Daily Archives

September 6, 2019

ଜହ୍ନ ରାଇଜରେ ପାଦ ଥାପିବ ଭାରତ ! ଇତିହାସ ରଚିବାକୁ ଯାଉଛି ଇସ୍ରୋ । ଐତିହାସିକ ମୁହୂର୍ତ୍ତକୁ ଆଉ ମାତ୍ର କେଇ ଘଣ୍ଟାର…

କନକ ବ୍ୟୁରୋ : ମହାକାଶ ବିଜ୍ଞାନରେ ଏମିତି ଏକ ଇତିହାସ ରଚିବାକୁ ଯାଉଛି ଇସ୍ରୋ, ଯାହାକୁ ଅପେକ୍ଷା କରିଛି ସାରା ବିଶ୍ୱ । ଚନ୍ଦ୍ରପୃଷ୍ଠରେ ଧୀର ଅବତରଣ କରିବ ଚନ୍ଦ୍ରଯାନ-୨ । ବିଶ୍ୱର ମାତ୍ର ୩ଟି ଦେଶ, ଆମେରିକା, ରୁଷ ଓ ଚୀନ ଯେଉଁ ସଫଳତାର ସ୍ୱାଦ ଚାଖିଛନ୍ତି, ଚତୁର୍ଥ ରାଷ୍ଟ୍ର ଭାବେ ସେହି…

ପାଖଉଛି ସମୟ, ବଢୁଛି ଉତ୍କଣ୍ଠା । ଐତିହାସିକ ମୁହୂର୍ତ୍ତର ଶେଷ ୧୫ ମିନିଟକୁ ଅପେକ୍ଷା, ଜାଣନ୍ତୁ କେମିତି ଅବତରଣ କରିବ…

କନକ ବ୍ୟୁରୋ : ସମୟ ଯେତିକି ଯେତିକି ପାଖେଇ ଆସୁଛି, ଉତ୍କଣ୍ଠା ସେହି ଅନୁସାରେ ବଢ଼ି ବଢ଼ି ଚାଲିଛି । କିପରି ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ ଅବତରଣ କରିବ, ଏହାକୁ ନେଇ ଭାରତ ସମେତ ସାରା ବିଶ୍ୱର ନଜର ରହିଛି । ଚନ୍ଦ୍ରର ଦକ୍ଷିଣ ମେରୁର କେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ଲାଣ୍ଡର ଅବତରଣ କରିବ,…

ସାରା ଦେଶ ପାଇଁ ଗୌରବର ଦିନ, ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ-୨ । ଅନେଇ ରହିଛି ସାରାବିଶ୍ୱ, ପ୍ରଥମ ରାଷ୍ଟ୍ର ଭାବେ…

କନକ ବ୍ୟୁରୋ : ୪୭ ଦିନ ପରେ ଆସୁଛି ବହୁ ପ୍ରତୀକ୍ଷିତ ମୁହୂର୍ତ । ରାତି ଗୋଟାଏ ୫୫ ମିନିଟରେ ଚନ୍ଦ୍ରକୁ ଛୁଇଁବ ଚନ୍ଦ୍ରଯାନ-୨ । ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଏକ ସ୍ମରଣୀୟ ଦିନ ଏବଂ ଇସ୍ରୋ ପାଇଁ ଏକ ବଡ଼ ପରୀକ୍ଷାର ଦିନ । କାରଣ ମହାକାଶ ବିଜ୍ଞାନରେ ସ୍ୱର୍ଣ୍ଣିମ ଇତିହାସ ରଚିବାକୁ ଯାଉଛି…

ପ୍ରଦୂଷଣ ସାର୍ଟିଫିକେଟ୍ ନେଇ ଆସିଲା ବଡ ଖବର । ଭୁବନେଶ୍ୱରରେ କେଉଁଠି ମିଳିବ ପଲ୍ୟୁସନ୍ ସାର୍ଟିଫିକେଟ୍, ଦେଖନ୍ତୁ ପୁରା…

କନକ ବ୍ୟୁରୋ : ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଏବେ ରାସ୍ତାରେ କଟକଣାର କୋକୁଆ ଭୟ ଖେଳିଯାଇଛି । ଏପରିକି ଘରୁ ବାହାରକୁ ଗାଡି କାଢିଲେ ଚାଳକଙ୍କ ଛାତିରେ ଛନକା ପଶୁଛି । ଗୋଟିଏ ପଟେ ଟ୍ରାଫିକ୍ ଧରପଗଡ ଅନ୍ୟପଟେ ଲାଇସେନ୍ସ ଏବଂ ଇନସ୍ୟୁରାନ୍ସ ପାଇଁ ଭିଡ । ରାତି ପାହିଲେ ଆରଟିଓ ଅଫିସରେ…

ଭୋଟିଂରେ ଭାରି ବିରୋଧ: ମୋଟା ଅଙ୍କର ଜରିମାନାକୁ ଜୁଲମ କହିଲେ ସାଧାରଣ ଲୋକେ

କନକ ବ୍ୟୁରୋ: ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ସମସ୍ତଙ୍କ ଆଖିରୁ ନିଦ ହଜିଛି । ଟ୍ରାଫିକ ବ୍ୟବସ୍ଥା କଡାକଡି ହେବା ପରେ ଏବେ ସମସ୍ତଙ୍କ ମନଙ୍କ କୋକୁଆ ଭୟ ଖେଳି ଯାଇଛି । ଘରୁ ଗାଡି କାଢିଲା ବେଳକୁ ଶହେ ଥର ଭାବିବାକୁ ପଡୁଛି । କାରଣ ଛକ ଛକରେ ଛକି ବସିଛନ୍ତି ଟ୍ରାଫିକ ପୋଲିସ ଆଉ ଟିକେ…