Daily Archives

September 19, 2019

ଇଏ କଣ ‘ସରପ୍ରାଇଜ୍ ଭିଜିଟ୍’ ? ମିଡିଆ ଆସିଲେ ମନ୍ତ୍ରୀ ଆସୁଛନ୍ତି ! କ୍ୟାମେରା ଆଗରେ କାର୍ଯ୍ୟାନୁଷ୍ଠାନ…

କନକ ବ୍ୟୁରୋ: ଆକ୍ସନ ମୋଡରେ ନବୀନଙ୍କ ମନ୍ତ୍ରୀ । ଅଚାନକ ଆସୁଛନ୍ତି ଆକ୍ସନ ନେଉଛନ୍ତି । ଆଉ ଯେଉଁଠି କାମରେ ଟିକେ ଉଲମ ବିଲମ ଦେଖୁଛନ୍ତି ସାଙ୍ଗେସାଙ୍ଗେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ନୂଆ ସରକାର ଗଢିବା ପରେ ଆଗ ଅପେକ୍ଷା ବେଶ୍ ସକ୍ରିୟ ହୋଇଛନ୍ତି ନବୀନଙ୍କ ମନ୍ତ୍ରୀ । ସରକାରଙ୍କ ସବୁ…

ସାବଧାନ ସୈତାନ ! ଜଘନ୍ୟକାଣ୍ଡ କଲେ ଫାଶୀ ଖୁଣ୍ଟରେ ଝୁଲିବେ । କୁନି ଝିଅଙ୍କ ସହ କୁକର୍ମ କଲେ ଫାଶୀ ମିଳିବାଟା ଥୟ

କନକ ବ୍ୟୁରୋ: ସଜା ପାଉଛନ୍ତି ସୈତାନ । କୁନି ଝିଅ ସହ କୁକର୍ମ କରିଥିବା ସୈତାନଙ୍କୁ ସଜା ଦେଉଛନ୍ତି କୋର୍ଟ । ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଯେତେସବୁ ମାମଲା ବର୍ଷ ବର୍ଷ ଧରି ପଡି ରହିଥିଲା ସେସବୁକୁ ଗୋଟି ଗୋଟି ଶୁଣାଣି କରି ଜଣେ ପରେ ଜଣେ ଜହ୍ଲାଦଙ୍କୁ ଫାଶୀ ଦଣ୍ଡାଦେଶ ଦେଉଛନ୍ତି କୋର୍ଟ ।…

ଟିମ୍ ସାଗରିକା ଜାଲରେ ‘ସହରୀ ବାଘ’ ।  ଫ୍ୟାନ୍ସି ନମ୍ବର ପ୍ଲେଟ ପାଇଁ ଫଶିଗଲେ ଫୁଲନଖରା ଯୁବକ, ବିଳାସପୂର୍ଣ୍ଣ ଗାଡି…

କନକ ବ୍ୟୁରୋ : ଟ୍ରାଫିକ ପଞ୍ଝାରେ ଟାଉନ୍ ଟାଇଗର । ରାଜଧାନୀର ରାଜରାସ୍ତାରେ ଆଗେଇ ଚାଲୁଥିବା ବେଳେ ହଠାତ୍ ଟ୍ରାଫିକ୍ ଜାଲରେ ଫଶିଗଲା ଟାଉନ୍ ଟାଇଗର । ଆଉ ଟ୍ରାଫିକ ହାବୁଡରେ ପଡିବା ପରେ ଟାଉନ ଟାଇଗର ନାଁ ପାଇଁ ନାକେଦମ ହୋଇଛନ୍ତି ଫୁଲନଖରାର ଗୌରହରି ସାହୁ । ସମୟ ପ୍ରାୟ ୧୧ଟା ।…

ଜେଲ୍ ଗଲେ ଆଶୀର୍ବାଦ । ଜାମିନ ଆବେଦନ ଖାରଜ କଲେ କୋର୍ଟ । ଦେଖନ୍ତୁ ଆଶୀର୍ବାଦଙ୍କ ବିରୋଧରେ କ’ଣ ରହିଛି ଅଭିଯୋଗ ।

କନକ ବ୍ୟୁରୋ : କିଛି ଦିନର ନିରବତା ପରେ ଅର୍ଥତତ୍ୱ ଚିଟଫଣ୍ଡ ଠକେଇକୁ ନେଇ ପୁଣି ଆରମ୍ଭ ହୋଇଛି ସିବିଆଇର ତନାଘନା । ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଜାମିନ ଖାରଜ ହେବା ପରେ ଝାରପଡା ଜେଲ ଯାଇଛନ୍ତି ଆଶୀର୍ବାଦ । ଅଗଷ୍ଟ ୨୭…