ଆପୋଲୋ ହସ୍ପିଟାଲ କିଡନୀ ଚୋରି ପ୍ରସଙ୍ଗରେ ନୂଆ ମୋଡ: କିଡନୀ ଚୋରି ହୋଇଥିବା ଲୋକର ପୁରୁଣା ଭିଡିଓ ଜାରି କଲେ ଜଣେ…
କନକ ବ୍ୟୁରୋ: କିଡନୀ ପ୍ରତିରୋପଣ ଘଟଣାରେ ଆପୋଲୋର ପଂଜୀକରଣ ବାତିଲ ପାଇଁ ଜାତୀୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେବା ପରେ ପିଡିତ ବ୍ୟକ୍ତିଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁ ଭିଡିଓରେ ପିଡିତ କହୁଛନ୍ତି, ସେ ସ୍ୱଇଚ୍ଛାରେ କିଡନୀ ଦେଉଛନ୍ତି । ତେବେ ଭିଡିଓରେ ନିଜର ପରିଚୟ…