Daily Archives

September 10, 2019

ଟ୍ରକ୍ ମାଲିକଙ୍କୁ ଲାଗିଲା ଟ୍ରାଫିକ୍ ଚାବୁକ୍ । ଆଇନ ଉଲଙ୍ଘନ କଲେ, ଗଣିଲେ ୧ଲକ୍ଷ ୪୧ ହଜାର ୭ଶହ ଟଙ୍କା

ନୂଆ ମୋଟର ଜାନ ନିୟମ ଲାଗୁ ହେବା ପରେ ସତେ ଯେମିତି ଗାଡି ଚାଳକଙ୍କ ଉପରେ ଚଡକ ପଡିଛି । କେଉଁଠି ଅଟୋ ଚାଳକ ୫୨ ହଜାରର ଚାଲାଣ କାଟିଲେଣି ତ ଆଉ କେଉଁଠି ବାଇକ ଚାଳକ ହଜାର ହଜାର ଟଙ୍କା ଗଣିଲେଣି । ଆଉ ଟ୍ରକ ଚାଳକଙ୍କ କଥା ନକହିଲେ ଭଲ । ଓଭର ଲୋଡିଂ ଏବଂ ଅନ୍ୟାନ୍ୟ ଆଇନ ଉଲଙ୍ଘନ କରି…

ଉତ୍ତର ପ୍ରଦେଶର ଟ୍ରାଫିକ ପୋଲିସର ଅଜବ ନିୟମ । ହାଫ୍ ପ୍ୟାଣ୍ଟ କିମ୍ବା ଲୁଙ୍ଗି ପିନ୍ଧି ଗାଡି ଚଳାଇଲେ ଦେବାକୁ ପଡିବ…

ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ଜରିମାନା ବାବଦକୁ ମାତ୍ରାଧିକ ଟଙ୍କା ଆଦାୟକୁ ନେଇ ପୂରା ଦେଶରେ ବିରୋଧର ସ୍ୱର ତେଜିଛି । ଆଉ ଏସବୁ ଭିତରେ ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଆସିଛି ଟ୍ରାଫିକ ନିୟମ ଉଲ୍ଲଂଘନର ଅଜବ ଚିତ୍ର । ଏଠାରେ ହାଫ୍ ପ୍ୟାଣ୍ଟ କିମ୍ବା ଲୁଙ୍ଗି ପିନ୍ଧି ଗାଡି ଚଳାଇଲେ ୪ ଗୁଣା…

ସାହସ ଦେଖାଇ ଜୀବନ ବଞ୍ଚାଇଥିଲେ, ମୁଖ୍ୟମନ୍ତ୍ରୀ ସମ୍ମାନିତ କଲେ । ଯାଜପୁର ସାହସୀ ଛାତ୍ରଙ୍କୁ ନେଇ ସବୁଠି ଚର୍ଚ୍ଚା

କନକ ବ୍ୟୁରୋ: ସାହସ ଦେଖାଇଲେ ସମ୍ମାନିତ ହେଲେ । ପୋଖରୀରେ ବୁଡିଯାଉଥିବା ଶିଶୁକୁ ଉଦ୍ଧାର କରି ପୁରସ୍କାର ପାଇଲେ ଯାଜପୁରର ୨ ଛାତ୍ର । ଅଷ୍ଟମ ଶ୍ରେଣୀରେ ପଢୁଥିବା ଦୁଇ ଛାତ୍ରଙ୍କ ଏଭଳି ସାହସିକତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସାବାସୀ ଦେବା ସହ ସମ୍ମାନିତ କରିଛନ୍ତି ।…

ରାଜ୍ୟର ସବୁ ଆରଟିଓଙ୍କ ସହିତ ସଚିବଙ୍କ ବୈଠକ ଶେଷ । ୩ ମାସ ପାଇଁ ଜରିମାନା ଆଦାୟ କୋହଳ ହେବ, କିନ୍ତୁ ବେପରୁଆ ଗାଡି…

କନକ ବ୍ୟୁରୋ : ୩ ମାସ ପାଇଁ କୋହଳ ହେବ ଗାଡ଼ିର କାଗଜପତ୍ର ଯାଂଚ । ରାଜ୍ୟର ସବୁ ଆରଟିଓଙ୍କ ସହିତ ବିଭାଗୀୟ ସଚିବ ଆଲୋଚନା କରିବା ପରେ ନିଆଯାଇଛି ଏଭଳି ଏକ ନିଷ୍ପତି । ହେଲେ ହେଲମେଟ୍, ସିଟବେଲ୍ଟ, ମୋବାଇଲ, ଟ୍ରିପଲ ରାଇଡିଂ ଏବଂ ମଦୁଆ ଡ୍ରାଇଭରଙ୍କ ଉପରେ ରହିବ ଟ୍ରାଫିକ୍ ପୁଲିସର କଡ଼ା ନଜର ।…

ଯୋଗୀ ଆଦିତ୍ୟନାଥଙ୍କୁ ଅଡୁଆ ହେବେ ବାବା । ହାଇପ୍ରୋଫାଇଲ୍ ନେତା ସ୍ୱାମୀ ଚିନ୍ମୟାନନ୍ଦଙ୍କ ନାଁରେ ଆଇନ ଛାତ୍ରୀ ଆଣିଲେ…

କନକ ବ୍ୟୁରୋ: ବିଜେପିକୁ ଅଡୁଆ ହେବେ ସ୍ୱାମୀ ଚିନ୍ମୟାନନ୍ଦ । ଉତରପ୍ରଦେଶର ଏହି ଗେରୁଆ ସନ୍ଥ ତଥା ରାଜନେତାଙ୍କ ନାଁରେ ଆସିଛି ଦୁଷ୍କର୍ମ ମାମଲା । ସ୍ୱାମୀ ସୁଖଦେବାନନ୍ଦ ଲ କଲେଜର ଜଣେ ଛାତ୍ରୀ ଆଣିଛନ୍ତି ଏହି ସଙ୍ଗୀନ ଅଭିଯୋଗ । ଏହାର ସବୁ ପ୍ରମାଣ ବି ଅଛି ତା,ଙ୍କ ପାଖରେ । ଉତ୍ତରପ୍ରଦେଶର…