Daily Archives

August 27, 2019

ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷକଙ୍କୁ ଦଣ୍ଡ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପାସ୍ ହାର ଶୂନ ଥିବା ହାଇସ୍କୁଲ…

କନକ ବ୍ୟୁରୋ : ବାର୍ଷିକ ମାଟ୍ରିକ ପରୀକ୍ଷା-୨୦୧୯ରେ ଜଣେ ବି ଛାତ୍ରଛାତ୍ରୀ ପାସ୍ କରି ନଥିବା ହାଇସ୍କୁଲର ପ୍ରଧାନଶିକ୍ଷକଙ୍କ ଇନକ୍ରିମେଣ୍ଟ ବନ୍ଦ ହୋଇଛି। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି। ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର…

ବୁଡିଲା ଚିଲିକା ରାଜହଂସଠାରେ ଫଶିରହିଥିବା ମାଲେସିଆ ଜାହାଜର କଣ୍ଟେନର । ଇଞ୍ଜିନ ସୁରକ୍ଷିତ, ତୈଳ ନିର୍ଗତ ହେଲେ…

କନକ ବ୍ୟୁରୋ : ବୁଡିଲା ମାଲେସିଆ ଜାହାଜ କଣ୍ଟେନର । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଚିଲିକାର ରାଜହଂସ ନିକଟ ସମୁଦ୍ରକୂଳରେ ଗତ ଅଗଷ୍ଟ ୯ ତାରିଖରୁ ଅଟକି ରହିଥିବା ମାଲେସିଆ ପଣ୍ୟବାହୀ ଜାହାଜ ‘ଜିନ ହ୍ଵା’ର କଣ୍ଟେନର ମଙ୍ଗଳବାର ବୁଡ଼ିଯାଇଛି। ମାତ୍ର ଇଞ୍ଜିନ…

ଭୁବନେଶ୍ୱର-କଟକ ବସ୍ ଡିପୋରେ ଖତ ଖାଉଛି ସିଟି ବସ୍ । ୧୮୫ରୁ ୧୮୦ ବସ୍ ଅଚଳ, ହେଲେ ପ୍ରାୟ ୫୦ଟି ବସର ମିଳୁନି ଖୋଜ ଖବର

କନକ ବ୍ୟୁରୋ : ଭୁବନେଶ୍ୱର-ପୁରୀ-କଟକ ଅଞ୍ଚଳରେ ସିଟି ବସ୍ ଚଳାଇବା ପାଇଁ ୨୦୧୦ରେ ଆରମ୍ଭ ହୋଇଥିଲା ସିଟି ବସ୍ ସେବା । ୨୦୧୮ରେ ଏହି ସଂସ୍ଥାର ନାଁ ବଦଳିଗଲା, ଆଉ ହେଲା ମୋ’ ବସ୍ ସେବା । କେବଳ ନାଁ ବଦଳିଲା ହେଲେ, ଏହା ଭିତରେ କିଣାଯାଇଥିବା ୧୮୫ଟି ବସରୁ ୧୮୦ଟି ଅଚଳ ହୋଇଯାଇଥିବା ଦର୍ଶାଗଲା ।…

ଶ୍ରୀମନ୍ଦିର ଚାରିପାଖରୁ ଉଚ୍ଛେଦ କାମ ଜାରି ରହିବ । ମାମଲାର ଶୁଣାଣି କରି ସବୁଜ ସଂକେତ ଦେଲେ ସୁପ୍ରିମକୋର୍ଟ ।

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ଖାରଜ ହୋଇଛି ଶ୍ରୀମନ୍ଦିର ମାମଲା । ଶ୍ରୀମନ୍ଦିର ଚାରିକଡ଼ରେ ଉଚ୍ଛେଦ କାମ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ୨ଟି ଆବେଦନ ହୋଇଥିଲା । ଦିଲ୍ଲୀ ଏବଂ ଚେନ୍ନାଇର ୨ଟି ସଂସ୍ଥା ଏହି ଆବେଦନ କରିଥିଲେ । ସୁପ୍ରିମକୋର୍ଟ ଏହି ମାମଲାକୁ ଖାରଜ କରିବା ସହ ଉଚ୍ଚେଦ କାମ…

ପୃଥିବୀ ଆଡକୁ ମାଡି ଆସୁଛି ବଡ ବିପଦ, ଦ୍ରୁତ ଗତିରେ ଆସୁଛି କ୍ଷୁଦ୍ରଗ୍ରହ! ସେପ୍ଟେମ୍ବର ୧୪ରେ ଗତି କରିବ, ପୃଥିବୀ ସହ…

ପୃଥିବୀ ଆଡକୁ ମାଡି ଆସୁଛି ବଡ ବିପଦ । ଆଉ ଏହାର ପ୍ରଭାବରେ ପୃଥିବୀରେ ହୋଇପାରେ ମହାପ୍ରଳୟ । କାରଣ ମହାକାଶରୁ ପୃଥିବୀ ଆଡକୁ ମାଡି ଆସୁଛି ଏକ କ୍ଷୁଦ୍ରଗ୍ରହ ବା ପଥର ଖଣ୍ଡ ୨୦୦୦ QW7 । ଏହି ପଥରଖଣ୍ଡ ପୃଥିବୀ ସହ ଧକ୍କା ହେଲେ ପୂରା ବିଶ୍ୱରେ ଭୟଙ୍କର ସ୍ଥିତି ଉପୁଜିବ । ଆମେରିକା ମହାକାଶ…