#ଗାଁ ଗୌରବ : କଅଁଳ ବୟସରେ କରିସ୍ମା ଦେଖାଉଛନ୍ତି ଓଡ଼ିଆ ପୁଅ ଭେଙ୍କଟ, ୬ ବର୍ଷର କୁନି ପିଲା ୬ ମାସରେ ତିଆରି କଲେଣି ୧୫୦…
କନକ ବ୍ୟୁରୋ : ସେପ୍ଟେମ୍ବର ୭ ତାରିଖ । ମଧ୍ୟରାତ୍ରିରେ ଟିଭି ସାମ୍ନାରେ ଜଣେ କୁନି ଶିଶୁ ବାପାଙ୍କ ନିକଟରେ ଅଳି କରି ଚାଲିଥିଲା । ଆଉ କହୁଥିଲା ବାପା ତମେ ଶୁଅନାହିଁ, ମୋ ସାଙ୍ଗରେ ବସି ଚନ୍ଦ୍ରଯାନ-୨ ମିଶନ ଦେଖ । କାରଣ ଏହି କୁନି ପିଲାଟିର ଲକ୍ଷ୍ୟ ଥିଲା ଭବିଷ୍ୟତରେ ବୈଜ୍ଞାନିକ ହେବ ।…