Daily Archives

September 1, 2019

ଧିକ୍ ଆମ ସ୍ୱାସ୍ଥ୍ୟସେବାକୁ ! ଆଠଗଡରୁ ଆସିଲା ଅବହେଳାର ହୃଦୟ ବିଦାରକ ଚିତ୍ର । ହସ୍ପିଟାଲ ବାହାରେ ଗଛ ତଳେ ନବଜାତକୁ…

କନକ ବ୍ୟୁରୋ : ଆମେ ଏକ ଏମିତି କାହାଣୀ କହିବାକୁ ଯାଉଛୁ ଯାହା ଜାଣିଲେ ଆପଣଙ୍କ ଛାତି ଫାଟିଯିବ । ହସ୍ପିଟାଲରେ ଡାକ୍ତରଙ୍କ ଦେଖା ନ ମିଳିବାରୁ ଗଛ ମୂଳରେ ନବଜାତଙ୍କୁ ଅତି ଦୟନୀୟ ଅବସ୍ଥାରେ ଜନ୍ମ ଦେଇଛି ମା’ । ହେଲେ ଆଉ ଏକ ଡାକ୍ତରଖାନାରେ ପହଁଚିବା ପୂର୍ବରୁ ସବୁ ଦିନ ପାଇଁ ଆଖିବୁଜି ଦେଲା…

ଐତିହାସିକ ମୁହୂର୍ତର କୁନି ସାକ୍ଷୀ । ମୋଦିଙ୍କ ସହ ଚନ୍ଦ୍ରଯାନ-୨ର ଅବତରଣ ଦେଖିବେ ୬୦ ଛାତ୍ରଛାତ୍ରୀ । ଓଡ଼ିଶାରୁ ସରନ୍ୟା…

କନକ ବ୍ୟୁରୋ : ସଫଳତାର ସହ ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରଯାନ-୨ । ଆସନ୍ତା ୭ତାରିଖ ରାତି ଗୋଟାଏ ୫୫ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଏହି ଯାନ । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଅବତରଣକୁ ଦେଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ମୋଦିଙ୍କ ସହ ଦେଶର ୬୦ଜଣ ଛାତ୍ରଛାତ୍ରୀ ଏହି…

ଚିନ୍ତା ବଢ଼ାଉଛି ଅର୍ଥନୀତିର ମାନ୍ଦାବସ୍ତା । ମୋଦି ସରକାରଙ୍କୁ ମନମୋହନ ସିଂଙ୍କ ଟାର୍ଗେଟ୍ । କହିଲେ, ବିମୁଦ୍ରାକରଣ ଓ…

କନକ ବ୍ୟୁରୋ : ଜିଡିପି ଅଭିବୃଦ୍ଧି ହାର ହ୍ରାସ ପାଇବା ପରେ ମୋଦି ସରକାରକୁ ଟାର୍ଗେଟ୍ କରିଛନ୍ତି ପୂର୍ବର୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ମନମୋହନ କହିଛନ୍ତି ମୋଦି ସରକାର ଦେଶରେ ଲାଗୁ କରିଥିବା ନୋଟ୍ ବନ୍ଦୀ ଓ ଜିଏସଟି ପାଇଁ ଆଜି ଦେଶର ଅର୍ଥନୀତି ବାଟବଣା ହୋଇଛି । ଦେଶର ଜିଡିପି ୫…

ଉଚ୍ଛେଦ ସମୟରେ ମେଘନାଦ ପାଚେରୀକୁ ଲାଗି କ୍ଷତିଗ୍ରସ୍ତ ଦୋକାନୀଙ୍କୁ ଥଇଥାନ କଲେ ସରକାର । ପ୍ରଥମ ପର୍ଯ୍ୟାୟରେ ୨୬…

କନକ ବ୍ୟୁରୋ: ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରୁ ଉଚ୍ଛେଦ ସମୟରେ କ୍ଷତିଗ୍ରସ୍ତ ହୋଇଥିବା ଦୋକାନୀଙ୍କୁ ଥଇଥାନ କଲା ପୁରୀ ପ୍ରଶାସନ । ଉଚ୍ଛେଦ ସମୟରେ ମେଘନାଦ ପାଚେରୀକୁ ଲାଗି ଥିବା କ୍ଷତିଗ୍ରସ୍ତ ହୋଇଥଇବା ୮୧ଟି ଦୋକାନୀଙ୍କ ମଧ୍ୟରୁ ୨୬ଟି ଦୋକାନୀଙ୍କୁ ଥଇଥାନ ପାଇଁ ପ୍ରଥମ ପର୍ଯ୍ୟାୟରେ ଥଇଥାନ…

ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଶାସକ-ବିରୋଧୀ । ନୂଆ ନିର୍ବାଚନ ପାଇଁ ଘର ଘର ବୁଲି…

କନକ ବ୍ୟୁରୋ : ନିର୍ବାଚନ ସରିଲା, ଜନତାଙ୍କ ଜନମତକୁ ନେଇ ସରକାର ବି ଗଢାହେଲା । ପଞ୍ଚମ ଥର ପାଇଁ କ୍ଷମତାକୁ ଆସିଲା ବିଜେଡି । କିନ୍ତୁ ନିର୍ବାଚନ ପରେ ପରେ ତୃଣମୂଳ ସ୍ତରରେ ପୁଣି ନିଜର ପତିଆରା ଜାହିର କରିବା ପାଇଁ ଲାଗି ପଡିଛନ୍ତି ଉଭୟ ଶାସକ ଓ ବିରୋଧୀ । ଆଉ ଏଥିପାଇଁ ଆପଣାଯାଇଛି ସଦସ୍ୟ…