Daily Archives

September 19, 2019

ବିଜେପୁର ଲଢ଼େଇ ପାଇଁ ପ୍ରସ୍ତୁତି ଆରମ୍ଭ। ଯେକୌଣସି ମୁହୁର୍ତ୍ତରେ ଘୋଷଣା ହୋଇପାରେ ତାରିଖ। ବିଜେଡି ଟିକେଟ ରେସରେ ରୀତା…

କନକ ବ୍ୟୁରୋ: ବିଜେପୁର ବିଗୁଲ ବାଜିବା ପୂର୍ବରୁ ଏକ ବଡ଼ଧରଣର କସରତ ଆରମ୍ଭ କରିଦେଇଛି ବିଜେଡି । ବିଜେପୁର ଉପ-ନିର୍ବାଚନରେ କିଏ ପ୍ରାର୍ଥୀ ହେବେ ସେନେଇ ବିଜେଡି ଏକ ୪ ଜଣିଆ କମିଟି ଗଠନ କରିଛି । ଏହି କମିଟି ପ୍ରାର୍ଥୀଙ୍କ ନାଁ ସୁପାରିଶ କରିବ । ଯାହା ଉପରେ ସୁପ୍ରିମୋଙ୍କ ମୋହର ବାଜିଲେ…

ନର୍ସ ନିହାରିକା ହତ୍ୟା ମାମଲାରେ ମିଳୁନି ହତ୍ୟାକାରୀର ଟେର୍ । ହତ୍ୟା ପଛରେ କ’ଣ ରହିଛି ଗୁମର? ପୁରୁଷ ବନ୍ଧୁ ରାଜାର…

କନକ ବ୍ୟୁରୋ : ନର୍ସ ନିହାରିକା ହତ୍ୟାକାଣ୍ଡ ମାମଲାରେ ଏବେ ବି ପୁଲିସର ହାତ ଖାଲି । ୬ ଜଣିଆ ଟିମ ତଦନ୍ତ କରୁଛି ସତ, କିନ୍ତୁ ଏଯାଏଁ ହତ୍ୟାକାରୀର ଟେର ମିଳୁନି । ଆଉ ଏହାରି ଭିତରେ ନିହାରିକାଙ୍କ ବାପା ମାଙ୍କ ଡିଏନଏ ଟେଷ୍ଟ ପାଇଁ ଡାକିଛି ପୁଲିସ୍ । ଏପଟେ ହତ୍ୟା ପଛରେ ନିହାରିକାଙ୍କ ପୁରୁଷ…

ବଦଳିବ ରାଜ୍ୟ କଂଗ୍ରେସର ଚେହେରା । ପୁର୍ନଗଠନ ହେବ ପ୍ରଦେଶ କଂଗ୍ରେସ କମିଟି । ରାଜ୍ୟ ସଂଗଠନର ପୁର୍ନଗଠନ ନେଇ ଏଆଇସିସି…

କନକ ବ୍ୟୁରୋ: ନୂଆ ରୂପରେ ଆସିବ ପ୍ରଦେଶ କଂଗ୍ରେସ ସଂଗଠନ । ପିସିସିର ବିଭିନ୍ନ କମିଟିକୁ ଛୋଟ କରାଯିବା ସହ ଯୁବ, ଛାତ୍ର ଓ ମହିଳା ଛାମୁଆ ସଂଗଠନ ଗୁଡିକୁ ନୂଆ କରି ଗଢାଯିବ । ଏଆଇସିସିର ନିର୍ଦ୍ଦେଶ ଅନୁଯାୟୀ, ୨୦୧୯ ନିର୍ବାଚନରେ ଦଳ ସହ ରହି ସମର୍ପିତ ଭାବେ କାମ କରିଥିବା ନେତାଙ୍କୁ ହିଁ…

ବଳାତ୍କାରୀକୁ ବଡ ଶାସ୍ତି । ସାଲେପୁରରେ ନାବାଳିକା ଦୁଷ୍କର୍ମକାରୀ ମହମ୍ମଦ ମୁସ୍ତାକକୁ ଫାଶୀ ଦଣ୍ଡ ଦେଲେ ପକ୍ସୋ କୋର୍ଟ…

କନକ ବ୍ୟୁରୋ: ବଳାତ୍କାରୀକୁ ବଡ ଶାସ୍ତି । ସାଲେପୁରରେ ନାବାଳିକା ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ ଶୁଣାଇଛନ୍ତି ସ୍ୱତନ୍ତ୍ର ପକ୍ସୋ କୋର୍ଟ । ୧୭ ମାସ ତଳେ ଘଟିଥିବା ଲୋମହର୍ଷଣକାରୀ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରଳ ବୋଲି କହି, କୋର୍ଟ ଅଭିଯୁକ୍ତକୁ ଫାଶୀରେ ଝୁଲାଇବାକୁ ନିର୍ଦ୍ଦେଶ…

ନନ୍ଦନକାନନରେ ହାତୀ ମଡକ । ଆଖି ବୁଜିଲା ୭ ବର୍ଷର ମାଈ ହାତୀ ‘କମଳା’ । ଘାତକ ‘ହର୍ପିସ୍’ ଭୂତାଣୁ ସଂକ୍ରମଣରେ ମୃତ୍ୟୁ…

କନକ ବ୍ୟୁରୋ: ନନ୍ଦନକାନନରେ ‘ହର୍ପିସ୍’ ଭୂତାଣୁ ଆତଙ୍କ । ଭୂତାଣୁ ଆକ୍ରମଣରେ ଆଉ ଏକ ହାତୀର ମୃତ୍ୟୁ । ଆଜି ୭ ବର୍ଷର ହାତୀ କମଳା ପ୍ରାଣ ହରାଇଛି । ‘ହର୍ପିସ୍’ ଭୂତାଣୁ ଯୋଗୁ ମାଇ ହାତୀ କମଳାର ମୃତ୍ୟୁ ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସନ୍ଦେହ କରୁଛନ୍ତି । ଗତକାଲି ସଂଧ୍ୟାରୁ କମଳା…

ସକାଳେ ଗିରଫ, ସଞ୍ଜରେ ଜେଲ: ଜାମିନ ଆବେଦନ ଖାରଜ ପରେ ଜେଲ ଗଲେ ଆଶୀର୍ବାଦ ବେହେରା

କନକ ବ୍ୟୁରୋ: ଜେଲ ଗଲେ ଆଶୀର୍ବାଦ ବେହେରା । ସିବିଆଇ ଦ୍ୱାରା ଗିରଫ ହୋଇଥିବା ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଜେଲ ଗଲେ । ସିବିଆଇ ସିଜେଏମରେ ଜାମିନ ଆବେଦନ ଖାରଜ ହେବା ପରେ ଜଲେ ଗଲେ । ଆସନ୍ତା ଅକ୍ଟୋବର ୧ ଯାଏଁ ବିଚାର ବିଭାଗୀୟ ହାଜତରେ ରହିବେ ଆଶୀର୍ବାଦ । ତେବେ…