Daily Archives

September 11, 2019

ମୋତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡା କାଠ । ନିୟମ କୋହଳ ହେଲା, ଭୁବନେଶ୍ୱରବାସୀଙ୍କ ପୁରୁଣା ରୋଗ ବାହାରିଲା ।

କନକ ବ୍ୟୁରୋ : ଆଗାମୀ ୩ ମାସ ପର୍ଯ୍ୟନ୍ତ ଜରିମାନା ଆଦାୟ କୋହଳ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ଟ୍ରାଫିକ ନିୟମକୁ ଖୋଲାଖୋଲି ଚ୍ୟାଲେଞ୍ଜ କରୁଛନ୍ତି ରାଜଧାନୀବାସୀ । ଯେମିତି ନିୟମକୁ ଫୁ କରି ଉଡାଇ ଦେଉଛନ୍ତି ସ୍ମାର୍ଟସିଟିର ସ୍ମାର୍ଟବାସିନ୍ଦା । ସାଧାରଣ ଲୋକ ଯେପରି ହଇରାଣ ନ…

ଜିଓକୁ ଟକ୍କର ଦେବ ଏୟାରଟେଲ୍ । ବଜାରକୁ ଆସିଲା ଏୟାରଟେଲର ଏକ୍ସଟ୍ରିମ୍ ସେବା, ଜାଣନ୍ତୁ କିଭଳି ଉପକୃତ ହେବେ ଗ୍ରାହକ

ଜିଓର ଜିଓଫାଇବରକୁ ଟକ୍କର ଦେବାକୁ ଏୟାରଟେଲ୍ ପକ୍ଷରୁ ଏକ୍ସଟ୍ରିମ୍ ସେବାର ଶୁଭାରମ୍ଭ କରାଯାଇଛି । କଂପାନି ଏକ୍ସଟ୍ରିମ୍ ଷ୍ଟିକ୍ ଓ ଏକ୍ସଟ୍ରିମ୍ ସେଟ୍-ଟପ୍ ବକ୍ସ ଆଣିଛି। ଏୟାରଟେଲ୍ ଏକ୍ସଟ୍ରିମରେ ଉପଭୋକ୍ତା ୧ ଜିବିପିଏସର ଇଣ୍ଟରନେଟ ପାଇପାରିବେ ଜ୍ଝ ଏୟାରଟେଲର ଉଭୟ ଷ୍ଟିକ୍ ଓ ସେଟ୍-ଟପ୍…

ସୋସିଆଲ ମିଡ଼ିଆରେ ସଚେତନତା । ବଲିଉଡ୍ ଫିଲ୍ମର ଚର୍ଚ୍ଚିତ ଡାଏଲଗରେ ଗାଡ଼ି ଚାଳକଙ୍କୁ ନୂଆ ଟ୍ରାଫିକ୍ ନିୟମ ନେଇ ସଚେତନ…

କନକ ବ୍ୟୁରୋ: ନୂଆ ଟ୍ରାଫିକ୍ ନିୟମ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଡ଼ି ଚାଳକଙ୍କ ପାଇଁ ୩ ମାସ କୋହଳ କରିବା ପରେ ସଚେତନ କରାଉଛି ପୋଲିସ । କେତେବେଳେ ଗୋଲାପ ଫୁଲ ତ ଆଉ କେତେବେଳେ ଚକଲେଟ୍ ଦେଇ ଗାଡ଼ି ଚାଳକଙ୍କୁ ସଚେତନ କରାଇବାରେ ଉଦ୍ୟମ ଚଳାଇଛନ୍ତି ପୋଲିସ । ତେବେ ଏହାରି ମଧ୍ୟରେ…

ସିଦ୍ଧାନ୍ତର ସଂକଳ୍ପ: ମୁଁ ମୋ ଗାଁ ପିଲାଙ୍କୁ ପାଠ ପଢାଇବି, ଶିକ୍ଷିତ କରାଇବି

କନକ ବ୍ୟୁରୋ: ଦୂର ଦିଗବଳୟରୁ ସୁନ୍ଦର ଦିଶୁଛି ସବୁଜିମାର ପାହାଡ । ଆଉ ପ୍ରକୃତି ଛାତିରେ ଛିଡା ହୋଇଥିବା ଏ ପାହାଡର ସୌନ୍ଦର୍ଯ୍ୟକୁ ଢାଙ୍କି ଦେଇଛି ଆକାଶର ବାଦଲ । ଠିକ୍ ସେମିତି ପାହାଡ ପାଖରେ ଥିବା ଏଇ ପବଲା ଗାଁକୁ ଦୀର୍ଘ ଶହେ ବର୍ଷ ହେବ ଢାଙ୍କି ଦେଇଥିଲା ଅଶିକ୍ଷାର ଓଦା ବାଦଲ । ଦଶ…

ବେକେ ପାଣିରେ ବିନୋଦିନୀ : ନଦୀ ପାର ହେଲେ ପିଲା ପଢନ୍ତି ପାଠ, ଦିନେ କି ଦୁଇଦିନ ନୁହେଁ ୧୧ ବର୍ଷ ହେଲା ଏମିତି ଚାଲିଛି…

କନକ ବ୍ୟୁରୋ : ଢେଙ୍କାନାଳର ସାପୁଆ ନଈରେ ପାର ହୋଇ ସ୍କୁଲ ଯାଉଥିବା ଏହି ସାହସୀ ଶିକ୍ଷୟତ୍ରୀଙ୍କ ଦୃଶ୍ୟ ଆପଣଙ୍କୁ ବଲିଉଡ ଫିଲ୍ମ ନିଉଟନର କଥା ମନେପକାଇ ଦେବ । ଯେଉଁଠି ଜଣେ ସରକାରୀ ଅଧିକାରୀ କିଭଳି ନିଜ ଜୀବନକୁ ବାଜିରେ ଲଗାଇ ଆଦିବାସୀ ଅଧୁଷିତ ଅଞ୍ଚଳରେ ମତଦାନ କରାଇଥିଲେ ତାହା ଦେଖିବାକୁ…

ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରଯାନ-୨ର ଅବତରଣ ନେଇ ଆସିଲା ନୂଆ ତଥ୍ୟ । ୨.୧ କିଲୋମିଟର ନୁହେଁ ମାତ୍ର ୩୩୫ ମିଟର ଉଚ୍ଚତାରୁ…

କନକ ବ୍ୟୁରୋ : ମିଶନ ଚନ୍ଦ୍ରଯାନ-୨ରେ ଲ୍ୟାଣ୍ଡର ବିକ୍ରମ ସହିତ କେଉଁଠି କଟିଗଲା ସଂପର୍କ , ଏହାକୁ ନେଇ ସାମ୍ନାକୁ ଆସିଛି ନୂଆ ତଥ୍ୟ । ଲ୍ୟାଣ୍ଡର ବିକ୍ରମର ସଫ୍ଟ ଲ୍ୟାଣ୍ଡିଂ ବେଳର ମିଶନ ଅପରେସନ୍ କମ୍ପଲେକ୍ସ ଗ୍ରାଫକୁ ବିଚାରକୁ ନିଆଯାଇଛି । ୭ ସେପ୍ଟେମ୍ୱରରେ ଇସ୍ରୋର ମିଶନ ଅପରେସନ୍…