Daily Archives

September 26, 2019

ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ବଡ ନିଷ୍ପତ୍ତି । ପ୍ରାଣୀ ଉଦ୍ୟାନରେ ଖୋଲିବ ‘ପାଥୋ ୟୁନିଟ୍’…

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ରେ ପଶୁପକ୍ଷୀଙ୍କ ପାଇଁ ‘ପାଥୋ ୟୁନିଟ’ ଖୋଲିବ । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନିର୍ଦ୍ଦେଶକ ଶଶି ପାଲ ଗୁରବାର ଏହି ସୂଚନା ଦେଇଛନ୍ତି । ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀ ପାଲ କହିଛନ୍ତି,…

ହସ୍ପିଟାଲ ଏବଂ ଆରଟିଓ ଅଫିସରେ ରହିବେ ନାହିଁ ଗୋଟିଏ ବି ଦଲାଲ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୋଡରେ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ରାଜ୍ୟର ବିଭିନ୍ନ ଆରଟିଓ କାର୍ଯ୍ୟାଳୟ ଓ ହସ୍ପିଟାଲରୁ ରୁ ୩୦ ଜଣ ଦଲାଲ ଗିରଫ ହୋଇଥିବା ସୂଚନା ମିଳିଛି। ସେହିପରି ରାଉରକେଲା ଆରଟିଓ କାର୍ଯ୍ୟାଳୟରେ ପୁଲିସ ଅଚାନକ ଚଢ଼ାଉ କରି ଆଜି ୧୧ ଜଣ ଦଲାଲଙ୍କୁ ଅଟକ ରଖିଛି। ଏମାନଙ୍କ ମଧ୍ୟରୁ ୮ ଜଣଙ୍କୁ…

SBI ଗ୍ରାହକଙ୍କ ପାଇଁ ବଡ ଖବର । ଅନଲାଇନ୍ ଠକେଇରୁ ବଞ୍ଚିବା ପାଇଁ SBI ଆଣିଲା ନୂଆ ଫିଚର, ଗ୍ରାହକ ଲକ୍ କରିପାରିବେ…

ଅନଲାଇନ୍‌ ମାଧ୍ୟମରେ ଟଙ୍କା ନେଣଦେଣର ସୁବିଧା ଆସିବା ପରଠାରୁ ଲୋକେ ଅନଲାଇନ୍‌ ଠକେଇର ଶିକାର ହେବାରେ ଲାଗିଛନ୍ତି । ନକଲି ଫୋନ୍‌ କଲ୍‌ କରି ବିବରଣୀ ନେବା ସହ ଦୁର୍ବୃତ୍ତମାନେ ଟଙ୍କା କାଢ଼ି ନେଉଛନ୍ତି । ଏଭଳି ସମସ୍ୟାର ସମାଧାନ ପାଇଁ ବିତ୍ତିୟ ସଂସ୍ଥା ବିଭିନ୍ନ ବାଟ ଆପଣାଉଥିଲେ ମଧ୍ୟ ତାହାର…

ନନ୍ଦନକାନନରେ ଅସୁସ୍ଥ ଥିବା ମହାବଳ ‘ଶୁଭ୍ରାଂଶୁ’କୁ ଦିଆଯିବ ସାଲାଇନ୍ । ରକ୍ତ ନମୂନା ଓ ମଳ ପରୀକ୍ଷା ପାଇଁ ଯିବ ଓୟୁଏଟି…

କନକ ବ୍ୟୁରୋ: ନନ୍ଦନକାନନରେ ହର୍ପିସ ଭୁତାଣୁ ସଂକ୍ରମଣରେ ୪ ହାତୀଙ୍କ ମୃତ୍ୟୁ ପରେ ଏବେ  ଧଳା ବାଘ ଶୁଭ୍ରାଶୁଂ ଅସୁସ୍ଥ ଅଛି ।ତେବେ ଝାଡାରେ ପୀଡିତ ହୋଇ ଦୁର୍ବଳ ହୋଇପଡିଥିବା ମହାବଳ ବାଧ ଶୁଭ୍ରାଂଶୁକୁ ସାଲାଇନ୍ ଦିଆଯିବ । ଏହାସହ ରକ୍ତ ନମୂନା ଓ ମଳ ପରୀକ୍ଷା ପାଇଁ ଭୁବନେଶ୍ୱର ସ୍ଥିତ…

ମିଳିଲା ପାକିସ୍ତାନର ଉଡୁଥିବା ଆତଙ୍କର ପ୍ରମାଣ । ପଞ୍ଜାବରେ ୨୬/୧୧ ଆକ୍ରମଣ ଭଳି ଷଡଯନ୍ତ୍ର କରୁଛି କି ପାକ୍ ? ଡ୍ରୋନ୍…

କନକ ବ୍ୟୁରୋ : କ’ଣ ପଂଜାବରେ ୨୬/୧୧ ଆକ୍ରମଣ ଭଳି ଷଡଯନ୍ତ୍ର କରୁଛି ପାକିସ୍ତାନ ? ଏ ପ୍ରଶ୍ନ ଏଥିପାଇଁ ଉଠୁଛି, କାରଣ ପଂଜାବର ତରଙ୍ଗତାରଙ୍ଗରେ ପାକିସ୍ତାନ ଡ୍ରୋନ ଜରିଆରେ ଅସ୍ତ୍ରଶସ୍ତ୍ର ପହଂଚାଇଥିବାର ଠୋସ ପ୍ରମାଣ ମିଳୁଛି । ଏହିସବୁ ଫଟୋ ଓ ଭିଡିଓ ପାକିସ୍ତାନ ସଇତାନୀ ଷଡଯନ୍ତ୍ରର ବଡ…

ନବବଧୂ ଭଳି ସଜେଇହେବ ବରମୁଣ୍ଡା ବସଷ୍ଟାଣ୍ଡ । ବିଶ୍ୱସ୍ତରୀୟ ହେବ ରୂପରେଖ, ନବୀକରଣ ପାଇଁ ଖର୍ଚ୍ଚ ହେବ ୧୬୦ କୋଟି ।

କନକ ବ୍ୟୁରୋ : ଝଲସିବ ବରମୁଣ୍ଡା ବସଷ୍ଟାଣ୍ଡ । ବିଶ୍ୱସ୍ତରୀୟ ହେବ ରୂପରେଖ । କିଛି ଏହିପରି ଦେଖାଯିବ ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡ । ବଦଳିବ ବରମୁଣ୍ଡା ବସଷ୍ଟାଣ୍ଡର ଚେହେରା । ଆନ୍ତଃ ରାଜ୍ୟ ବସ ଟ୍ରମିନାଲ ପାଇଁ ଟେଣ୍ଡରକୁ ଅନୁମୋଦନ ଦେଇଛି କ୍ୟାବିନେଟ । ୧୬୦ କୋଟି ୬୬ ଲକ୍ଷ…