Daily Archives
September 7, 2019
ଚନ୍ଦ୍ରାୟନ-୨ ପଛର ରିୟଲ ହିରୋ, ଯିଏ ପିଲାଦିନୁ କେବେ ବି ଟ୍ୟୁସନ୍ ଯାଇନାହାନ୍ତି । ଜାଣନ୍ତୁ…ରକେଟ୍ ମ୍ୟାନଙ୍କ…
କନକ ବ୍ୟୁରୋ: ଭାରତର ମିଶନ୍ ମୁନ୍ ବା ଚନ୍ଦ୍ରାୟନ-୨ ଯାହା ଉପରେ ସାରା ବିଶ୍ୱ ରଖିଥିଲା ନଜର, ଯେଉଁ ଦକ୍ଷିଣ ମେରୁ ଦେଇ ବିଶ୍ୱର ଶକ୍ତିଶାଳୀ ଦେଶ ଚନ୍ଦ୍ରରେ ପାଦ ଦେବାକୁ ସାହସ କରିନଥିଲେ, ପ୍ରଥମଥର ପାଇଁ ତାହାର ଅତି ନିକଟରୁ ପହଁଚି ଇତିହାସ ରଚିଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ…
ଫୁଲୁଛି ବୈତରଣୀ । ବିପଦ ସଙ୍କେତ ଉପରେ ବନ୍ୟାଜଳ, ଆତଙ୍କିତ ଅବସ୍ଥାରେ ତଳି ଅଞ୍ଚଳର ଲୋକେ
କନକ ବ୍ୟୁରୋ: ଭଦ୍ରକ ଜିଲ୍ଲାର ଆଖୁଆପଦା ଆନିକଟ ନିକଟରେ ଶନିବାର ବୈତରଣୀ ନଦୀର ଜଳସ୍ତର ବିପେଦ ସଙ୍କେତ ୧୭.୮୩ ଉପରେ ପ୍ରବାହିତ ହେଉଛି। ଆଜି ଦିନ ତମାମ ଜଳସ୍ତର ବୃଦ୍ଧି ପାଇ ଅପରାହ୍ନ ସାଢେ ୩ଟା ବେଳେ ଏହାର ଜଳସ୍ତର ବିପଦ ସଙ୍କେତ ଉପରକୁ ଉଠିଥିଲା। ସନ୍ଧ୍ୟା ସୁଦ୍ଧା ଏହାର ଜଳସ୍ତର ୧୮. ୧୭…
ଅଟୋ ଚାଳକଙ୍କ ପିଛା ଛାଡୁନି ଫାଇନ୍ । ରାଜଧାନୀ ପରେ ଭଦ୍ରକରେ ୨୭ ହଜାରରୁ ଅଧିକ ଟଙ୍କାର ତଣ୍ଡ ଗଣିଲେ ଅଟୋ ଡ୍ରାଇଭର ।
କନକ ବ୍ୟୁରୋ: ଗାଁକୁ ମାଡି଼ଲା ଫାଇନ୍ ଭୂତ । ନୂଆ ଟ୍ରାଫିକ୍ ନିୟମ ଆଧାରେ କେବଳ କଟକ-ଭୁବନେଶ୍ୱରରେ ନୁହେଁ, ବରଂ ବିଭିନ୍ନ ଜିଲ୍ଲାରେ ମଧ୍ୟ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି । ଆଜି ଭଦ୍ରକରେ ଜଣେ ଅଟୋ ଡ୍ରାଇଭରଙ୍କ ଠାରୁ ୨୭ ହଜାର୫ଶହ ଟଙ୍କା ଫାଇନ୍ ଆଦାୟ କରିଛନ୍ତି ଆରଟିଓ ।
ସୂଚନା…
ଚନ୍ଦ୍ରାୟନ-୨ ନେଇ ବଡ଼ ସୂଚନା ଦେଲେ ଇସ୍ରୋ ମୁଖ୍ୟ । କହିଲେ, ୯୫% ସଫଳ ହୋଇଛି ଚନ୍ଦ୍ରୟାନ-୨, ଚନ୍ଦ୍ରର କକ୍ଷରେ ପଥରେ…
କନକ ବ୍ୟୁରୋ: ବିଫଳ ହୋଇନି ମିଶନ୍ ମୁନ୍ । ଚନ୍ଦ୍ରାୟନ-୨ ନେଇ ବଡ଼ ସୂଚନା ଦେଲା ଇସ୍ରୋ । ଚନ୍ଦ୍ରଯାନ-୨ର ୯୫ ପ୍ରତିଶତ ଅଶଂ ସୁରକ୍ଷିତ ରହିଛି ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ କେ. ଶିବନ୍ । ଏପରିକି ଚନ୍ଦ୍ରର କକ୍ଷରେ ଅବସ୍ଥାପିତ ହୋଇ ସାରିଛି ଅର୍ବିଟର ଦମ୍ଭୋକ୍ତି ବାଢ଼ିଛନ୍ତି ଇସ୍ରୋ ମୁଖ୍ୟ ।…
ବେଆଇନ୍ ଚାନ୍ଦା ମାଗିବା ଉପରେ କମିଶନରେଟ୍ ପୋଲିସର କଟକଣା। ପୂଜା ପାଇଁ ଚାନ୍ଦା ମାଗିପାରିବେନି ସରକାରୀ କର୍ମଚାରୀ ।
କନକ ବ୍ୟୁରୋ: ଆଗକୁ ଆସୁଛି ପାର୍ବଣ । ବେଆଇନ ଚାନ୍ଦା ମାଗିବା ନେଇ କଟକଣା ଲଗାଇଲା କମିଶନରେଟ୍ ପୋଲିସ । ଆଗକୁ ଆସୁଥିବା ପୂଜାଋତୁରେ କୌଣସି ସରକାରୀ ଦଫ୍ତରର କର୍ମଚାରୀମାନେ କଲୋନୀ, ଦୋକାନୀ କିମ୍ବା ମାର୍କେଟ କମ୍ଲେକ୍ସରେ ଚାନ୍ଦା ମାଗିପାରିବେନି ବୋଲି କଟକଣା ଲଗାଇଛନ୍ତି ପୋଲି କମିଶନର ।…