Daily Archives

September 8, 2019

ସନ୍ଦେହ ଦୂର କଲେ ସିପି ! ଜବାବ ମାଗିଥିଲେ ଜନତା, ପୋଲିସ ଗାଡ଼ିର ପୂରା ତଥ୍ୟ ଦେଲେ ପୋଲିସ କମିଶନର ।

କନକ ବ୍ୟୁରୋ: ନୂଆ ଟ୍ରାଫିକ୍ ନିୟମ ପରେ ଟ୍ୱିନସିଟିରେ ଚାଲୁଥିବା ପୋଲିସ୍ ଗାଡ଼ିର କାଗଜପତ୍ର ଠିକ୍ ଅଛି ତ ? ଜନତାଙ୍କ ମଧ୍ୟରେ ଏଭଳି ପ୍ରଶ୍ନ ବାରମ୍ବାର ଉଠୁଥିବାବେଳେ ଏହାର ସ୍ପଷ୍ଟୀକରଣ ରଖିଛନ୍ତି ଟ୍ୱିନସିଟି କମିଶନର ସୁଧାଂଶ ଷଡ଼ଙ୍ଗୀ । ତେବେ କମିଶନରଙ୍କ ସୂଚନା ମୁତାବକ ଭୁବନେଶ୍ୱର-କଟକ…

ଟେନସନ୍ ଦେଉଛି ନୂଆ ଟ୍ରାଫିକ୍ ନିୟମ । କଡ଼ାକଡ଼ି ଚାଲିଛି ଚେକିଂ, ବାର ଆସୋସିଏସନ ସଭାପତି କହିଲେ ମଦ ବେପାରରେ ମାଡ଼ିଗଲାଣି…

କନକ ବ୍ୟୁରୋ: ମଦ ବେପାରରେ ମରୁଡ଼ି । ନୂଆ ମୋଟର ଯାନ ନିୟମ ପରେ ଗଭୀର ଭାବେ ପ୍ରଭାବିତ ହୋଇଛି ମଦ ବେପାର । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ବାର ଆସୋସିଏସନ ସଭାପତି ସତ୍ୟ ମହାନ୍ତି । ସେ କହିଛନ୍ତି, ନୂଆ ନିୟମ ଆସିବା ପରେ ୮୦ ପ୍ରତିଶତ ବେପାର କମିଛି । ଏବେ ବାରକୁ ଆଗଭଳି ଆଉ…

ଜୀବନ ବଡ, ଜରିମାନା ନୁହେଁ । ଟ୍ରାଫିକ ନିୟମର ଧଜିଆ ଉଡାଉଥିବା ବଡ ବଡିଆଙ୍କ ପାଇଁ ଉଦାହରଣ ସାଜିଲା କୁନି ଝିଅ ।

କନକ ବ୍ୟୁରୋ : ଟ୍ରାଫିକ ଧରପଗଡ଼ ନେଇ ଏବେ ସବୁଠି ଚର୍ଚ୍ଚା। କେଉଁଠି କିଏ ବିନା ହେଲମେଟରେ ଗାଡି ଚଳାଇ ହଜାରେ ଗଣିଲାଣି ତ ଆଉ କିଏ ନିୟମ ନମାନି ଜରିମାନା ଦେଲାଣି। ନୂଆ ନିୟମକୁ କିଛି ଲୋକ ସ୍ୱାଗତ କରୁଥିବା ବେଳେ କିଛି ଏହାକୁ ବିରୋଧ କରୁଛନ୍ତି। ଏପରିକି ଗତକାଲି ଏହି ଘଟଣାକୁ ନେଇ ରାଜଭବନ…

ତେଲେଙ୍ଗାନା ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ବିଜେପି ସଭାପତି ଡକ୍ଟର ତାମିଲିସାଇ ସୌନ୍ଦରରାଜନ !

ରବିବାର ସକାଳେ ତାମିଲନାଡୁର ବିଜେପି ସଭାପତି ଡକ୍ଟର ତାମିଲିସାଇ ସୌନ୍ଦରରାଜନ ତେଲେଙ୍ଗାନାର ଦ୍ୱିତୀୟ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ରାଘବେନ୍ଦ୍ର ସିଂହ ଚୌହାନ ରାଜଭବନରେ ଆୟୋଜିତ ସଂକ୍ଷିପ୍ତ ଉତ୍ସବରେ ତାମିଲିସାଇଙ୍କୁ ପଦ ଓ ଗୋପନୀୟତାର…

ପାଦରେ ନଥିଲା ଚପଲ , ପାଖରେ ନଥିଲା ଟଙ୍କା ! ଆମ୍ବ ବିକ୍ରି କରି ପାଠ ପଢିଥିଲେ ଇସ୍ରୋ ମୁଖିଆ, ଏବେ ଜଗତ କରୁଛି ସଲାମ୍

ମିଶନ୍ ଚନ୍ଦ୍ରଯାନ-୨ ଚନ୍ଦ୍ରରେ ଲ୍ୟାଣ୍ଡ ହେବା ପୂର୍ବରୁ ବିକ୍ରମ ଲ୍ୟାଣ୍ଡର୍ ସହ ଇସ୍ରୋର ସଂପର୍କ କଟିଯାଇଥିଲା । ଏହାସତ୍ତେ୍ୱ ଭାରତ ଚନ୍ଦ୍ରରେ ଦକ୍ଷିଣ ଧ୍ରୁବ ପାଖରେ ପହଁଚି ଇତିହାସ ରଚିଥିଲା । କିନ୍ତୁ ଏହି ସମୟରେ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଲିଙ୍ଗନ କରି…

ଇସ୍ରୋରୁ ଆସିଲା ଖୁସି ଖବର । ଲ୍ୟାଣ୍ଡର ‘ବିକ୍ରମ’ର ମିଳିଲା ପତ୍ତା । ଅର୍ବିଟରରୁ ମିଳିଥିବା ଫଟୋରୁ ଜଣାପଡିଲା…

କନକ ବ୍ୟୁରୋ : ଚନ୍ଦ୍ରଯାନ ୨ ମିଶନରେ ନିଖୋଜ ଲ୍ୟାଣ୍ଡର ବିକ୍ରମର ମିଳିଲା ପତା । ଚନ୍ଦ୍ର ଚାରିପଟେ ଘୁରି ବୁଲୁଥିବା ଅର୍ବିଟର ଏହାର ଫଟୋ ନେଇଛି । ଅର୍ବିଟରରୁ ଇସ୍ରୋକୁ ଫଟୋ ମିଳିବା ପରେ ଲ୍ୟାଣ୍ଡର ବିକ୍ରମ ନେଇ ତଥ୍ୟ ଦେଇଛି ଇସ୍ରୋ । ଏବେ ଅର୍ବିଟର ଚନ୍ଦ୍ର ପୃଷ୍ଠରୁ ମାତ୍ର ୧୦୦ କିଲୋମିଟର…