Daily Archives

August 30, 2019

ଗିରଫ ହେଲା ଅଭଦ୍ର ଲୋକ । ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତ ପାଖରେ ପହଞ୍ଚିଲା କମିଶନରେଟ୍ ପୋଲିସ । 

କନକ ବ୍ୟୁରୋ: ଗିରଫ ହେଲା ଲକ୍ଷ୍ମୀସାଗରରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୁକ୍ତ । ଘଟଣା ପଦାକୁ ଆସିବା ପରେ ଅଭିଯୁକ୍ତ ଫେରାର ଥିଲା ।  ସିସିଟିଭି ଫୁଟେଜକୁ ଆଧାର କରି କମିଶନରେଟ ପୋଲିସର ସ୍ପେସାଲ ଟିମ୍ ରାଜଧାନୀର ଅଭଦ୍ର ଲୋକକୁ ଗିରଫ କରିଛି । ଗତ କିଛି ଦିନ ତଳେ ଜଣେ…

ଦେଶରେ ଓଡ଼ିଶା ପୋଲିସ ନମ୍ବର ୱାନ୍ । ସାଧାରଣ ଲୋକଙ୍କ ପାଇଁ ୨୪ ଘଣ୍ଟାରୁ ୧୮ ଘଣ୍ଟା କାମ କରୁଛନ୍ତି ରାଜ୍ୟ ପୋଲିସ ।

କନକ ବ୍ୟୁରୋ :  ସାଧାରଣରେ ପୋଲିସଙ୍କୁ ନେଇ ଏକ ଭିନ୍ନ ମାନସିକତା ରହିଛି । ପୋଲିସ ସହାୟତା ବଦଳରେ ଶୋଷଣ କରିଥାଏ ବୋଲି ଏକ ଲୋକଙ୍କ ମନରେ ଧାରଣା ରହିଛି । କିନ୍ତୁ ଆପଣଙ୍କ ସୁରକ୍ଷା ପାଇଁ ଓଡ଼ିଶା ପୁଲିସ କେତେ ସଚେତନ ? କେବେ ଭାବିଛନ୍ତି କି, ଯଦି ଭାବିନାହାନ୍ତି ଏହି ଖବର ଆପଣଙ୍କୁ ନିଶ୍ଚିତ…

ବ୍ୟାଙ୍କ ମିଶ୍ରଣକୁ ବ୍ୟାଙ୍କ ୟୁନିୟନର ବିରୋଧ ! ୟୁନିୟନର ଦାବି, ଏଭଳି ନିଷ୍ପତି ଯୋଗୁଁ ଦୁର୍ବଳ ହୋଇଯିବ ବ୍ୟାଙ୍କ…

କନକ ବ୍ୟୁରୋ: ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକର ମିଶ୍ରଣ ପାଇଁ ଆଜି ସରକାର କରିଥିବା ଘୋଷଣାକୁ ବ୍ୟାଙ୍କ ୟୁନିୟନଗୁଡ଼ିକ ବିରୋଧ କରିଛନ୍ତି । ଭାରତୀୟ ବ୍ୟାଙ୍କ କର୍ମଚାରୀ ମହାସଂଘର ମହାସଚିବ ଦେବାଶୀଷ ବସୁ ଚୌଧୁରୀ କହିଛନ୍ତି ଯେ, ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ବ୍ୟାଙ୍କ ବ୍ୟବସ୍ଥା…

ଟିମ୍ ଇଣ୍ଡିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କଲେ ବିଶ୍ୱର ସବୁଠୁ ଓଜନିଆ ଖେଳାଳି । ଜାଣନ୍ତୁ କିଏ ଏହି ଖେଳାଳି ।

ଭାରତ ବିପକ୍ଷରେ ଟେଷ୍ଟରେ ଡେୁବ୍ୟ କଲେ ବିଶ୍ୱର ସବୁଠୁ ଅଧିକ ଓଜନର କ୍ରିକେଟର । ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ୯୩ ନମ୍ବର ଜର୍ସିରେ ମୈଦାନକୁ ଓହ୍ଲାଇଛନ୍ତି ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ରହକିମ କଣ୍ଣୱେଲ । ରହକିମ ଟେଷ୍ଟ ମ୍ୟାଚରେ ପର୍ଦାପଣ କରିବା ସହ ଅର୍ନ୍ତଜାତୀୟ କ୍ରିକେଟରେ…

ଦିନ ମଜୁରିଆରୁ ଦିଲ୍ଲୀ ଦଖଲ ସ୍ୱପ୍ନ? ଜେଏନୟୁରେ ଜିତି ସଭାପତି ହେବେ କି ଓଡ଼ିଆ ପୁଅ?

କନକ ବ୍ୟୁରୋ : ଚାଷ ପଡିଆରୁ ପୋଡିୟମ ଉପରକୁ ଯାତ୍ରା । ପୂରା ଦେଶର ଛାତ୍ରଛାତ୍ରୀ ଶୁଣୁଛନ୍ତି ପଲ୍ଲୀ ପୁଅର କଥା । ଯାହାଙ୍କୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଜୋର ଧରିଛି ଚର୍ଚ୍ଚା । ଓଡ଼ିଆ ପୁଅ ଜିତେନ୍ଦ୍ର ସୁନା । ଏହି ନାଁ ରାଜ୍ୟବାସୀଙ୍କ ପାଇଁ ଅଜଣା, ଅଚିହ୍ନା ନିଶ୍ଚୟ । କିନ୍ତୁ ଦିଲ୍ଲୀର…

ଐତିହ୍ୟ ଏମାର ମଠ ଓ ରୂପା ଇଟାର ରହସ୍ୟ ? ଇତିହାସ କହୁଛି ସବୁଠାରୁ ଧନୀ ମଠ ଥିଲା ଏମାର

କନକ ବ୍ୟୁରୋ: ୨୦୧୧ରେ ଶ୍ରୀମନ୍ଦିର ପରମ୍ପରା ସହ ଜଡିତ ଏକ ପୁରାତନ ମଠରୁ ୧୮ ଟନ୍ ରୁପା ଇଟା ଠାବ ହେବା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏତେ ପରିମାଣର ରୁପା ଇଟା ଆସିଲା କେଉଁଠୁ? କିଏ ଓ କାହିଁକି ଗୋଟିଏ ମଠରେ ଏତେ ପରିମାଣର ଦୁର୍ମୂଲ୍ୟ ରୁପାକୁ ଲୁଚାଇ ରଖିଥିଲା? ଏ ବାବଦରେ…