Daily Archives

September 13, 2019

ମିଠା ସହ ଦେଢ ଲକ୍ଷ ଟଙ୍କାର ମଙ୍ଗଳସୂତ୍ର ଖାଇଗଲା ବଳଦ । ୮ ଦିନ ଅପେକ୍ଷା କରିବା ପରେ ବି ଗୋବରରୁ ବାହାରିଲାନି…

ମହାରାଷ୍ଟ୍ର ସମେତ ଦେଶର ଅନେକ ରାଜ୍ୟରେ ପୋଲା ପର୍ବ ପାଳନ କରାଯାଇଥାଏ । ଏହି ପର୍ବରେ ବଳଦମାନଙ୍କୁ ସଜା ଯାଇ ଗାଁ ଗାଁ ବୁଲା ଯାଇଥାଏ ଏବଂ ସେମାନଙ୍କ ପୂଜା କରାଯାଇଥାଏ । ଏହି ପୂଜା ସମୟରେ ଘଟିଥିବା ଏକ ଅଜବ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୂଜା ସମୟରେ ଏକ ବଳଦ ଦେଢ଼ ଲକ୍ଷ ଟଙ୍କାର…

‘ରାଗ’ର ରାଜଜେମା ରୋହିଣୀ: ଦୁନିଆ ଦେଖପାରନ୍ତିନି, ଏବେ ସାରା ଦୁନିଆ ତାଙ୍କ ପ୍ରତିଭା ଦେଖୁଛି

କନକ ବ୍ୟୁରୋ: ରୋହିଣୀ ! ସ୍ୱର, ତାଳ, ଲୟର ଏକ ମନମୁଗ୍ଧ ରାଗିଣୀ । କିଏ କହୁଛି ଓଡିଶାର ରାନୁ ତ ଆଉ କିଏ କହୁଛି ବଲାଙ୍ଗିର ବଣମଲ୍ଲୀ । ସୋସିଆଲ ମିଡିଆରେ ସେନସେସନ ପାଲଟିଥିବା ରୋହିଣୀଙ୍କ ସଙ୍ଗୀତ ସମସ୍ତଙ୍କୁ ସମ୍ମୋହିତ କରୁଛି, ତାଙ୍କ ବାଜା ବଜାଇବାର ଶୈଳୀ ସମସ୍ତଙ୍କୁ ବାନ୍ଧି ରଖୁଛି ।…

ଗାଡି ଚାଲୁଥିଲା, ହଠାତ୍ ଲାଗିଲା ନିଆଁ । ଜୀବନ ବିକଳରେ ଗାଡି ଛାଡି ଦୌଡିଲେ ଚାଳକ

କନକ ବ୍ୟୁରୋ : ୧୬ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ଏକ ଚଳନ୍ତା କାର୍‌ରେ ନିଆଁ ଲାଗିଛି। ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଡାହାଲା ଛକ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ଯାଜପୁର ଜିଲ୍ଲଶର ପାଣିକୋଇଲି ଅଭିମୁଖେ ଯାଉଥିବା କାର୍‌ (ହୋଣ୍ଡା ସିଟି)ରେ ଅଚାନକ୍‌ ନିଆଁ ଲାଗିବା…

ବିଧାୟକଙ୍କୁ ପାଠ ପଢ଼ାଇଲେ ନବୀନ । ସରଳ ଜୀବନଯାପନ, ଲୋକଙ୍କ ସହ ଉତମ ବ୍ୟବହାର ପାଇଁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ।…

କନକ ବ୍ୟୁରୋ : ନବୀନଙ୍କ ପାଠଶାଳା । ଲୋକଙ୍କ ସହ ଯୋଡି ହୋଇ ରହିବାକୁ ବିଧାୟକଙ୍କୁ ଟିପ୍ସ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାୟକଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରି ନବୀନ କହିଛନ୍ତି, ଗଣତନ୍ତ୍ରରେ ଜନତା ହେଉଛନ୍ତି ରିଅଲ ମାଷ୍ଟର । ତେଣୁ ସରଳ ଜୀବନଯାପନ କରିବା…

ଚିଟଫଣ୍ଡ କ୍ଷତ ଶୁଖିନି, ସାମ୍ନାକୁ ଆସିଲା ସାହାରା ଠକେଇର ସାଂଘାତିକ ଅଭିଯୋଗ । ମାଚ୍ୟୁରିଟି ପରେ ବି ଫେରାଉନି ଜମା…

କନକ ବ୍ୟୁରୋ : ଚିଟଫଣ୍ଡ ଠକାମୀର କ୍ଷତ ଶୁଖିନଥିବା ବେଳେ ଏବେ ସାମନାକୁ ଆସିଛି ସାହାରାର ଠକେଇ ଅଭିଯୋଗ । ସାହାରା ଗ୍ରୁପ ଅନୁବନ୍ଧିତ ୩ଟି ସଂସ୍ଥା ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଜମା ନେଇଛି, ହେଲେ ଟଙ୍କା ଫେରାଇବା ନାଁ ନେଉନାହିଁ । ଜମାରାଶିର ମାଚ୍ୟୁରିଟି ପରେ ଟଙ୍କା ଫେରାଇବାକୁ ରାଜି…

କ୍ଷମତାର କେନ୍ଦ୍ରସ୍ଥଳରେ ସମ୍ବଲପୁର ପୁଅ: କେଉଁଠି ପାଠ ପଢୁଥିଲେ ଆଉ କିପରି କଟିଥିଲା ମୋଦୀଙ୍କ ପ୍ରମୁଖ ସଚିବ…

କନକ ବ୍ୟୁରୋ : ପ୍ରମୋଦ କୁମାର ମିଶ୍ର । ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, କେନ୍ଦ୍ର ସରକାରଙ୍କ ଗୃହ ଓ କୃଷି ମନ୍ତ୍ରାଳୟ ଏବଂ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ କାମ କରିବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ । ଆପଣ ଜାଣିଛନ୍ତି କି ପ୍ରମୋଦଙ୍କ…