Daily Archives

September 16, 2019

ଶଗଡ ଗାଡି ଉପରେ ବି ଚାଲାଣ କାଟିଲା ପୋଲିସ । ଚାଷୀ କାରଣ ପଚାରିବାରୁ ହଡବଡେଇ ଗଲେ ।

କନକ ବ୍ୟୁରୋ : ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଚାଲାଣ କଟିବାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ୫୦୦ରୁ ଆରମ୍ଭ ହୋଇ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାଲାଣ କଟାଯାଇଥିବାର ଖବର ସାମ୍ନାକୁ ଆସିଛି । କେବଳ ଯେ ବାଇକ୍ ଓ କାର ଚାଳକଙ୍କୁ ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ଫାଇନ୍ କଟାଯାଉଛି ତାହା…

ଛାତ୍ରଛାତ୍ରୀଙ୍କ ଦାବି ଆଗରେ ମୁଣ୍ଡ ନୂଆଁଇଲେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି । କହିଲେ, ୧୦ ଦଫା ଦାବି ନେଇ ଶିଘ୍ର…

କନକ ବ୍ୟୁରୋ : ଦୀର୍ଘଦିନ ଧରି ଶାନ୍ତ ରହିବା ପରେ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଜଳିଛି ଅଶାନ୍ତିର ନିଆଁ । ମୁହାଁମୁହିଁ ହୋଇଛନ୍ତି ପୋଲିସ-ଛାତ୍ରଛାତ୍ରୀ । ୧୦ଦଫା ଦାବି ନେଇ ଆଜି ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କୁଳପତିଙ୍କ ଅଫିସକୁ ଧଶେଇ ପଶିଥିଲେ । ଆଉ ଏତିକି ବେଳେ…

ପଦ ଗଲା ପରେ ବି ଯାଉନି ପୂର୍ବତନ ବିଧାୟକଙ୍କ କ୍ୱାର୍ଟର ପ୍ରୀତି । ୨୬ ବିଧାୟକଙ୍କୁ ବାଚସ୍ପତିଙ୍କ ତାଗିଦ, ତୁରନ୍ତ ଛାଡ଼…

କନକ ବ୍ୟୁରୋ : ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ୍ । ବିଧାୟକ ପଦ ଯାଇଥିଲେ ବି ଘର ଛାଡିନଥିବା ବିଧାୟକଙ୍କୁ ତୁରନ୍ତ କ୍ୱାଟର୍ସ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ଏପରିକି ସରକାରୀ ବାସଭବନ ନ ଛାଡିଲେ ବିଜୁଳି ଓ ପାଣି ସଂଯୋଗ କଟାଯିବ ବୋଲି କହିଛନ୍ତି ବାଚସ୍ପତି ।…

ହସ୍ପିଟାଲ୍ ବେଡରେ ପ୍ରେମିକା, ଦୁବାଇରେ ମଜା କରୁଛି ଧୋକାବାଜ୍ ପ୍ରେମିକ ।

କନକ ବ୍ୟୁରୋ: ହସ୍ପିଟାଲ ବେଡରେ ଲହୁଲୁହାଣ ହୋଇପଡ଼ିଥିବା ଯୁବତୀଙ୍କ ଏହି ଅବସ୍ଥା ପଛରେ ରହିଛି ଏକ ପ୍ରେମ କାହାଣୀ । ଯେଉଁ ପ୍ରେମ କାହାଣୀ ଭଲ ପାଇବାରୁ ଆରମ୍ଭ ହୋଇ, ନିର୍ବନ୍ଧ ହେବା ସହ ମନ୍ଦିରରେ ବିବାହ ପର୍ଯ୍ୟନ୍ତ ଲମ୍ବିଛି । ଯାହାର ପ୍ରମାଣ ହେଉଛି ନିର୍ବନ୍ଧ ବେଳର ଏହି ଫଟୋ ଏବଂ…

ଜମାକାରୀଙ୍କୁ ଆଶ୍ୱାସନା ଦେଲା ସାହାରା : ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି କିଛି ବିତାଡିତ ଏଜେଣ୍ଟ, ସମୟ ଲାଗୁଛି ହେଲେ…

କନକ ବ୍ୟୁରୋ : କେବେ ଟଙ୍କା ଫେରିପାଇବେ ସାହାରା କମ୍ପାନୀରେ ଟଙ୍କା ଜମା କରିଥିବା ଜମାକାରୀ ? ଏନେଇ ଆନ୍ଦୋଳନ ପ୍ରତିବାଦ ଆରମ୍ଭ ହୋଇଥିବା ବେଳେ ସାହାରା କମ୍ପାନୀ ପକ୍ଷରୁ ଆଜି ଆସିଛି ସ୍ପଷ୍ଟୀକରଣ । ଯେଉଁଥିରେ କୁହାଯାଇଛି ସାହାରା-ସେବୀ ଖାତାରେ ଟଙ୍କା ଜମା ରହିଛି । କୋର୍ଟଙ୍କ ପ୍ରତିବନ୍ଧ…

ନିୟମ ଉଲ୍ଲଂଘନ କରି ଜୋରିମାନା ଦେବେ ପୋଲିସବାବୁ : ୨ଜଣଙ୍କୁ ବସାଇ ନେଉଥିଲେ, ଚାଲାଣ କାଟିବାକୁ ପୁଲିସ କମିଶନରଙ୍କ…

କନକ ବ୍ୟୁରୋ : ପୋଲିସଙ୍କୁ ବି ନୂଆ ମୋଟର ଯାନ ଆଇନର ଭୟ । ନିୟମ ଉଲ୍ଲଂଘନ କରି ତଣ୍ଡ ଗଣିବେ ପୋଲିସ୍ ବାବୁ । ନିଜ ଗାଡ଼ିରେ ଦୁଇଜଣଙ୍କୁ ବସାଇ ନେଉଥିଲେ ପୁଲିସ ବାବୁଙ୍କୁ ଏବେ ଫାଇନ ଦେବାକୁ ପଡିବ । ଖୋଦ ଏହି ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିଶନର ଡ଼. ସୁଧାଂଶୁ ଷଡ଼ଙ୍ଗୀ ।  ସୂଚନା ମୁତାବକ…