Daily Archives

September 8, 2019

୧୮ ଟଙ୍କା ମାଗି ୧୧,୫୧୮ ଟଙ୍କା ଜରିମାନା ଦେଲା ବିଗ୍ ବଜାର । ହେଲେ କାହିଁକି, ଜାଣନ୍ତୁ ପୂରା ଘଟଣା ।

କନକ ବ୍ୟୁରୋ : ଚଣ୍ଡିଗଡ ଉପଭୋକ୍ତା ମଞ୍ଚ ପକ୍ଷରୁ ଫ୍ୟୁଚର ଗ୍ରୁପର ‘ ବିଗ ବଜାର’କୁ ୧୧,୫୧୮ ଟଙ୍କା ଜରିମାନା କରାଯାଇଛି । ଜଣେ ଗ୍ରାହକଙ୍କୁ ସାମଗ୍ରୀ ପୂରାଇ ନେବାକୁ ଏକ ବ୍ୟାଗ୍ ପାଇଁ ୧୮ ଟଙ୍କା ଦାବି କରିବା ନେଇ କମ୍ପାନି ନାଁରେ ଅଭିଯୋଗ ହୋଇଥିଲା । ଏହି ମାମଲାର ତଦନ୍ତ କରି ଉପଭୋକ୍ତା…

ଅମାନିଆ ହେଲେ ଅତିରିକ୍ତ ଆରଟିଓ । ସିଟ ବେଲ୍ଟ ପିନ୍ଧିଲେନି, କହିଲେ ଫଟୋ ଉଠାଇବ ଉଠାଅ… ।

କନକ ବ୍ୟୁରୋ : ଅମାନିଆ ହେଲେ ଅତିରିକ୍ତ ଆରଟିଓ । ଟ୍ରାଫିକ ନିୟମ ଉଲଙ୍ଘନ କଲେ ମୋଟା ଅଙ୍କର ଜରିମାନା ଆଦାୟ ଚାଲିଛି । ହେଲେ ଠିକ ଏତିକି ବେଳେ ଗଞ୍ଜାମରେ ହଟହଟା ହୋଇଛନ୍ତି ଅତିରିକ୍ତ ଆରଟିଓ । ଛତ୍ରପୁର ଆଂଚଳିକ ପରିବହନ କାର୍ଯ୍ୟାଳୟର ଅତିରିକ୍ତ ଆରଟିଓ ବିନା ସିଟ ବେଲ୍ଟରେ ଗାଡିରେ…

ବାଲେଶ୍ୱରର ବୁଢାବଳଙ୍ଗ ନଦୀରେ ବୁଡିଲା ଡଙ୍ଗା । ୨୫ରୁ ଅଧିକ ଯାତ୍ରୀ ଥିବା ସୂଚନା, ଅନ୍ଧାର ଯୋଗୁଁ ଉଦ୍ଧାରକାର୍ଯ୍ୟ…

କନକ ବ୍ୟୁରୋ : ବୁଢାବଳଙ୍ଗ ନଦୀରେ ବୁଡିଲା ଡଙ୍ଗା । ରେମୁଣା ନିକଟ ନିଜାମପୁର ହଳଦିଆ ଘାଟରେ ବୁଡିଲା ଡଙ୍ଗା । ଯାତ୍ରୀବାହୀ ଡଙ୍ଗାରେ ୨୫ ଜଣରୁ ଅଧିକ ଯାତ୍ରୀ ଥିବା ସୂଚନା ମିଳିଛି । ବିପଦପୂର୍ଣ୍ଣ ଯାତ୍ରା କାରଣରୁ ଭାରସାମ୍ୟ ହରାଇ ଡଙ୍ଗାଟି ମଝି ନଈରେ ବୁଡି ଯାଇଥିବା ସୂଚନା । ଡଙ୍ଗାରେ…

ଭାରତର ମାନବ ମହାକାଶ ଯାତ୍ରା ମିସନ୍ । ଗଗନଯାନରେ ସାମିଲ ହୋଇପାରନ୍ତି ବଲାଙ୍ଗୀର ପୁଅ, ପ୍ରଥମ ପର୍ଯ୍ୟାୟ ମହାକାଶଚାରୀ…

କନକ ବ୍ୟୁରୋ :ଆଗାମୀ ୨୦୨୨ରେ ମିଶନ ଗଗନଯାନ ଜରିଆରେ ମହାକାଶକୁ ନିଜସ୍ୱ ଯାନରେ ମଣିଷ ପଠାଇବ ଭାରତ । ଏଥିପାଇଁ ଭାରତୀୟ ବାୟୁସେନା ପକ୍ଷରୁ ପ୍ରଥମ ପର୍ଯ୍ୟାୟ ମହାକାଶଚାରୀ ଚୟନ ପ୍ରକ୍ରିୟା ଶେଷ ହୋଇଛି । ଆଉ ଏହାସହ ଓଡ଼ିଶା ପାଇଁ ମଧ୍ୟ ଏକ ଖୁସିଖବର ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀଙ୍କ ଏହି…

ନିରାଶା ଭିତରେ ଆସିଲା ଆଶାର ଝଲକ ! ଚନ୍ଦ୍ରପୃଷ୍ଠରେ ମିଳିଲା ଲ୍ୟାଣ୍ଡର ବିକ୍ରମର ଠିକଣା, ଅର୍ବିଟର ପଠାଇଲା ଥର୍ମାଲ ଫଟୋ…

କନକ ବ୍ୟୁରୋ : ନିରାଶା ଭିତରେ ଆଜି ଆଶାର ଏକ ଝଲକ ଦେଖାଦେଇଛି । ଚନ୍ଦ୍ରରେ ମିଳିଛି ଲ୍ୟାଣ୍ଡର ବିକ୍ରମର ଠିକଣା । ଚନ୍ଦ୍ର ଚାରିପଟେ ପ୍ରଦିକ୍ଷଣ କରୁଥିବା ଅରବିଟର ଲ୍ୟାଣ୍ଡର ବିକ୍ରମର ଥର୍ମାଲ ଫଟୋ ପଠାଇଛି । ଏହି ଫଟୋ ପାଇବା ପରେ ବିକ୍ରମ ସହ ଯୋଗାଯୋଗ ସ୍ଥାପନ ପାଇଁ ଚେଷ୍ଟା କରୁଛନ୍ତି…