Daily Archives

September 9, 2019

ସତର୍କ କଲା ଇସ୍ରୋ । ସୋସିଆଲ ମିଡିଆରେ ନାହାନ୍ତି ରକେଟ ମ୍ୟାନ୍ କେ. ଶିବନ । ନକଲି ଆକାଉଣ୍ଟରୁ ଜାରି କରାଯାଉଛି ତଥ୍ୟ

ଗତ ଏକ ସପ୍ତାହ ମଧ୍ୟରେ ଚର୍ଚ୍ଚାର ଶୀର୍ଷରେ ରହିଛନ୍ତି ଭାରତୀୟ ଅନ୍ତରୀକ୍ଷ ଗବେଷଣା ପ୍ରତିଷ୍ଠାନର ମୁଖ୍ୟ କେ.ଶିବନ । ଚନ୍ଦ୍ରଯାନ-୨କୁ ନେଇ ସେ ଅଧିକ ଲୋକପ୍ରିୟ ହୋଇଥିବା ବେଳେ ଏବେ ତାଙ୍କ ନାଁକୁ ନେଇ ସୋସିଆଲ ମିଡିଆରେ ଏକାଧିକ ନକଲି ଆକାଉଣ୍ଟ ତିଆରି ହୋଇଥିବା ଜଣାପଡ଼ିଛି, ଯାହା ଜରିଆରେ…

ଆପୋଲୋ ହସ୍ପିଟାଲ ନାଁରେ ସାଂଘାତିକ ଅଭିଯୋଗ । ପଞ୍ଜିକରଣ ବାତିଲ କରିବାକୁ ନିର୍ଦ୍ଦେଶ ଦେଲେ ଜାତୀୟ ମାନବଧିକାର କମିଶନ,…

କନକ ବ୍ୟୁରୋ : ବେଆଇନ ଭାବେ ଅଙ୍ଗ ପ୍ରତିରୋପଣ କରି ବିବାଦ ଘେରକୁ ଆସିଯାଇଛି ଆପୋଲୋ ହସ୍ପିଟାଲ । ଏମିତିକି ଆପୋଲୋ ହସ୍ପିଟାଲର ପଞ୍ଜିକରଣ ବାତିଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ । କେବଳ ଆପୋଲୋ ହସ୍ପିଟାଲ ନୁହେଁ ରାଜ୍ୟ ସରକାରଙ୍କ ଡିଏମଇଟିର ଭୂମିକାକୁ ନେଇ ବି…

ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ୧ ଲକ୍ଷ ୧୬ ହଜାର ଟଙ୍କାର କଟିଲା ଚାଲାଣ । ମାଲିକ ଠାରୁ ଟଙ୍କା ଆଣି ଫେରାର ହୋଇଗଲା…

ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଏବେ ଗାଡି ବାହାର କରିବା ପୂର୍ବରୁ ବାରମ୍ବାର ଭାବିବାକୁ ପଡୁଛି । କାରଣ ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ହଜାର ହଜାର ଟଙ୍କାର ଚାଲାଣ କଟାଯାଉଥିବାର ଖବର ଦେଶର ବିଭିନ୍ନ ରାଜ୍ୟରୁ ସାମ୍ନାକୁ ଆସୁଛି । କେଉଁଠି ଜରିମାନା ନ ଦେବା ପାଇଁ ଗାଡି ଚାଳକ ଗାଡି ଜାଳି…

ଇସ୍କନ ପାଳିବନି ଅଦିନିଆ ରଥଯାତ୍ରା । ପୁରୀ ରଥଯାତ୍ରା ତିଥି ଅନୁସାରେ ପାଳନ ହେବ ରଥଯାତ୍ରା, ଓଡ଼ିଆ ଭକ୍ତଙ୍କ ଭାବନାକୁ…

କନକ ବ୍ୟୁରୋ : ଇସ୍କନ ପାଳିବନି ଅଦିନିଆ ରଥଯାତ୍ରା । ପ୍ରବଳ ବିରୋଧ ପରେ ଚେତିଲା ଲୁଧିଆନା ଇସ୍କନ । ଆସନ୍ତା ନଭେମ୍ବରରେ ଲୁଧିଆନରେ ହେବାକୁ ଥିବା ରଥଯାତ୍ରା ପାଳନରୁ ଓହରିଲା ଇସ୍କନ । ଇସ୍କନ ଲୁଧିଆନା ଶାଖାର ସଭାପତି ଏନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି । ଜଗନ୍ନାଥ ପ୍ରେମୀଙ୍କ…

ପୁଲିସ୍ ଉପରେ ପବ୍ଲିକ୍ ନଜର । ନିୟମ ଲାଗୁ ହେବାର ୮ ଦିନ ବିତିନି, ଜରିମାନା କୋହଳ କରିବାକୁ ସରକାର ନେଲେ ନିଷ୍ପତି ।…

କନକ ବ୍ୟୁରୋ : ଜରିମାନା କୋହଳ ନେଇ ନିଷ୍ପତି ଆସିବା ପରେ ଆପଣମାନେ ଏବେ ଆଶ୍ୱସ୍ତ ଥିବେ । ହୁଏତ, ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଜନତାଙ୍କୁ ସୁହାଇଲା ଭଳି ନିଷ୍ପତି ଅଚାନକ୍ ପୁଣି ନିଆଗଲା କେମିତି? ତେବେ ଏହି ୮ଦିନ ଭିତରେ ଏମିତିି କିଛି ଘଟଣା ଘଟିଛି, ଯାହା ସରକାରଙ୍କୁ ଏଦିଗରେ ପୁର୍ନବିଚାର…