Daily Archives

September 6, 2019

ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀଙ୍କ ବିରୋଧରେ ସଂଗୀନ ଅଭିଯୋଗ । ବିଦେଶକୁ ନେଇ ଦୁର୍ବବ୍ୟବହାର କରିଥିବା ଅଭିଯୋଗ…

କନକ ବ୍ୟୁରୋ: ଓଡିଶୀ ନୃତ୍ୟ ଶିଳ୍ପୀ ଶାଶ୍ୱତ ଯୋଶୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଦେଶ ବିଦେଶର ନାଁ କରିଥିବା ଶାଶ୍ୱତ ଯୋଶୀଙ୍କୁ ଯୌନ ଶୋଷଣ, ଦୁର୍ବ୍ୟହାର ଅଭିଯୋଗ ଆଣି ଘେରିଛନ୍ତି ତାଙ୍କ ଛାତ୍ରଛାତ୍ରୀ । ନୃତ୍ୟ ଶିଳ୍ପୀ ଯୋଶୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି ତାଙ୍କ ପାଖରେ…

ପୋଲିସ ବି ଭାଙ୍ଗନ୍ତି ନିୟମ: ଫୋନରେ ଗପିଲେ, କ୍ୟାମେରା ଦେଖି ହାତ ଯୋଡିଲେ…

କନକ ବ୍ୟୁରୋ: ଫୋନରେ ଗପିଲେ ୫ ହଜାର ଗଣିବେ । ନୂଆ ଟ୍ରାଫିକ ନିୟମ ଅନୁସାରେ ଯଦି ଆପଣ ଗାଡି ଚଳାଇଲା ବେଳେ ଫୋନରେ ଗପୁଥିବାର ଧରାପଡନ୍ତି ତେବେ ଆପଣଙ୍କୁ ୫ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡିବ । ତେଣୁ ଡ୍ରାଇଭିଂ କଲା ବେଳେ ଫୋନରେ ନଗପିବାକୁ ଟ୍ରାଫିକ ପୋଲିସ ସଚେତନ କରୁଛନ୍ତି । ମାତ୍ର ଏ…

କି ସୁନ୍ଦର ଦିଶୁଛି ଶ୍ରୀମନ୍ଦିର… । ଦେଖନ୍ତୁ ଉଚ୍ଛେଦ ପରେ କେମିତି ଦିଶୁଛି ଜଗନ୍ନାଥ ମନ୍ଦିର ।

କନକ ବ୍ୟୁରୋ : ମେଘନାଦ ପାଚେରୀର ଚତୁଃପାଶ୍ୱର୍ରୁ ଉଚ୍ଛେଦ ପରେ ଏବେ ସୁନ୍ଦର ଦିଶୁଛି ଶ୍ରୀକ୍ଷେତ୍ର । ଜଗନ୍ନାଥ ମନ୍ଦିରର ଏଭଳି ସୁନ୍ଦରତା ହୁଏତ ପୂର୍ବରୁ କେବେ ଦେଖିନଥିବେ । ମେଘନାଦ ପାଚେରୀର ଚାରିପାଖରେ ଥିବା ଗଛ ଗୁଡିକ ମନ୍ଦିରର ଶୋଭାକୁ ଦ୍ୱିଗୁଣିତ କରୁଛି । ଦେଖନ୍ତୁ ଉଚ୍ଛେଦ ପରେ…

ଖୋର୍ଦ୍ଧାରେ ଝଲସିବ ବ୍ରିଟିଶ୍ ବିରୋଧରେ ପ୍ରଥମ ସଂଗ୍ରାମ…ପାଇକ ବିଦ୍ରୋହର ସ୍ମାରକୀ । ଜମି ପାଇଁ ସମ୍ମତି ପ୍ରଦାନ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା । ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ପାଇଁ ରାଜ୍ୟ ସରକାର ୧୦ ଏକର ଜମି ପ୍ରଦାନ ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ ।…

ଜହ୍ନର ଡ୍ରଇଂ ରୁମରେ ବସିବ ମଣିଷ: ଆଉ ଚିତ୍ର ହୋଇ ରହିବନି ଚନ୍ଦ୍ର, ଚନ୍ଦ୍ରାୟନ ସତ କରିବ ମଣିଷର ସ୍ୱପ୍ନ…

କନକ ବ୍ୟୁରୋ: ‘ଜହ୍ନ’ ! ଜୀବନ ସହ ଜଡି଼ତ ଏକ ଜଣାଶୁଣା ନାଁ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଶୀତଳତା ଦେଉଥିବା ଏକ ମିଠା ଛୁଆଁ । ଜହ୍ନ କେବେ କଅଁଳା ଶିଶୁର ମାମୁ ସାଜେ ତ ପୁଣି କେବେ କଲେଜ ପଢ଼ୁଆ ପ୍ରେମିକର ପ୍ରେମିକା ସାଜେ । ପିଲା ଅଝଟ ହେଲେ ନୀଳ ଆକାଶରେ ଉଇଁଥିବା ଜହ୍ନକୁ ଦେଖାଇ ମାଆ କହେ,…

ଜଞ୍ଜିରରେ ଜୀବନ ଜିଉଁଛି ୧୪ ବର୍ଷର ଜୀବନ । ମାନସିକ ବିକାରଗ୍ରସ୍ତ ପୁଅର ଚିକିତ୍ସା ବାଟରେ ଅର୍ଥ ସାଜିଛି କଣ୍ଟା,…

କନକ ବ୍ୟୁରୋ: ଦାରିଦ୍ର୍ୟ ଓ ଅଭାବ ଆଗରେ ହାର ମାନିଛନ୍ତି ବାପା ମା’ । ପୁଅର ଚିକିତ୍ସା ପାଇଁ ଅସମର୍ଥ ହେବା ପରେ ପୁଅ ହାତ ଗୋଡ଼ରେ ପକାଇଛନ୍ତି ବେଡ଼ି । ପୁଅର ଚିକିତ୍ସା ପାଇଁ ସବୁ ବିକିଭାଙ୍ଗି ଖର୍ଚ୍ଚ କରିସାରିଥିଲେ ବି ଆସିନି ସ୍ୱାସ୍ଥ୍ୟବସ୍ଥାରେ ପରିବର୍ତନ । ଦୀର୍ଘ ୧୪ ବର୍ଷ ହେଲାଣି ବନ୍ଦ…