ବିଶ୍ୱର ଦାମୀ ଲଡୁ । ୧୭.୬ ଲକ୍ଷ ଟଙ୍କାରେ ବିକ୍ରି ହେଲା ୨୧ କିଲୋ ଓଜନର ଗଣେଶଙ୍କ ପ୍ରସାଦ ଲଡୁ ।
ପ୍ରତିବର୍ଷ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥାଏ । ଏହାର ଆୟୋଜନ କରୁଥିବା ପୂଜା କମିଟିମାନେ ଅନ୍ୟଠାରୁ ନିଜ ଗଣେଶ ପ୍ରତିମାକୁ ଭିନ୍ନ କରିବା ପାଇଁ ଚେଷ୍ଟା କରିବା ସହ ଗଣେଶଙ୍କର ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳିଥାଏ । କିନ୍ତୁ ହାଇଦ୍ରାବାଦ୍ରେ ପ୍ରତି…