Daily Archives

September 12, 2019

ଓଡ଼ିଶାବାସୀଙ୍କୁ ହସାଇବାକୁ ଆସୁଛନ୍ତି ଷ୍ଟାଣ୍ଡ ଅପ୍ କମେଡିଆନ ଜିଭେଶୁ ଆଲୁୱାଲିଆ । ୧୪ରେ କଟକ ରାଉଣ୍ଡ ଟେବୁଲ ଆୟୋଜନ…

କନକ ବ୍ୟୁରୋ : କଟକ ରାଉଣ୍ଡ ଟେବୁଲ୍‌ ୧୩୭ ଓ ରାଉଣ୍ଡ ଟେବୁଲ୍‌ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଏବଂ ଫାଲକନ୍‌ ରିଏଲ ଇଷ୍ଟେଟ୍‌ ସହଯୋଗରେ ଏକ ‘କମେଡି ନାଇଟ୍‌’ର ଆୟୋଜନ କରାଯାଉଛି। ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ହାସ୍ୟ ଅଭିନେତା ( ଷ୍ଟାଣ୍ଡ-ଅପ୍ କମେଡିଆନ୍) ଭାବେ ଯଥେଷ୍ଟ ଖ୍ୟାତି ଅର୍ଜନ…

ଏବେ ପିଓକେ ହାସଲ କରିବା ଆମର ଲକ୍ଷ୍ୟ । ମୋଦିଙ୍କ ମନ୍ତ୍ରୀଙ୍କ ବୟାନ ପରେ ସେନାମୁଖ୍ୟ କହିଲେ ଆମେ ପ୍ରସ୍ତୁତ ।

ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ଏବେ ମୋଦି ସରକାରର ନଜର ପିଓକେ ଉପରେ । ପିଓକେକୁ ପୁଣିଥରେ ହାସଲ କରିବା ସହ ଏହାକୁ ଭାରତରେ ସାମିଲ କରିବା ମୋଦି ସରକାରଙ୍କ ସବୁଠୁ ବଡ ଏଜେଣ୍ଡା ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିବା ପରେ ସେନା ମଧ୍ୟ ଆକ୍ସନ ମୋଡକୁ ଆସିଛି । ଯେକୌଣସି…

ଆଇଏଏସଙ୍କ ଅୟସ୍ ପାର୍ଟ-୨ । ସୂଚନା ଆଇନ ବଳରେ ଆସିଲା ସାଂଘାତିକ ତଥ୍ୟ, ଦେବଗଡ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟର…

କନକ ବ୍ୟୁରୋ : ପୁଣି ଥରେ ପଦାକୁ ଆସିଛି ବାବୁଙ୍କ ଅୟସର ପ୍ରମାଣ । ସୁନ୍ଦରଗଡ଼ର ଜିଲ୍ଲାପାଳ ତାଙ୍କର ସରକାରୀ ବାସଭବନର ମରାମତି ଓ ନବୀକରଣରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଚର୍ଚ୍ଚାକୁ ଆସିଥିଲେ । ଏବେ ସାମନାକୁ ଆସିଛି, ଦେବଗଡ଼ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ମରାମତି ଖର୍ଚ୍ଚ ।…

କୋହଲିଙ୍କ ଟ୍ୱିଟ୍ ପରେ… । ଧୋନି କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇପାରନ୍ତି ବୋଲି ଆରମ୍ଭ ହେଲା ଜୋରଦାର…

କନକ ବ୍ୟୁରୋ : କ୍ରିକେଟରୁ ଅବସର ନେଇପାରନ୍ତି ମହେନ୍ଦ୍ର ସିଂ ଧୋନି । ଏନେଇ ସୋସିଆଲ ମିଡିଆରେ ଚାଲିଛି ଜୋରଦାର ଚର୍ଚ୍ଚା । ଏପରିକି ଆଜି ନିଜେ ଧୋନି ଅବସର ନେଇ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆରେ ଧୋନିଙ୍କୁ ନେଇ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ଏକ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା । ରୋହିତଙ୍କ କମବ୍ୟାକ୍, ବାଦ୍ ପଡିଲେ ରାହୁଲ

କନକ ବ୍ୟୁରୋ : ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ୩ ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ୧୫ ଜଣିଆ ଟିମରେ କେ.ଏଲ ରାହୁଲଙ୍କୁ ବାଦ୍ ଦିଆଯାଇଥିବା ବେଳେ ରୋହିତ ଶର୍ମା କମବ୍ୟାକ୍ କରିଛନ୍ତି । ସେହିଭଳି ଯୁବ ତାରକା ଶୁଭମାନ ଗିଲଙ୍କୁ ମଧ୍ୟ ଦଳରେ…

ତାଲା ପକା ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ

କନକ ବ୍ୟୁରୋ: ବାଲେଶ୍ୱର ସ୍କୁଲରେ ତାଲା ପକା ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ । ଘଟଣା ପ୍ରଘଟ ହେବା ପରେ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କଲେ ବିଇଓ । ମଠସାହି ମହାବୀର ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତି ପ୍ରତିମା ମହାପାତ୍ରଙ୍କୁ ନିଲମ୍ବିତ କଲେ ବିଇଓ । ଘଟଣାର ତଦନ୍ତ ପରେ…