙ୍କୁ ‘ସବୁଠାରୁ ପ୍ରଭାବଶାଳୀ ସ୍ୱଚ୍ଛତା ଦୂତ’ ଭାବେ ସମ୍ମାନିତ କରାଯାଇଛି । ଜାତୀୟ ଗଣମାଧ୍ୟମ  ଇଣ୍ଡିଆ ଟୁଡେ ଦ୍ୱାରା…

ମୋଦିଙ୍କ ମୁହଁରେ ଗାନ୍ଧୀଙ୍କ ଗାଥା… । କହିଲେ, ସାରା ବିଶ୍ୱକୁ ବାଟ ଦେଖାଇବା ପାଇଁ ଗାନ୍ଧୀ ଶ୍ରେଷ୍ଠ ଗୁରୁ,…

କନକ ବ୍ୟୁରୋ : ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଛି ଗାନ୍ଧୀଙ୍କ ସଂପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଲେଖ୍ୟ । ସାରା ବିଶ୍ୱ ଅଧିକାରର କଥା କହୁଥିବାବେଳେ ଗାନ୍ଧୀଜୀ ଦାୟିତ୍ୱର କଥା କହୁଥିଲେ ବୋଲି ମୋଦି ଲେଖିଛନ୍ତି । ଆଜିର ଦିନରେ ଭାରତ ଓ…

ବିଦା ହେବେ ବାଂଲାଦେଶୀ । ଓଡିଶାରେ ଲାଗୁ ହୋଇପାରେ ଏନଆରସି । ରେଜିଷ୍ଟ୍ରାର ଜେନେରାଲଙ୍କୁ ଚିଠି ଲେଖିଲା ଗୃହ…

କନକ ବ୍ୟୁରୋ : ଓଡିଶାରେ ଲାଗୁ ହୋଇପାରେ ଜାତୀୟ ନାଗରିକ ପଂଜୀକରଣ ବା ଏନଆରସି । କେନ୍ଦ୍ର ଗୃହ ମନ୍ତ୍ରାଳୟ ଓଡିଶାର କେନ୍ଦ୍ରାପଡାରେ ଏନଆରସି ଲାଗୁ ନେଇ ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କୁ ଚିଠି ଲେଖିଛନ୍ତି । ଏଥିରେ କୁହାଯାଇଛି, ଗତ ଜାନୁଆରୀ ମାସରେ ଓଡିଶା ହାଇକୋର୍ଟ, ଏନଆରସି ଲାଗୁ ନେଇ…