Daily Archives

September 28, 2019

ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଆରାଧନା ଆଣିଲେ ସଫଳତା । ଓଡ଼ିିଆ ଝିଅଙ୍କୁ ‘ଓମେନ୍ ଅପ୍ ସବଷ୍ଟାନ୍ସ’ ସମ୍ମାନ । 

ଜାତୀୟ ଓ ଅର୍ନ୍ତଜାତୀୟସ୍ତରର ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ପୁଣି ଚମକିଲେ ଓଡ଼ିଆ ପ୍ରତିଯୋଗୀ ।  କୋଲକତାରେ ଅନୁଷ୍ଠିତ ମିଷ୍ଟର, ମିସ୍ ଏବଂ ମିସେସ୍ ଇଣ୍ଡିଆ ଇଂଟରନ୍ୟାସନାଲ ୨୦୧୯ ପ୍ରତିଯୋଗିତାରେ ଆରାଧନା ମିଶ୍ର ‘ଓମେନ୍ ଅପ୍ ସବଷ୍ଟାନ୍ସ’ ବିବେଚିତ ହୋଇଛନ୍ତି । ଦେଶର ଅନେକ ପ୍ରତିଯୋଗୀଙ୍କୁ…

ସର୍ଜିକାଲ ଷ୍ଟ୍ରାଇକକୁ ନେଇ ଆସିଲା ୩ଡି ଗେମ୍ । ଶତ୍ରୁ ସହ ଲଢେଇର ଅନୁଭୂତି ପାଇପାରିବେ ପ୍ରତ୍ୟେକ ଭାରତୀୟ ।

ଦେଶର ପ୍ରଥମ ବହୁଭାଷୀ ୩ଡି ଗେମ୍‌ ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌-ବର୍ଡର ଏସକେପ୍‌’ ପ୍ଲାଟାନିଷ୍ଟା ଗେମ୍‌ ଦ୍ୱାରା ଲଞ୍ଚ୍‌ ହୋଇଯାଇଛି। ଏହି ଗେମଟି ହିନ୍ଦୀ, ଇଂରାଜୀ ଓ ମରାଠୀ ଭାଷାରେ ଉପଲବ୍ଧ। ୨୦୧୬ ମସିହା ସେପ୍ଟେମ୍ବର ୨୯ ତାରିଖରେ ସର୍ଜିକାଲ୍‌ ଷ୍ଟାଇକରେ ନିଜ ଦେଶ ପାଇଁ ଜୀବନକୁ ପାଣି ଛଡ଼ାଇ…

ନେତାଙ୍କ ଭଳି ଫଟୋ ଉଠାଇବା ପାଇଁ ନୁହେଁ । କାମ ପ୍ରତି ନିଷ୍ଠାର ଉଦାହରଣ ଦେଲେ ସଫେଇ କର୍ମଚାରୀ । ପ୍ରବଳ ବର୍ଷାରେ…

କନକ ବ୍ୟୁରୋ : ଯେବେ ପେଟପାଟଣା କଥା ଥାଏ ସେତେବେଳେ ଯେ କୌଣସି ପରିସ୍ଥିତିରେ ବି ତାକୁ କାମ କରିବାକୁ ପଡେ । ଖୋଦ ରାଜଧାନୀରୁ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି । ଖୁବ୍ ଜୋରରେ ବର୍ଷା ହେଉଥିବା ବେଳେ ଜଣେ ସଫେଇ କର୍ମଚାରୀ ନିଜ କାମ କରିଚାଲିଥାନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ନଜରକୁ ଏହି…

ସାତକୋଶିଆ ଅଭୟାରଣ୍ୟକୁ ପୁଣି ଫେରିଲା ବାଘ ଆତଙ୍କ । ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ବେଳେ ଯୁବକଙ୍କୁ କଲା ଆକ୍ରମଣ,…

କନକ ବ୍ୟୁରୋ : ବାଘ ଝୁଣିନେଲା ମଣିଷ ମାଂସ । ଘଟଣାଟି ଘଟିଛି ସାତକୋଶିଆ ଅଭୟାରଣ୍ୟରେ । ଦୁଇ ଜଣ ବ୍ୟକ୍ତି ଛତୁ ତୋଳିବାକୁ ଜଙ୍ଗଲକୁ ଯାଇଥିବା ବେଳେ ହଠାତ୍ ଏକ କଲରାପତରିଆ ବାଘ ତାଙ୍କୁ ଆକ୍ରମଣ କରିଦେଲା । ଜଣେ ଗଛ ଉପରକୁ ଚଢି ଯାଇଥିଲେ । ଅନ୍ୟଜଣଙ୍କୁ ଆକ୍ରମଣ କରି ଝୁଣି ନେଇଥିଲା ମାଂସ ।…

ଜୁନାଗଡ ଗଣଦୁଷ୍କର୍ମ : ବନ୍ଧାହେଲା ଲିଫ୍ଟ ଦେଇଥିବା ଡ୍ରାଇଭର । ପୀଡିତାଙ୍କ ବୟାନ ଆଧାରରେ ଲଳିନ୍ଦ୍ର ଶବରକୁ ଗିରଫ କଲା…

କନକ ବ୍ୟୁରୋ : ଜୁନାଗଡ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ବସ୍ ଡ୍ରାଇଭର ଗିରଫ । ପୀଡିତାଙ୍କ ବୟାନ ଆଧାରରେ ଲିଫ୍ଟ ଦେଇଥିବା ଡ୍ରାଇଭର ଲଳିନ୍ଦ୍ର ଶବରକୁ ଗିରଫ କରିଛି କଳାହାଣ୍ଡି ପୁଲିସ । ଗତକାଲି ପୀଡିତା ଗଣମାଧ୍ୟମକୁ ବୟାନ ଦେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ଡ୍ରାଇଭର ଲଳିନ୍ଦ୍ର ବୋଲି…

ପଦାରେ ପଡ଼ିଲା ପାକିସ୍ତାନର ଆଭିମୁଖ୍ୟ । ଇମ୍ରାନ୍ କହିଲେ ଯୁଦ୍ଧର କଥା, ମୋଦି ବଖାଇଲେ ବୁଦ୍ଧବାଣୀ ।

କନକ ବ୍ୟୁରୋ : ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ପୁଣି ପାକିସ୍ତାନର ମୁଖା ଖୋଲିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ଶାନ୍ତିର ବାର୍ତା ଦେଉଥିବା ବେଳେ ପାକ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଖାଲି ଯୁଦ୍ଧର କଥା କହିଛନ୍ତି । ଆଉ ତାଙ୍କୁ କଡା ଜବାବ୍ ଦେଇଛନ୍ତି ଭାରତୀୟ ବିଦେଶ…