Daily Archives

September 11, 2019

ଦେଶର ପାୱାରଫୁଲ୍ ଅଫିସର ପି.କେ ମିଶ୍ର । ଓଡ଼ିଆ ପୁଅ ପ୍ରମୋଦ ମିଶ୍ର ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ । ତାଙ୍କୁ…

କନକ ବ୍ୟୁରୋ: ଦିଲ୍ଲୀ ଦରବାରରେ ଓଡ଼ିଆ ପୁଅଙ୍କ ଦବଦବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅତି ନିକଟତର କୁହାଯାଉଥିବା ଗୁଜୁରାଟ କ୍ୟାଡରର ଆଇଏଏସ୍ ଅଧିକାରୀ, ଡକ୍ଟର ପ୍ରମୋଦ କୁମାର ମିଶ୍ରଙ୍କୁ ମିଳିଛି ନୂଆ ଦାୟିତ୍ୱ । ପ୍ରଧାନମନ୍ତ୍ରୀଙ୍କ ଅତିରକ୍ତ ପ୍ରମୁଖ ସଚିବ ଥିବା ପ୍ରମୋଦ…

ନିୟମ କୋହଳ ହେଲା, କମିବ କି ଜରିମାନା ପରିମାଣ? କେନ୍ଦ୍ରମନ୍ତ୍ରୀ କହିଲେ, ରାଜ୍ୟ ଚାହିଁଲେ କମାଇ ପାରିବେ ଜରିମାନା…

କନକ ବ୍ୟୁରୋ : ଓଡିଶାରେ ଲାଗୁହେବ କି ଗୁଜରାଟ ମଡେଲ । ଗୁଜୁରାଟ ଭଳି ଓଡିଶାରେ କମିବ କି ଜୋରିମାନାର ପରିମାଣ । ଗୁଜୁରାଟରେ ନୂଆ ମୋଟରଯାନ ନିୟମ କୋହଳ ହେବାପରେ ଏଭଳି କିଛି ପ୍ରଶ୍ନ ସାମନାକୁ ଆସିଛି । ଆଉ ଗଣମାଧ୍ୟମ ପ୍ରଶ୍ନର ଉତର ରଖି ପରିବହନ ସଚିବ ଜି. ଶ୍ରନିବାସ କହିଛନ୍ତି, ଅନ୍ୟ ରାଜ୍ୟ…

ରାଜ୍ୟ ସରକାରଙ୍କ ଉପଦେଷ୍ଟା (ଗଣମାଧ୍ୟମ ଓ ଲୋକସମ୍ପର୍କ) ଭାବେ ଦାୟିତ୍ୱ ନେଲେ ମାନସ ମଙ୍ଗରାଜ । କହିଲେ,…

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଉପଦେଷ୍ଟା (ଗଣମାଧ୍ୟମ ଓ ଲୋକସମ୍ପର୍କ) ଭାବେ ଦାୟିତ୍ୱ ଗ୍ରହଣ କଲେ ମାନସ ମଙ୍ଗରାଜ । ବିଜ୍ଞପ୍ତି ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କର ଦାୟିତ୍ୱ ଗ୍ରହଣ ପତ୍ର ପଠାଇବା ପରେ ତୁରନ୍ତ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପଦେଷ୍ଟା ଭାବେ ଦାୟିତ୍ୱ…

ପାଖରେ ଗାଡି କାଗଜପତ୍ର ନଥିଲେ ବି ଚାଲାଣ କଟିଛି କି? ତେବେ ୧୫ ଦିନ ମଧ୍ୟରେ ଗାଡି କାଗଜପତ୍ର ଦାଖଲ କରି ରଦ୍ଦ…

କନକ ବ୍ୟୁରୋ: ନୂଆ ମୋଟର ଭେଇକିଲ୍(ସଂଶୋଧିତ) ଆକ୍ଟ ୨୦୧୯ ଅଧୀନରେ ଅନେକ ଗାଡ଼ି ଚାଳକ ମୋଟା ଅଙ୍କର ଜରିମାନା ଦେଇ ସାରିଛନ୍ତି। କିଏ ଜାଣେ, ଆପଣ ବି କେତେବେଳେ ସେ ସମସ୍ୟାର ସମ୍ମୁଖୀନ ନହେବେ? ମାତ୍ର ଏହି ସମସ୍ୟାରୁ ମୁକୁଳିବା ପାଇଁ ଏକ ସୁବିଧା ବାଟ ରହିଛି। ମାତ୍ର ୧୦୦ ଟଙ୍କା ଜରିମାନା ଦେଇ…

ମାନବିକତା ଦେଖାଇଲେ ସୁନ୍ଦରଗଡ଼ ଏସପି । ଦୁର୍ଘଟଣାରେ ଆହତ ହୋଇ ରାସ୍ତାରେ ଛଟପଟ ହେଉଥିଲେ ସାଇକେଲ ଆରୋହୀ । ହଠାତ୍…

କନକ ବ୍ୟୁରୋ: ପୋଲିସ ଯିଏ ସୁରକ୍ଷା ଓ ସାହଯ୍ୟର ଅନ୍ୟନାମ ପାଲଟି ଥାଏ । ନିଜ ପରିବାର ଅପେକ୍ଷା ସାଧାରଣ ଜନତାଙ୍କୁ ସୁରକ୍ଷା ପାଇଁ ପ୍ରତି ମୁହୂର୍ତ୍ତରେ ଚଟାଣ ଭଳି ଛିଡ଼ା ହୋଇଥାଏ ସେଭଳି ଉଦାହରଣ ସୃଷ୍ଟି କରିଛନ୍ତି ସୁନ୍ଦରଗଡ଼ ଏସପି ସୌମ୍ୟ ମିଶ୍ର । ଆଉ ତାଙ୍କୁ ନେଇ ଏବେ ସୁନ୍ଦରଗଡ଼ରୁ ସୋସିଆଲ…