ଭୋକିଲାଙ୍କ ଭଗବାନ କାସିମ୍ ଚାଚା: ନିଜେ ଗରିବ ହୋଇ ବି ଗରିବଙ୍କୁ ପେଟପୂରା ଖୁଆଉଛନ୍ତି, ଜାତିଭେଦ ଭୁଲି ଭାଇଚାରା…
କନକ ବ୍ୟୁରୋ: ଭୋକ...ଯାହାର ଭଉଁରୀ ଭିତରେ ଅନେକ ଜୀବନ ଜିଇଁବାକୁ ଛଟପଟ ହେଉଥାଏ । ଠିକ୍ ସେତିକି ବେଳେ ଭୋକିଲା ପେଟର ଭଗବାନ ସାଜି ସାମ୍ନାକୁ ଆସିଛନ୍ତି ଏମିତି ଏକ ବଦାନ୍ୟ ବ୍ୟକ୍ତି ଯାହାଙ୍କୁ ଦେଖିଲେ ଆପଣଙ୍କ ହୃଦୟରେ ତାଙ୍କ ପାଇଁ ଭରିଯିବ ପୁଳା ପୁଳା ପ୍ରେମ ଆଉ ଅଜସ୍ର ସମ୍ମାନ ।
ଏ…