Daily Archives

September 17, 2019

ହେଲମେଟ୍ ନାହିଁ ତଥାବି ଚାଲାଣ କାଟୁନାହାଁନ୍ତି ଟ୍ରାଫିକ ପୋଲିସ । କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ 

ଦେଶର ଅନେକ ରାଜ୍ୟରେ ନୂଆ ମୋଟରଯାନ ନିୟମ ଲାଗୁ ହେବା ପରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଚାଳକଙ୍କ ଉପରେ ମୋଟ ଅଙ୍କର ଚାଲାଣ କଟା ଯାଉଛି। ଏହି କ୍ରମରେ ଗୁଜୁରାଟର ଛୋଟା ଉଦୟପୁରରୁ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ନୂଆ ମୋଟରଯାନ ନିୟମ ଲାଗୁ ହେବା ପରେ ଅଧିକାଂଶ ଚାଳକ…

ତାଳଚେର ସାର କାରଖାନା କାମ ତ୍ୱରାନ୍ୱିତ ପାଇଁ ସ୍ୱାକ୍ଷରିତ ହେଲା ଚୁକ୍ତି । ଧର୍ମେନ୍ଦ୍ର କହିଲେ, ଭାରତର ୟୁରିଆ…

କନକ ବ୍ୟୁରୋ : ତାଳଚେର ସାର କାରଖାନାର କାମ ଆଗକୁ ନେବାକୁ ଏମଏସ ଉହାନ ଇଞ୍ଜିନିୟରିଂ କର୍ପୋରେସନ ସହ ଏକକ ଭାବରେ ପ୍ରକଳ୍ପ ନିର୍ମାଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରସାୟନ ଓ କୃଷି…

ବିଶ୍ୱ ଦେଖୁଛି, ମୋଦିଙ୍କ ପ୍ରଭାବ ବଢୁଛି । ଭାରତର ନିକଟତର ହେଉଛନ୍ତି ବିଶ୍ୱନେତା, ମାଆ ଓ ମାଟିକୁ ଭଲ ପାଉଥିବା…

କନକ ବ୍ୟୁରୋ : ରାମଙ୍କ ଅବତାରରୁ ନେଇ ସୁଟବୁଟ୍ ବାଲା ସରକାର । ଅନ୍ଧ ଭକ୍ତରୁ ଆରମ୍ଭ କରି ଘୋର ବିରୋଧୀ । ଗୁଜରାଟର ଏକ ସାମାନ୍ୟ ପରିବାରରୁ ଆସି ଦେଶର ସର୍ବୋଚ୍ଚ ପଦବୀରେ ପହଂଚିବା ପର୍ଯ୍ୟନ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାବଦରେ ଯେଉଁ ଗୋଟିଏ କଥାକୁ ସମସ୍ତେ ସ୍ୱୀକାର…

ପୋଲିସ କବଜାରେ କୁଖ୍ୟାତ ଡ୍ରଗ୍ସ ମାଫିଆ ସେକ୍ ରାଜା । ଓଡିଶାରୁ ବାଂଲାଦେଶ ପର୍ଯ୍ୟନ୍ତ ଲମ୍ବିଥିଲା ରାଜାର ନିଶା…

କନକ ବ୍ୟୁରୋ : ପୋଲିସ କବଜାରେ କୁଖ୍ୟାତ ଡ୍ରଗ୍ସ ମାଫିଆ ସେକ୍ ରାଜା । ବାଲାଂଦେଶରୁ ବ୍ରାଉନସୁଗାର ବା ଧଳାଜହର ଆଣି ସାରା ରାଜ୍ୟରେ କରୁଥିଲା କାରବାର । ସହଯୋଗୀଙ୍କୁ ପୁଳାପୁଳା ଟଙ୍କା ଦେଇ ନିଶାବେପାରୀଙ୍କ ପାଖରେ ପହଁଚାଉଥିଲା ଡ୍ରଗ୍ସ । ଆଉ ପୋଲିସକୁ ଚକମା ଦେଇ ଏ ସହରରୁ ସେ ସହରକୁ…

ମୋଦିଙ୍କ ମନ୍ତ୍ରୀ ଦେଲେ ବଡ ବୟାନ । ଖୁବଶୀଘ୍ର ପିଓକେକୁ ଭାରତରେ ମିଶାଇବୁ ।

କନକ ବ୍ୟୁରୋ : ପାକ-ଅଧିକୃତ କଶ୍ମୀର ଭାରତର ଅଞ୍ଚଳ । ଭାରତ ଦିନେ ନା ଦିନେ ଏହାକୁ ଅଧିକାର କରିବ । ଏଣିକି ପାକିସ୍ତାନ ସହିତ ଆଲୋଚନା ହେଲେ ତାହା କେବଳ ପାକ-ଅଧିକୃତ କଶ୍ମୀର ଉପରେ ହେବ ବୋଲି କହିଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର । ନୂଆଦିଲ୍ଲୀରେ ମୋଦି ସରକାର-୨ର ୧୦୦…

ନନ୍ଦନକାନନକୁ ଘାରିଛି ହାରପିସ୍ ଭାଇରସର ଆତଙ୍କ । ୨ଟି ହାତୀର ମୃତ୍ୟୁ ପରେ ନନ୍ଦନକାନନରେ ଥିବା ଅନ୍ୟ ୬ଟି ହାତୀକୁ ଅଲଗା…

କନକ ବ୍ୟୁରୋ : ନନ୍ଦନକାନନକୁ ଘାରିଛି ହାରପିସ୍ ଭାଇରସର ଆତଙ୍କ । ମୁଖ୍ୟତଃ ଜଙ୍ଗଲୀ ହାତୀଙ୍କୁ ସଂକ୍ରମିତ ହେଉଥିବା ହାରପିସ୍ ଭାଇରସ ପ୍ରଥମ ଥର ପାଇଁ ନନ୍ଦନକାନନ ଚିଡିଆଖାନାରେ ଏଣ୍ଟ୍ରି ମାରିଥିବା ଆଶଙ୍କା କରାଯାଉଛି । ଆଉ ସଂକ୍ରମଣ ବିପଦକୁ ଏଡାଇବା ପାଇଁ ଚିଡିଆଖାନା କର୍ତୃପକ୍ଷ ୬…