ଆଉ ଏକ ଅନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନିତ ହେବେ ପ୍ରଧାନମନ୍ତ୍ରୀ ମୋଦି । ସ୍ୱଚ୍ଛ ଭାରତ ମିଶନ ପାଇଁ ବିଲ ମେଲିଣ୍ଡା…
ପୁଣି ଆଉ ଏକ ଅର୍ନ୍ତଜାତୀୟ ପୁରସ୍କାରରେ ସମ୍ମାନିତ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଲ ମେଲିଣ୍ଡା ଗେଟସ ଫାଉଣ୍ଡେସନ ପକ୍ଷରୁ ମୋଦିଙ୍କୁ ଏହି ସମ୍ମାନ ମିଳିବ । ମୋଦିଙ୍କ ଆମେରିକା ଗସ୍ତ ସମୟରେ ଏହି ସମ୍ମାନ ତାଙ୍କୁ ଦିଆଯିବ । ସ୍ୱଚ୍ଛ ଭାରତ ମିଶନ ପାଇଁ ମୋଦିଙ୍କୁ ଏହି ସମ୍ମାନ…