Daily Archives

October 1, 2019

ଠକେଇ ଅଭିଯୋଗରେ ଗିରଫ ହେଲେ ପ୍ରମିଳାଙ୍କ ଭାଇ । ସମ୍ବଲପୁରରୁ ଉଠାଇନେଲା ମୁମ୍ବାଇ ଇଓଡବ୍ଲୁ, ପୂର୍ବରୁ ଚିଟଫଣ୍ଡ…

କନକ ବ୍ୟୁରୋ :  ଠକେଇ ଅଭିଯୋଗରେ ଗିରଫ ହେଲେ କ୍ଷୀରୋଦ ମଲ୍ଲିକ  । ଆର୍ଥିକ ଅନିୟମିତତା ଅଭିଯୋଗରେ କ୍ଷୀରୋଦଙ୍କୁ ସମ୍ବଲପୁରରୁ ଉଠାଇନେଲା ମୁମ୍ବାଇ ଇଓଡବ୍ଲୁ । କେବଳ କ୍ଷୀରୋଦ ନୁହଁନ୍ତି ତାଙ୍କ ପୁଅ ଦେବବ୍ରତ ମଲ୍ଲିକଙ୍କୁ ମଧ୍ୟ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ବ୍ୟାଙ୍କ ଲୋନରେ…

ବିଜେପି ଗୀତରେ ଗାନ୍ଧୀ-ମୋଦି: ଗାନ୍ଧୀଙ୍କ ପାଇଁ ନୂଆ ଗୀତ ଆଣିଲା ବିଜେପି । ଜାତିର ପିତାଙ୍କ ପ୍ରଶଂସା ସହ ଗୀତରେ…

କନକ ବ୍ୟୁରୋ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ସଜବାଜ ଆରମ୍ଭ କରିଛି ବିଜେପି । ୧୫ ଦିନ ବ୍ୟାପୀ ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବ ପାଳନ କରିବ ରାଜ୍ୟ ବିଜେପି । ଏଥିସହ ପଦଯାତ୍ରା କରି ଜନତାଙ୍କ ପାଖରେ ଗାନ୍ଧୀଙ୍କ ବାର୍ତ୍ତା ସହ ମୋଦିଙ୍କ ମନ୍ତ୍ର ପହଞ୍ଚାଇବ ବିଜେପି ।…

ଆଖି ଆଗରେ ଭୁଷୁଡି ପଡିଲା ସମୁଦ୍ର ଉପରେ ନିର୍ମିତ ପୋଲ । କ୍ୟାମେରାରେ କଏଦ ହେଲା ପୋଲ ଭୁଷୁଡିବାର ଭୟଙ୍କର ଦୃଶ୍ୟ,…

ଆଖି ଆଗରେ ଭୁଷୁଡି ପଡିଲା ପୋଲ । ତାଇୱାନରେ ସମୁଦ୍ର ଉପରେ ଥିବା ଏକ ପୋଲ ହଠାତ ଭାଙ୍ଗିପଡିବାରୁ ୧୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ଏପରିକି ପୋଲର ଭଗ୍ନ ଅଂଶ ସମୁଦ୍ରରେ ଲୀନ ହୋଇଯିବା ସହ କିଛି ବ୍ୟକ୍ତି ମଧ୍ୟ ନିଖୋଜ ହୋଇଯାଇଛନ୍ତି । ପୂର୍ବ ତାଇଓ୍ଵାନର ଉପକୂଳରେ ଥିବା ଏକ ବ୍ୟସ୍ତବହୁଳ ଅଞ୍ଚଳ…

ବର୍ଷେ ବିତିଗଲା, ଆସନ୍ତାକାଲିଠୁ କିନ୍ତୁ ମାଫ୍ ନାହିଁ । ବନ୍ଦ ହେବ ପ୍ଲାଷ୍ଟିକ, ସମସ୍ତ ସହରାଞ୍ଚଳରେ ପଲିଥିନ ବ୍ୟାନ୍…

କନକ ବ୍ୟୁରୋ : ଆସନ୍ତାକାଲି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ବନ୍ଦ ହେବ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ । ଥରେ ବ୍ୟବହାର ହେଉଥିବା ଥର୍ମକୁଲ ଉପରେ ମଧ୍ୟ କଟକଣା ଲାଗିଛି । ଆସନ୍ତାକାଲି ଠାରୁ ଏହାର ବ୍ୟବହାର କରି ଧରାପଡିଲେ ଆପଣ ଦଣ୍ଡିତ ହୋଇପାରନ୍ତି । ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ…

ବ୍ରହ୍ମଗିରିରୁ ଆସିଲା ବିକଳ ଚିତ୍ର: ପାଣିଘେରରେ ପୂରା ଗାଁ, ବେକେ ପାଣିରେ ଟ୍ୟୁବରେ ବୁହାହୋଇ ଶ୍ମଶାନକୁ ଗଲା ଶବ ।…

କନକ ବ୍ୟୁରୋ: ପ୍ରବଳ ବର୍ଷାର୍ରେ ଜଳମଗ୍ନ ହେଲା ଗାଁ । ଟ୍ୟୁବରେ ବାନ୍ଧି ଶବକୁ ଶ୍ମଶାନକୁ ନେଲେ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମଗିରି ବ୍ଲକର ଘଟକୁଡି ପଂଚାୟତ ଗୌଡରଣାପଡା ଗାଁରେ । ଦୀର୍ଘ ୬ ଧିନଧରି ଲଗାଣ ବର୍ଷା ଯୋଗୁଁ ଏହି ଗାଁ ଏବେ ସମ୍ପୂର୍ଣ୍ଣ ଜଳବନ୍ଦୀ…

ମାନସିକ ବିକାରଗ୍ରସ୍ତ ମୀନା ପାଦରେ ପଡ଼ିଛି ବେଡ଼ି ! ଦୀର୍ଘ ୩୨ ବର୍ଷ ହେବ ଶିକୁଳି ଶାସ୍ତି ସହୁଛି ଝିଅ, ବେଡ଼ିରୁ…

କନକ ବ୍ୟୁରୋ: ଅଭିଶପ୍ତ ପାଲଟିଛି ଜୀବନ । ଦୀର୍ଘ ୩୨ ବର୍ଷ ପରେ ବି ପଡ଼ିଛି ପାଦରେ ବେଡ଼ୀ । ଖାଇବାକୁ ଦେଲେ ଖାଉଛି, ନଦେଲେ ସେମିତି ପଡି ରହିଛି । ଏମିତି ଏକ କାଳ୍ପନିକ କରୁଣ କାହାଣୀ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ତିରିମଲର ଗାଁରେ ଯେଉଁଠି ୩୨ ବର୍ଷର ମାନସିକ ବିକାରଗ୍ରସ୍ତ…