Daily Archives

September 22, 2019

ରୋଷେଇ ଶାଳରେ ଲାଗିଲା ନିଆଁ : ୫୦ ଟପିଲା ପିଆଜ ଦର, ନିୟନ୍ତ୍ରଣ ପାଇଁ ସରକାର ନେଉଛନ୍ତି ପଦକ୍ଷେପ

କନକ ବ୍ୟୁରୋ : ପିଆଜ କିଲୋକୁ ୫୦ । ଗତ ସପ୍ତାହ ତଳେ ପିଆଜ କିଲୋ ୩୫ ଟଙ୍କା ଥିବା ବେଳେ ଏବେ ୫୦ ଟଙ୍କା ଟପିଛି । ନାସିକର ବନ୍ୟା ପାଇଁ ଦର ହୁ ହୁ ହୋଇ ବଢିବାରେ ଲାଗିଛି । ଏହାସହ ଟ୍ରାଫିକ୍ ନିୟମ କଡା ହେବା ପରେ ଆନ୍ଧ୍ରପ୍ରଦେଶରୁ ପିଆଜ ଗାଡି ଆସିବା କମି ଯାଇଛି । କୁହାଯାଉଛି ଓଭର ଲୋଡିଂ…

ଗାଧୋଇବା ବେଳେ ନଦୀରେ ଭାସିଗଲେ ବୃଦ୍ଧା, ଲଟାବୁଦାକୁ ଧରି ୨୪ ଘଣ୍ଟା ପାଣି ସହ କଲେ ସଂଘର୍ଷ, ଦିନକ ପରେ ହେଲେ ଉଦ୍ଧାର ।

କନକ ବ୍ୟୁରୋ: ରଖେ ହରି ତ ମାରେ କିଏ? ଭାସିଗଲା ବେଳେ କୁଟାଖିଅ ଆଶ୍ରା ହୋଇଥାଏ । ବଂଶଧାରା ନଦୀରେ ଭାସି ଯାଇଥିବା ଜଣେ ବୃଦ୍ଧା ଉଦ୍ଧାର ହେବା ପରେ ଏହି ଦୁଇ କଥା ପୁଣି ଥରେ ପ୍ରମାଣିତ ହୋଇଛି । ଗଜପତି ଜିଲ୍ଲା କାଶୀନଗର ବଂଶଧାରା ନଦୀରେ ନିଖୋଜ ଥିବା ଜଣେ ବୃଦ୍ଧାଙ୍କୁ ୨୪ ଘଂଟା ଧରି…

ବିପର୍ଯ୍ୟୟ ପରେ ବିଜୟ ନିଶ୍ଚିତ : ‘ହାତ’ ନିକଟକୁ ଫେରିବ ବିଜେପୁର, ଦୃଢ଼ୋକ୍ତି କଲେ ପିସିସି ସଭାପତି

କନକ ବ୍ରୁରୋ : ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ କସରତ ଆରମ୍ଭ କରିଦେଇଛନ୍ତି ସମସ୍ତ ରାଜନୈତିକ ଦଳ । କିଭଳି ଉପନିର୍ବାଚନରେ ବାଜିମାତ କରିବେ ସେନେଇ ରାଜ୍ୟର ୩ ପ୍ରମୁଖ ରାଜନୈତିକଦଳ ବିଜେଡି, ବିଜେପି ଓ କଂଗ୍ରେସ ରଣନୀତି ପ୍ରସ୍ତୁତରେ ଲାଗିପଡିଛନ୍ତି । ତାରିଖ ଘୋଷଣା ହେବା ପରେ…

ଆର୍ଥିକ ମାନ୍ଦାବସ୍ଥା ଦୂରକରିବାକୁ କେନ୍ଦ୍ର ନେଉଛି ପଦକ୍ଷେପ । ଧର୍ମେନ୍ଦ୍ର କହିଲେ, ମୋଦି ସରକାରଙ୍କ ଯୋଗୁ ସୁଧୁରୁଛି…

କନକ ବ୍ୟୁରୋ: ଦେଶରେ ଆର୍ଥିକ ମାନ୍ଦାବସ୍ଥା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ, ଆମେରିକା-ଚୀନ ମଧ୍ୟରେ ଚାଲିଥିବା ବାଣିଜିକ୍ୟ ତିକ୍ତତା ଯୋଗୁ ଦେଶରେ ଏମିତି ଆର୍ଥିକ ମାନ୍ଦାବସ୍ଥା ସମସ୍ୟାରେ ସମ୍ମୁଖୀନ ହେଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ…

ବର୍ଦ୍ଧିତ ପିଆଜ ଦରରୁ ଖୁବଶୀଘ୍ର ମିଳିବ ଆଶ୍ୱସ୍ତି : ଆଶ୍ୱାସନା ଦେଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

କନକ ବ୍ୟୁରୋ : ଦିନେ ଦୁଇ ଦିନ ଭିତରେ କମିପାରେ ପିଆଜ ଦର ।  ଆଶ୍ୱାସନା ଦେଲେ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ  । ବର୍ଦ୍ଧିତ ପିଆଜ ଦରକୁ ନେଇ ଆକ୍ସନ ମୁଡରେ ସରକାର । ଖୁବ ଶୀଘ୍ର କମିପାରେ ପିଆଜ ଦର ।  ମନ୍ତ୍ରୀ କହିଲେ , ନାସିକର ବନ୍ୟା ପାଇଁ…

ମାଲକାନଗିରି ସୀମାରେ ଟଳିଲେ ୫ ନକ୍ସଲ । କମ୍ବିଂ ଅପରେସନ ବେଳେ ଆନ୍ଧ୍ର ଗ୍ରେହାଉଣ୍ଡ ଗୁଳିରେ ନିପାତ ହେଲେ ନକ୍ସଲ ।

କନକ ବ୍ୟୁରୋ: ମାଲକାନଗିରି ସୀମାରେ ରବିବାର ୫ ମାଓବାଦୀ ନିହତ ହୋଇଛନ୍ତି । ବିଶାଖାପାଟଣା ଜିଲ୍ଲା ମାଡିଗାମାଲ୍ଲି ଜଙ୍ଗଲରେ କମ୍ବିଂ ଅପରେସନ୍ ବେଳେ ଆନ୍ଧ୍ର ଗ୍ରେହାଉଣ୍ଡ ଗୁଳିରେ ୫ ମାଓବାଦୀ ଟଳି ପଡ଼ିଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓସାମଗ୍ରୀ, ଅସ୍ତ୍ରଶସ୍ତ୍ର ଓ…