Daily Archives

September 4, 2019

ଏ କି ଭକ୍ତି? ମହାପ୍ରଭୁ ଶ୍ରୀ ଗଣେଶଙ୍କୁ ବି ଛାଡିଲେନି ଲୋକେ । ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ରୂପରେ ସଜ୍ଜିତ ହେଲେ…

ବଦଳୁଛି ଭକ୍ତିର ଫଣ୍ଡା । ଆରାଧନା ଅପେକ୍ଷା ଡିଜାଇନ୍ ମୂର୍ତ୍ତିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ବିଭିନ୍ନ ପୂଜା କମିଟି । ପ୍ରତିଯୋଗିତା ନିଶାରେ ପ୍ରଭୁ ଗଜାନନଙ୍କ ମୂର୍ତ୍ତିକୁ ଭିନ୍ନ ଋପ ଦେବାକୁ ପଛାଉ ନାହାନ୍ତି କମିଟିର ସଦସ୍ୟ । କିଛି ସେଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗୁଜୁରାଟର…

ଜରିମାନାରୁ ବଞ୍ଚିବା ପାଇଁ ହାଇଟେକ୍ ଉପାୟ । ମୁଣ୍ଡରେ ନଥିଲା ହେଲମେଟ୍, ଚେକିଂ ଚାଲିଥିବା ଦେଖି ଗାଡି ଗଡାଇ ଗଡାଇ…

ସେପ୍ଟେମ୍ବର ପହିଲାରୁ ଟ୍ରାଫିକ୍ ନିୟମ କଡ଼ାକଡ଼ି ହେବା ପରେ ଏବେ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଜରିମାନା ବଢ଼ିବା ସହ ଏଇ କିଛି ଦିନ ମଧ୍ୟରେ ଲୋକମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଛନ୍ତି ଟ୍ରାଫିକ ପୁଲିସ ଓ ପରିବହନ ବିଭାଗ । ନୂଆ ନିୟମ ଲାଗୁ ହେବାର ୪ଦିନ ମଧ୍ୟରେ ହିଁ…

ଭାରତ- ଋଷ ଭାଇ ଭାଇ । ପୂରା ଦୁନିଆ ଦେଖିଲା ଭାରତ ଓ ଋଷର ବନ୍ଧୁତା

କନକ ବ୍ୟୁରୋ : ଦୁନିଆ ଦେଖିଲା ଭାରତ ଓ ଋଷର ବନ୍ଧୁତା । ୨ ଦିନିଆ ଋଷ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭ୍ଲାଦିବୋସ୍ତକରେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଭେଟିବାବେଳେ ଦୁଇ ଦେଶର ବନ୍ଧୁତା କେତେ ନିବିଡ ତାହା ଦେଖିବାକୁ ମିଳିଛି । ଏହି ଅବସରରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ…

ଆଇନ କହିଲା ଆତଙ୍କବାଦୀ କିଏ? ଆତଙ୍କବାଦ ନିରୋଧୀ ଆଇନରେ ମସୁଦ ଆଝାର, ହାଫିଜ୍ ସଇଦ, ଦାଉଦ୍ ଇବ୍ରାହିମ୍ ଏବଂ ଜାକିର…

କନକ ବ୍ୟୁରୋ : ଆତଙ୍କବାଦୀ ଘୋଷିତ ହେଲେ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଜାହାର, ହାଫିଜ୍ ସୟିଦ୍, ଦାଉଦ୍ ଇବ୍ରାହିମ୍ ଓ ଜାକି-ଉର୍-ରହମାନ । ଏନେଇ ଗୃହମନ୍ତ୍ରୀଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଗୃହ ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଆଗାମୀ ଦିନରେ ଏହି ତାଲିକାରେ ଏହିପରି ଅନେକ…

ପୂଜା ଋତୁରେ କାର ବଜାରରେ ଚଡ଼କ! କାର କିଣିବାକୁ ମଙ୍ଗୁ ନାହିଁନ୍ତି ଗ୍ରାହକ, ଚିନ୍ତାରେ ସୋରୁମ ମାଲିକ ।

କନକ ବ୍ୟୁରୋ : ଓଡିଶାର କାର ବଜାରରେ ପଡିଲା ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ । ପୂଜା ସିଜିନରେ କାର ବଜାର ଫିକା ପଡିଯାଇଛି । ଓଡିଶାରେ ମହିନ୍ଦ୍ରାର ଜଣେ ଅଧିକାରୀ କହିଛନ୍ତି, କାର୍ ବିକ୍ରି ଯଥେଷ୍ଟ କମିଯାଇଛି । ଏପରିକି ପ୍ରତିମାସରେ ପ୍ରାୟ ୩ହଜାର ୮ଶହ ଲୋକ କାର୍ ପାଇଁ ଇନକ୍ୱାଏରୀ କରିବାକୁ…