Daily Archives

September 18, 2019

ଅଭିମନ୍ୟୁଙ୍କ ଅଜବ ଅଭିଯାନ: ପରିବେଶକୁ ପ୍ଲାଷ୍ଟିକମୁକ୍ତ କରିବାକୁ ପାଗଳର ଅଭିନୟ

କନକ ବ୍ୟୁରୋ: ହଁଁ ! ସେ ପାଗଳ । ଗାଁ ପାଇଁ, ସାରା ସମାଜ ପାଇଁ ପାଗଳ । କିଏ ଚୋର କହି ଗୋଡାଉଛି ତ ଆଉ କିଏ ପାଗଳ କହି ଖେଦି ଦେଉଛି । ମୁଣ୍ଡରେ ଗାମୁଛା, ହାତରେ ସିମେଣ୍ଟ ବସ୍ତା ଆଉ ବେକରେ ବୋତଲର ମାଳ ପିନ୍ଧିଥିବା ଏ ମଣିଷ ଜଣଙ୍କ ହେଉଛନ୍ତି ପ୍ଲାଷ୍ଟିକ ପାଗଳ । ଯେଉଁଠି ଗୋଟେ ବି ପ୍ଲାଷ୍ଟିକ…

କ୍ୟାପଟେନ୍ କୋହଲିଙ୍କ ଦମଦାର ଅର୍ଦ୍ଧଶତକ । ଦ୍ୱିତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ମାତ୍ ଦେଲା ଟିମ୍…

କନକ ବ୍ୟୁରୋ :ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟି-୨୦ ଶୃଙ୍ଖଳାର ୨ୟ ମୁକାବିଲାକୁ ବାଜି ମାରିଛି ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ବିରୋଧରେ ଏହି ମ୍ୟାଚକୁ ୭ ୱିକେଟରେ ବାଜି ମାରି ନେଇଛି କୋହଲି ଆଣ୍ଡ କୋ । ନିର୍ଦ୍ଧାରିତ ଓଭରର ଗୋଟିଏ…

ଏମିତି ଜଣେ ମଣିଷ… । ଯିଏ ଦୀର୍ଘ ୩୫ ବର୍ଷ ହେବ ଟଙ୍କାକୁ ହାତ ଲଗାଇ ନାହାନ୍ତି, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ଆଜିର ସମୟରେ ଟଙ୍କା ଥିଲେ ସବୁକିଛି ହାସଲ କରାଯାଇ ପାରୁଛି ବୋଲି କୁହାଯାଉଛି। କାରଣ ଛୋଟରୁ ଛୋଟ ଜିନିଷଟିଏ ପାଇଁ ଆମକୁ ଟଙ୍କାର ଆବଶ୍ୟକତା ପଡ଼ିଥାଏ। ସାଧାରଣ ଜୀବନରେ ଟଙ୍କା ମନୁଷ୍ୟର ପ୍ରଥମ ଆବଶ୍ୟକତା ପାଳଟିଛି । ଏହି କ୍ରମରେ ବଡ଼ଓ୍ଵାନି ସନ୍ଧେଓ୍ଵାରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏକି…

ପଟ୍ଟାମୁଣ୍ଡାଇ ପୋଲିସ ନାଁରେ ସାଂଘାତିକ ଅଭିଯୋଗ । ହାଜତରେ ଅଭିଯୁକ୍ତ ସୁଶାନ୍ତଙ୍କୁ ପିଟି ପିଟି ମାରିଦେଇଥିବା ଅଭିଯୋଗ…

କନକ ବ୍ୟୁରୋ : ପଟ୍ଟାମୁଣ୍ଡାଇ ଥାନାରେ ତ୍ରୀବ ଉତ୍ତେଜନା । ହାଜତ ମୃତ୍ୟୁ ଅଭିଯୋଗରେ ପଟ୍ଟାମୁଣ୍ଡାଇ ଥାନା ଘେରାଉ କରିଛନ୍ତି ସ୍ଥାନୀୟ ବାସିନ୍ଦା । ହାଜତ ମଧ୍ୟରେ ଅଭିଯୁକ୍ତଙ୍କୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ଆଣି ଥାନା ଘେରାଉ କରିଛନ୍ତି ଗ୍ରାମବାସୀ । ମିଳିଥିବା ସୂଚନା ମୁତାବକ, ଆଜି…

କିଣା ଖବରର ଗଳାବାଟ ବାହାର କଲେ ବିଜେପି ଶାସିତ ଝାଡ଼ଖଣ୍ଡ ସରକାର । ସରକାରଙ୍କ ପ୍ରଂଶସା କରି ଆର୍ଟିକିଲ ଲେଖିଲେ…

କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ସାମ୍ବାଦିକଙ୍କ ପାଇଁ ଏକ ମନଲୋଭା ଅଫର ଆଣିଛନ୍ତି ଝାରଖଣ୍ଡ ସରକାର । ଏହି ଘୋଷଣା ଅନୁଯାୟୀ ସରକାରଙ୍କ ଯୋଜନା ସମ୍ପର୍କରେ ପ୍ରଶଂସା କରି ଆର୍ଟିକିଲ ଲେଖିଲେ ସାମ୍ବାଦିଙ୍କୁ ପୁରଷ୍କୃତ କରିବେ ସରକାର । ଅନ୍ୟପଟେ ସରକାରଙ୍କ ଏହି…

ସୁବାସଙ୍କୁ ଚୌହାନଙ୍କୁ ନୂଆ ଦାୟିତ୍ୱ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ସୁବାସଙ୍କ ନାଁରେ ମୋହର ମାରିଲେ…

କନକ ବ୍ୟୁରୋ : ସୁବାସ ଚୌହାନଙ୍କୁ ନୂଆ ଦାୟିତ୍ୱ । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ସୁବାସଙ୍କ ନାଁରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ସାଧାରଣ ନିର୍ବାଚନରେ ପଦ୍ମକୁ ପର କରି ଶଙ୍ଖ ଧରିଥିବା ସୁବାସଙ୍କୁ ଏହି ଗୁରୁଦାୟିତ୍ୱ ଦେଇଛନ୍ତି ନବୀନ । ଆଉ ଏହାସହ…