Daily Archives

September 2, 2019

ଓଡ଼ିଶାରେ ସବୁଠୁ ଅଧିକ ବଜ୍ରପାତ । ୪ ମାସରେ ୯ ଲକ୍ଷ ଥର ବିଜୁଳି ମାଡ଼ ଖାଇ ବଜ୍ରପାତର ରାଜ୍ୟ ପାଲଟିଛି ଓଡ଼ିଶା ।

କନକ ବ୍ୟୁରୋ: ଓଡ଼ିଶା ପାଲଟି ଯାଇଛି ବଜ୍ରପାତର ରାଜ୍ୟ । ଏହିଭଳି ସାଂଘାତିକ ତଥ୍ୟ ଦେଇଛି ଭାରତୀୟ ପାଣିପାଗ ବିଭାଗ । ଆଇଏମଡି ରିପୋର୍ଟ କହୁଛି, ଏପ୍ରିଲରୁ ଜୁଲାଇ ମାସ ମଧ୍ୟରେ ୯ ଲକ୍ଷ ଥର ବିଜୁଳି ମାରିଛି । ଆଉ ଏଥିରେ ୧୨୯ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ବାତ୍ୟା ଫନି ସମୟରେ ଅର୍ଥାତ ମାତ୍ର…

ଚନ୍ଦ୍ରଯାନ-୨ ପାଇଁ ଲାଣ୍ଡର ଦେବାକୁ ମନା କରିଥିଲା ଋଷ, ଦିନରାତି ଏକ କରି ସ୍ୱଦେଶୀ ଲାଣ୍ଡର ନିର୍ମାଣ କରି ପୂରା…

ଚନ୍ଦ୍ରଯାନ-୨ ମିଶନରେ ଭାରତକୁ ମିଳିଛି ବଡ ସଫଳତା । ସଫଳତାର ଗୋଟିଏ ପରେ ଗୋଟିଏ ସିଡ଼ି ଚଢିଚାଲିଛି ଚନ୍ଦ୍ରଯାନ-୨ । ଇସ୍ରୋ ଯେପରି ଆକଳନ କରିଥିଲା, ଠିକ୍ ସେହିଭଳି ଗତି କରୁଛି ଭାରତୀୟ ମହାକାଶଯାନ । ଆଜି ସଫଳତାର ସହ ଅର୍ବିଟର ଠାରୁ ଅଲଗା ହୋଇଛି ଲାଣ୍ଡର ବିକ୍ରମ । ପ୍ରାୟ ୨୦ ଘଣ୍ଟା ଧରି…

ମନ ଜିତିନେଲେ ଟ୍ରାଫିକ୍ ପୋଲିସ । ଦୃଷ୍ଟିହୀନ ଦମ୍ପତିଙ୍କ ହାତ ଧରି ରାସ୍ତା ପାର କରାଇଲେ ଟ୍ରାଫିକ୍ ହାବିଲଦାର ଲଳିତ,…

କନକ ବ୍ୟୁରୋ : ମନ ଜିତିନେଲେ ଟ୍ରାଫିକ ପୋଲିସ । ସେପ୍ଟେମ୍ବର ୧ରୁ ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ବେଶ ସକ୍ରିୟ ହୋଇ ଉଠିଛନ୍ତି ଟ୍ରାଫିକ୍ ପୋଲିସ । କେବଳ ଯେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରୁଛନ୍ତି ତାହା ନୁହେଁ ବରଂ ସାଧାରଣ ଲୋକଙ୍କୁ ସହାୟତାର ହାତ…

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଥଇଥାନ ପ୍ୟାକେଜ୍ । ଅସ୍ଥାୟୀ କ୍ଷୁଦ୍ର ବ୍ୟବସାୟୀ, ମଠ, ଲଜ ଅଧିଗ୍ରହଣ, ଦୋକାନ ଗୃହ ଅଧିଗ୍ରହଣ…

କନକ ବ୍ୟୁରୋ: ପୁରୀ ଥଇଥାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣା । ଶ୍ରୀମନ୍ଦିରର ସୁରକ୍ଷା ଜୋନ୍ ପାଇଁ ସ୍ୱତନ୍ତ୍ର ଥଇଥାନ୍ ପ୍ୟାକେଜ ଘୋଷଣା । ତେବେ ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ଅଞ୍ଚଳରେ ଥିବା ଜମି ଓ ଅନ୍ୟାନ୍ୟ ସମ୍ପତି ଅଧିଗ୍ରହଣ ପାଇଁ 'ରାଇଟ୍ ଟୁ ଫେଆର କମ୍ପାନସେସନ୍ ଆଣ୍ଡ…

ମିର୍ଜାପୁର : ସ୍କୁଲ ମଧ୍ୟାହ୍ନ ଭୋଜନରେ ଲୁଣ ଏବଂ ରୁଟି ଖାଇବା ଘଟଣାରେ ନୂଆ ମୋଡ଼! ଭିଡିଓ ଉତ୍ତୋଳନ କରିଥିବା…

ଗତମାସରେ ମିର୍ଜାପୁର ଜିଲ୍ଲାର ଏକ ପ୍ରାଇମେରୀ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ସ୍କୁଲପିଲାଙ୍କୁ ଲୁଣ ଏବଂ ରୁଟି ପରଶିବା ଘଟଣା ଏବେ ଭିନ୍ନ ମୋଡ଼ ନେଇଛି । ଏହି ମାମଲାରେ ଜିଲ୍ଲା ପ୍ରଶାସନ ସ୍ଥାନୀୟ ପତ୍ରକାର (ଭିଡିଓ ଉତ୍ତୋଳନ କରିଥିବା)ଙ୍କ ବିପକ୍ଷରେ ମୋକଦ୍ଦମା ଦାଖଲ କରିଛନ୍ତି । ପୋଲିସ୍ ଏହି…

ଚନ୍ଦ୍ରର ନିକଟତର ହେଲା ଚନ୍ଦ୍ରଯାନ ୨ : ଅର୍ବିଟରରୁ ଅଲଗା ହେଲା ଲ୍ୟାଣ୍ଡର ବିକ୍ରମ

କନକ ବ୍ୟୁରୋ : ସଫଳତାର ଗୋଟିଏ ପରେ ଗୋଟିଏ ସିଡ଼ି ଚଢିଚାଲିଛି ଚନ୍ଦ୍ରଯାନ-୨ ।  ଚନ୍ଦ୍ରଯାନ ୨ ଚନ୍ଦ୍ର ଅଭିଯାନରେ ଆଉ ଏକ ପାଦ ଆଗେଇଛି । ଇସ୍ରୋର ପୂର୍ବ ଆକଳନ ପରି ଆଜି ଅର୍ବିଟରରୁ ଅଲଗା ହୋଇଯାଇଛି ଲାଣ୍ଡର ବିକ୍ରମ । ଚନ୍ଦ୍ର ଅଭିଯାନରେ ଚନ୍ଦ୍ର ଯାନ ୨ରୁ ଅର୍ବିଟରରୁ ଲ୍ୟାଣ୍ଡର ବିକ୍ରମ ଅଲଗା…