କୋଲକତା କଂଗ୍ରେସ ମୁଖ୍ୟଙ୍କ ବଡ ବୟାନ । ମମତାଙ୍କ ପ୍ରିୟ ତଥା ପୂର୍ବ ପୋଲିସ କମିଶନର ରାଜୀବ କୁମାରଙ୍କୁ କରାଯାଇପାରେ…
କୋଲକାତାର ପୂର୍ବ ପୋଲିସ କମିଶନର ରାଜୀବ କୁମାରଙ୍କୁ ହତ୍ୟା କରାଯାଇପାରେ । ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ସୌମେନ ମିତ୍ର । ଶାରଦା ଚିଟଫଣ୍ଡ ଘୋଟାଲାରେ ରାଜୀବ କୁମାରଙ୍କ ସମେତ ଅନେକ ପ୍ରଭାବଶାଳୀ ବ୍ୟକ୍ତି ସାମିଲ ଅଛନ୍ତି ।ଯେହେତୁ ରାଜୀବଙ୍କ ପଛରେ ଏବେ…