Monthly Archives

September 2019

ରାଜଧାନୀ ରାଜରାସ୍ତାର ବିକଳ ଚିତ୍ର । ଏମିତି ଖାଲ ଯେ, ଗାଡି ଚଳାଇବାକୁ ଭୟ କରୁଛନ୍ତି ଗାଡି ଚାଳକ, ରାସ୍ତାକୁ ବାହାରିଲେ…

କନକ ବ୍ୟୁରୋ : ଦିନ କେଇଟା ପରେ ଦଶହରା ପୂଜା । ଆଉ ଏଥିପାଇଁ ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱର । ଦୁର୍ଗା ମା’ଙ୍କ ପୂଜା ସହ ବଡ ବଡ ତୋରଣ ସାଙ୍ଗକୁ ସୁନା ଓ ଚାନ୍ଦିର ମେଢ ଦେଖିବାକୁ ସ୍ମାର୍ଟସିଟିରେ ଭକ୍ତଙ୍କର ଗହଳି ବଢିବ । ଯେଉଁଥିପାଇଁ ରାଜଧାନୀର ରାଜରାସ୍ତାରେ ଘଣ୍ଟା ଘଣ୍ଟା ଧରି ଜାମ…

ବାଆଁରା କୂଅମଡ଼ା ଜଙ୍ଗଲରେ ୧୦ ବର୍ଷର ମାଈ ହାତୀ ମୃତ । ଦୀର୍ଘ ୫ ଦିନ ହେବ ଭୂତାଣୁ ସଂକ୍ରମଣରେ ଅସୁସ୍ଥ ଥିଲା ମାଈ ହାତୀ…

କନକ ବ୍ୟୁରୋ: ୬ ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଲା ୧୦ ବର୍ଷର ମାଈ ହାତୀ । ଚନ୍ଦକା ଡମପଡା ଅଭୟାରଣ୍ୟର ବାଁଆରା ନିକଟରେ ଗତ ବୁଧବାର ଦିନ ଗୁରୁତର ଅବସ୍ଥାରେ ଏହି ମାଈ ହାତୀକୁ ଠାବ କରାଯାଇଥିଲା । ତେବେ ୧୦ ବର୍ଷିୟା ମାଈ ହାତୀକୁ ଉଦ୍ଧାର କରିବା ପରେ ବନ ବିଭାଗ ତାହାର…

ବ୍ୟାନ୍ ସତ୍ୱେ ବେଆଇନ୍ ଭାବେ ଭାରତକୁ ଆସୁଛି ଚାଇନା ବାଣ : ସରକାରଙ୍କୁ ଚେତାଇଲା DRI

କନକ ବ୍ୟୁରୋ : ଆରମ୍ଭ ହୋଇସାରିଛି ପାର୍ବଣ ଋତୁ । ମା’ ଦୁର୍ଗାଙ୍କ ଆଗମନ ପରେ ଧରାପୃଷ୍ଠରେ ବିରାଜିବେ ମା’ ଲକ୍ଷ୍ମୀ ଆଉ ତା’ପରେ ମା’ କାଳୀ ।  ଆଲୋକର ପର୍ବ ଦୀପାବଳୀ ପାଇଁ ଏବେଠାରୁ ଦେଶର ବିଭିନ୍ନ ଅଞ୍ଚଳରେ ଜୋରସୋରରେ ବାଣ ତିଆରି ଚାଲିଛି । ଅନ୍ୟପଟେ ଦୀପାଳବୀକୁ ଆହୁରି ମାସେ ସମୟ ଥିବା…

ପୁଲିସ ପଞ୍ଝାରେ ଠକ ଗ୍ୟାଙ୍ଗ : ସ୍ୱାମୀ-ସ୍ତ୍ରୀ ଏବଂ ସହଯୋଗୀଙ୍କୁ ଗିରଫ କରି ଜେଲ ପଠାଇଲା ନବରଙ୍ଗପୁର ପୁଲିସ, ଚାକିରି…

କନକ ବ୍ୟୁରୋ : ଠକ ସଂସ୍ଥା ମିଛ ଚାକିରୀ । ସରକାରୀ ଚାକିରୀ ଦେବା ନାଁରେ ଅଭିନବ ଉପାୟରେ କୋଟିଏ ଟଙ୍କାରୁ ଅଧିକ ଆତ୍ମସାତ୍ । ଜାତୀୟ ମାନବାଧିକାର ନାମରେ ସଂସ୍ଥା ଖୋଲି ଟଙ୍କା ଅମô୍ସାତ କରିଥିବା ଅଭିଯୋଗ ହୋଇଛି । ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟୁଷିତ ଶିଳ୍ପ ବିହୀନ ଜିଲାରେ ସରକାରୀ ଚାକିରୀ…

ସରିଲା ବିଜେପୁର ଲଢେଇର ପ୍ରସ୍ତୁତି : ନେତା ଓ ସମର୍ଥକଙ୍କ ସହ ବିଶାଳ ପଟୁଆରରେ ଆସି ନାମାଙ୍କନ ଭରିଲେ ବିଜେଡ଼ି, ବିଜେପି…

କନକ ବ୍ୟୁରୋ : ସରିଲା ବିଜେପୁର ଲଢେଇର ପ୍ରସ୍ତୁତି । ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମୋଟ ୭ ଜଣ ପ୍ରାର୍ଥୀ ବିଜେପୁର ଆସନ ପାଇଁ ନାମାଙ୍କନ ଭରିଛନ୍ତି । ବିଜେଡି…

ଆବଶ୍ୟକ ପଡିଲେ ପୁଣି ହେବେ ଏୟାର ଷ୍ଟ୍ରାଇକ୍ : ପାକିସ୍ତାନ ଓ ଚୀନକୁ କଡା ଚେତାବନୀ ଦେଲେ ନୂଆ ବାୟୁସେନା ମୁଖ୍ୟ, ଉଭୟ…

କନକ ବ୍ୟୁରୋ : ଏୟାର ମାର୍ଶାଲ ରାକେଶ କୁମାର ସିଂହ ଭଦୋରିଆ ବାୟୁସେନାର ମୁଖ୍ୟଭାବେ ଦାୟିତ୍ୱ ନେଇଛନ୍ତି । ଆଜି ଏୟାର ଚିଫ ମାର୍ଶାଲ ବିଏସ୍ ଧନୱାଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରୁ କରୁ ସେ ପାକିସ୍ତାନ ଓ ଚୀନକୁ ଚେତାବନୀ ଦେଇଛନ୍ତି । ଦେଶର ସୁରକ୍ଷା ପ୍ରତି…