Daily Archives

September 22, 2019

ଆମେରିକାରେ ଓଡିଆରେ ଉତ୍ତର ଦେଲେ ମୋଦି: ‘ହାଓଡି ମୋଦି’ର ଜବାବ ଦେଇ ମୋଦି କହିଲେ ‘ସବୁ ଭଲ ଅଛି’

କନକ ବ୍ୟୁରୋ: ଆମେରିକାରେ ଓଡିଆ କହିଲେ ମୋଦି । ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ସମ୍ବୋଧନ ଦେବାବେଳେ ଓଡିଆ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକାରେ ଥିବା ପ୍ରବାସୀ ଭାରତୀୟଙ୍କୁ ମୋଦି ହିନ୍ଦୀରେ ଭାଷଣ ଦେଲା ବେଳେ ‘ହାଓଡି ମୋଦି’ର ଉତ୍ତର ରଖିଲେ ମୋଦି । ଉତ୍ତର ରଖିଲା ବେଳେ…

ଭାରତ ବିପକ୍ଷ ଟି-୨୦ରେ ୯ ୱିକେଟ ବିନିମୟରେ ଜିତିଲା ଦକ୍ଷିଣ ଆଫ୍ରିକା । ୧-୧ରେ ଶୃଙ୍ଖଳା ବରାବର୍ 

ଟି-୨୦ ଶୃଙ୍ଖଳାର ତୃତୀୟ ତଥା ଶେଷ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଉଭୟ ବୋଲିଂ ଓ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଛି। ପ୍ରଥମେ ଭାରତକୁ ୧୩୪ ରନରେ ଅଟକାଇବା ପରେ ଦକ୍ଷିଣ ଆଫ୍ରିକା ୧୩୫ ରନ୍ ବିଜୟ ଲକ୍ଷ୍ୟକୁ ୧୬.୫ ଓଭରରେ ମାତ୍ର ଗୋଟିଏ ଓ୍ଵିକେଟ ହରାଇ ପୂରା କରିଛି। ବୋଲିଂରେ କାଗିସୋ ରବାଦା ୪…

ବିଜେପୁର ପାଇଁ ପାଗ ଭିଡିଲେ ତିନି ଦଳ ! ରାତି ପାହିଲେ ନବୀନ ନିବାସରେ ବିଜେଡି ବୈଠକ । ବିଜେପି କହିଲା, ବିଜେପୁରରେ ହେବ…

କନକ ବ୍ୟୁରୋ: ତାରିଖ ଘୋଷଣା ସରିଲା, ଏବେ ନଜର ପ୍ରାର୍ଥୀଙ୍କ ଉପରେ । କେଉଁ ଦଳରୁ କିଏ ଓହ୍ଲାଇବ ନିର୍ବାଚନୀ ମୈଦାନକୁ । ସରଗରମ ହୋଇଉଠିଛି ବିଜେପୁର ରାଜନୀତି । ବିଜେପି କହିଛି, ଦଳ ଅନ୍ୟ କୌଣସି ରାଜନୈତିକ ଦଳ ସହ ବନ୍ଧୁତ୍ୱପୂର୍ଣ୍ଣ ରାଜନୀତି କରିବନି । ଲଢେଇ ଜୋରଦାର ହେବ । ସାଧାରଣ…

ରାଫେଲ ଆସୁଛି ଶକ୍ତି ବଢୁଛି । ଭାରତକୁ ଗୋଟିଏ ରାଫେଲ ମିଳିଥିବା ବେଳେ ଆସନ୍ତା ବର୍ଷ ବାୟୁସେନାରେ ସାମିଲ ହୋଇପାରେ ଆଉ…

ଦିନକୁ ଦିନ ଶକ୍ତିଶାଳି ହେଉଛି ଭାରତୀୟ ସେନା । ଗତ ୨୦ ତାରିଖରେ ପ୍ରଥମ ରାଫେଲ ଲଢୁଆ ବିମାନ ଭାରତ ପାଇଥିବା ବେଳେ ଆସନ୍ତା ବର୍ଷ ଆସିପାରେ ୩୬ଟି ରାଫେଲ ବିମାନ । ଗତ ୨୦ ତାରିଖରେ ଭାରତ ଫ୍ରାନ୍ସଠାରୁ ପ୍ରଥମ ରାଫେଲ ଲଢୁଆ ବିମାନ ପାଇଥିଲା । ୨୦୧୬ରେ ହୋଇଥିବା ଚୁକ୍ତିମୁତାବକ ଆଉ ୩୫ଟି ବିମାନ…

‘ନବୀନ ମ୍ୟାଜିକ’ ପଛର ରହସ୍ୟ କଣ ? ସାକ୍ଷାତକାରରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନକ ବ୍ୟୁରୋ: ଓଡିଶା ଲିଟେରାରୀ ଫେଷ୍ଟିଭାଲରେ ମନ କଥା କହିଲେ ମୁଖ୍ୟମନ୍ତ୍ରୀ । ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଆୟୋଜିତ ଫେଷ୍ଟିଭାଲରେ ସମ୍ପାଦକ ପ୍ରଭୁ ଚାଓଲାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାରରେ ମନକଥା କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମାଜିକ ପରିବର୍ତ୍ତନ ପାଇଁ ସାହିତ୍ୟ…

ତେଲୁଗୁ ସିନେମା ‘ସେରା ନରସିମ୍ମା ରେଡ୍ଡି’ ପାଇଁ ଆନ୍ଧ୍ର, ଓଡ଼ିଶା ମୁହାମୁହିଁ : ସିନେମାର ଐତିହାସିକ ପୃଷ୍ଠଭୂମିକୁ ନେଇ…

କନକ ବ୍ୟୁରୋ : ଅକ୍ଟୋବର ୨ ତାରିଖରେ ରିଲିଜ୍ ହେବାକୁ ଥିବା ବହୁ ଚର୍ଚ୍ଚିତ ଫିଲ୍ମ ସୈରା ନରସିମା ରେଡ୍ଡିକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ । ଇଂରେଜ ବିରୋଧରେ ଆନ୍ଦୋଳନର ଐତିହାସିକ ପୃଷ୍ଠଭୂମିକୁ ନେଇ ଫିଲ୍ମ ତିଆରି ହୋଇଥିିବା ବେଳେ ଏହି ବିଦ୍ରୋହକୁ ପ୍ରଥମ ସଶସ୍ତ୍ର ବିରୋଧ ବୋଲି ଫିଲ୍ମରେ…