Daily Archives

September 16, 2019

ଦେହରେ ଥିଲା ଭୀଷଣ ଜ୍ୱର ! ଦୃଢ ଆତ୍ମବିଶ୍ୱାସ ପାଇଁ ଆଇଏଏସ ପରୀକ୍ଷାରେ ସଫଳତା ପାଇଲେ ସୌମ୍ୟା ଶର୍ମା ।

କନକ ବ୍ୟୁରୋ : ଦେହରେ ଭୀଷଣ ତାତି, କିନ୍ତୁ ମନରେ ପ୍ରବଳ ଆତ୍ମବିଶ୍ୱାସ ଯାହାକୁ ନେଇ ପରୀକ୍ଷା ହଲରେ ବସିଥିଲେ ଦିଲ୍ଲୀର ସୌମ୍ୟା ଶର୍ମା । କେବଳ ପରୀକ୍ଷା ହଲରେ ବସିନଥିଲେ ବରଂ ସଫଳତା ମଧ୍ୟ ପାଇଥିଲେ । ୨୦୧୮ ମସିହାରେ ୟୁପିଏସସି ପରୀକ୍ଷାରେ ୯ ରାଙ୍କ ପାଇ ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ…

କ୍ଷେତରେ ବାପାଙ୍କ କଷ୍ଟ ସହିପାରିଲାନି ପୁଅ । ଚାଷରେ ସହାୟତା ପାଇଁ ଉଦ୍ଭାବନ କଲା ସୋଲାର ସ୍ପ୍ରେ ମେସିନ୍ ।

କନକ ବ୍ୟୁରୋ : ବାପା । ଯିଏ ଅନ୍ଧାରର ଅନ୍ଧଗଳିରୁ ଆଲୋକର ରାସ୍ତାକୁ ସନ୍ତାନକୁ ସାଉଁଟିଆଣିଥାନ୍ତି । ନିଜେ ପେଟରେ ଓଦା କନା ଦେଇ ପିଲାଙ୍କ ପେଟ ପୁରା କରିଥାନ୍ତି । ଦୁଃଖ, ଦରିଦ୍ରର ଦଉଡି କାଟି, ଦୁନିଆରେ ନିଜ ପିଲାଙ୍କୁ ପ୍ରତିଷ୍ଠିତ କରାଇଥାନ୍ତି । ଆଉ ବଡ ହୋଇଗଲା ପରେ ବାଟବଣା ହୋଇ ବାପା…

୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

କନକ ବ୍ୟୁରୋ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଘଡଘଡି ସହ ବର୍ଷାର ଆଶଙ୍କା ରହିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସତର୍କ ସୂଚନା ଜାରି କରାଯାଇଛି । ଏହା ସହିତ ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଏହି…

ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଆପଣ ଦ୍ୱନ୍ଦରେ କି ? ଆର୍ଥିକ ପରିଚାଳନା କିପରି କରିବେ ଏବଂ କେଉଁଠି ନିବେଶ କରିବେ, କ’ଣ…

କନକ ବ୍ୟୁରୋ: ଆର୍ଥିକ ମାନ୍ଦାବସ୍ଥା ସଂପର୍କୀତ ରିପୋର୍ଟ ପ୍ରକାଶ ପରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । କର୍ମଚାରୀ ଛଟେଇ, ବିଭିନ୍ନ ସାମଗ୍ରୀର ଚାହିଦା କମିବା ଏବଂ ସେୟାର ମୂଲ୍ୟରେ କ୍ରମାଗତ ହ୍ରାସ ଭଳି ଖବର ଉଭୟ ଗ୍ରାହକ ଓ ନିବେଶକଙ୍କ ମଧ୍ୟରେ ଛନକା ପଶିଛି । ଏଭଳି ସ୍ଥିତିର ମୁକାବିଲା…