Daily Archives

September 5, 2019

ଆସନ୍ତାକାଲି ଗଞ୍ଜାମର ସମସ୍ତ ସ୍କୁଲ ଛୁଟି । ଲଗାଣ ବର୍ଷା ପାଇଁ ଛୁଟି ଘୋଷଣା କଲେ ଜିଲ୍ଲାପାଳ, ସ୍କୁଲରେ ଉପସ୍ଥିତ…

କନକ ବ୍ୟୁରୋ : ଆସନ୍ତାକାଲି ଗଞ୍ଜାମର ସମସ୍ତ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ଛୁଟି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ତେବେ ଆସନ୍ତାକାଲି ଛାତ୍ରଛାତ୍ରୀ ସ୍କୁଲକୁ ଆସିବେ ନାହିଁ । କିନ୍ତୁ ଶିକ୍ଷକ ମାନେ ସ୍କୁଲରେ ଉପସ୍ଥିତ ରହିବେ । ଲଗାଣ ବର୍ଷାରେ…

ନୂଆ ଟ୍ରାଫିକ ନିୟମର କୋକୁଆ ଭୟ ! ପୋଲିସର ଗାଡି ଚେକିଂ ଦେଖି ପଛକୁ ଫେରିଲେ ଚାଳକ, ଗଳିରେ ଗାଡି ଛାଡିଦେଇ ହୋଇଗଲେ…

କନକ ବ୍ୟୁରୋ : ସଡ଼କ ଓ ପରିବହନ ସଂପର୍କିତ ନୂତନ ନିୟମ ଲାଗୁ ହେବା ପରେ ଗୁରୁବାର ଜଣେ ବ୍ୟକ୍ତି ନିଜର କାରକୁ ସାହିରେ ରଖିଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । କନ୍ଧମାଳ ଜିଲ୍ଲାର ଘୁମସର ଉଦୟଗିରି ପୁଲିସ ସ୍ଥାନୀୟ ଟେଲିଫୋନ ଭବନ ସମୁଖରେ ଗାଡି ତନଖି କରୁଥିବା ବେଳେ ଏକ ହୁଣ୍ଡାଇ କାର ନଂ ଓଡି…

ଉଚ୍ଛେଦ ପରେ ଏମିତି ଦିଶିବ ଜଗନ୍ନାଥ ଧାମ । ସାମ୍ନାକୁ ଆସିଲା ପୁରୀର ନୂଆ ନକ୍ସା, ଭକ୍ତଙ୍କ ପାଇଁ ରହିଛି ବିଶେଷ ସୁବିଧା…

କନକ ବ୍ୟୁରୋ : ବଦଳିଯିବ ପୁରୀର ନକ୍ସା । ପୁରୀକୁ ବିଶ୍ୱ ଐତିହ୍ୟସ୍ଥଳୀ ଭାବେ ଗଢି ତୋଳିବାକୁ ରାଜ୍ୟ ସରକାର ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତି ତାହାର ବ୍ଲୁ-ପ୍ରିଣ୍ଟ ଏବେ ସାମ୍ନାକୁ ଆସିଛି । ପୁରୀବାସୀଙ୍କ ପାଇଁ ରାଜ୍ୟ ସରକାର ଯେଉଁ ବିକାଶର ପ୍ୟାଜେକ ଘୋଷଣା କରିଥିଲେ ତାହାର ରୂପରେଖ…

ରୁଷିଛି ‘ରୁପା’ ! ବଜାରରେ ରୁପା କେଜି ୫୨ ହଜାର, ଛୁଇଁବାକୁ ଲାଗୁଛି ଡର ।

କନକ ବ୍ୟୁରୋ: ରୁପା ଛୁଇଁବାକୁ ଡର ଲାଗୁଛି । ରୁପା କେଜି ୫୨ ହଜାର ସୁନା ପରେ ରୁପାର ଦରବୃଦ୍ଧି ଉଭୟ ବ୍ୟବସାୟୀ ଏବଂ ଗ୍ରାହକଙ୍କୁ ଚିନ୍ତାରେ ପକାଇଛି । ଭଲ ବ୍ୟବସାୟ ହେଉନଥିବା ବେଳେ ଗ୍ରାହକମାନେ ମଧ୍ୟ ରୂପା ଅଳଙ୍କାର କିଣିବାକୁ ପଛଘୁଂଚା ଦେଉଛନ୍ତି । ତେବେ ଏଭଳି କିଛି ଗ୍ରାହକଙ୍କ…

ଜୋରିମାନା ଆଦାୟରେ ସାରା ଦେଶରେ ୧ ନମ୍ବର ଓଡ଼ିଶା । ମାତ୍ର ୪ ଦିନରେ ଆଦାୟ ହୋଇଛିି ୮୮ ଲକ୍ଷରୁ ଅଧିକ ଟଙ୍କା, ଗାଡି…

କନକ ବ୍ୟୁରୋ : ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ସାରା ଦେଶରେ ଚାଲିଛି ଜୋରଦାର ଚେକିଂ । ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଗାଡି ଚାଳକଙ୍କଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରୁଛନ୍ତି ଆରଟିଓ ଏବଂ ଟ୍ରାଫିକ୍ ପୋଲିସ । ଆଉ ଜୋରିମାନା ଆଦାୟ କରିବାରେ ଦେଶର ୨୭ଟି ରାଜ୍ୟକୁ ପଛରେ ପକାଇ ୧…