ନନ୍ଦନକାନନରେ ଆଖି ବୁଜିଲା ଛୁଆ ହାତୀ ଗୌରୀ । ଗତ ଗୋଟିଏ ମାସ ମଧ୍ୟରେ ହରପିସ ଭାଇରସ ପାଇଁ ଗଲାଣି ୪ ହାତୀଙ୍କ ଜୀବନ ।
କନକ ବ୍ୟୁରୋ : ନନ୍ଦନକାନନରେ ହରପିସ୍ ଆତଙ୍କ । ଆଖି ବୁଜିଲା ଛୁଆ ହାତୀ ଗୌରୀ । ନନ୍ଦନକାନନରେ ଆଖି ବୁଜିଲା ଗୌରୀ । ଗତକାଲି ଠାରୁ ଗୌରୀ ଅସୁସ୍ଥ ଥିବା ବେଳେ ଆଜି ରାତି ପ୍ରାୟ ୧୦ଟା ସମୟରେ ମୃତ୍ୟୁ ହୋଇଛି । ହରପିସ୍ ଭୂତାଣୁ ସଂକ୍ରମଣରେ ଗତକାଲି ଠାରୁ ଅସୁସ୍ଥ ଥିଲା ଗୌରୀ । ଏହାପୂର୍ବରୁ…