Daily Archives

August 26, 2019

ଚନ୍ଦ୍ରପୃଷ୍ଠର ଆଉ ଏକ ଫଟୋ ପଠାଇଲା ଚନ୍ଦ୍ରଯାନ-୨ । ଟ୍ୱିଟ୍ କରି ସୂଚନା ଦେଲା ଇସ୍ରୋ ।

ଆଜି ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ-୨ ଦ୍ୱାରା ଉତ୍ତୋଳନ କରାଯାଇଥିବା ଚନ୍ଦ୍ରପୃଷ୍ଠର ଆଉ ଏକ ଫଟୋ ଜାରି କରାଯାଇଛି । ଏହାକୁ ଚନ୍ଦ୍ରଯାନ-୨ରେ ଲାଗିଥିବା ଶକ୍ତିଶାଳୀ ଟେରେନ ମ୍ୟାପିଂ କ୍ୟାମେରା-୨ ମାଧ୍ୟମରେ ଉତ୍ତୋଳନ କରାଯାଇଛି । ଗତ ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରୁ ପ୍ରାୟ ୪୩୭୫ କିଲୋମିଟର ଉଚ୍ଚରୁ…

ଦିଲ୍ଲୀରେ ଚମକିଲେ ପଲ୍ଲୀର ପୁଅ । ସର୍ବଭାରତୀୟ ସ୍ତରୀୟ ମଡେଲିଂ ପ୍ରତିଯୋଗିତାରେ ବିଜେତା ବନିଲେ ମାଲକାନଗିରିର ଅଭିଷେକ୍…

କନକ ବ୍ୟୁରୋ : ପଲ୍ଲୀରୁ ଦିଲ୍ଲୀ ଯାତ୍ରା । ଦିଲ୍ଲୀ ଦରବାରରେ ଚମକିଲେ ଲାଲଗଡର ଯୁବ ପ୍ରତିଭା । ମାଲକାନଗିରିର ୧୭ ବର୍ଷର ଯୁବକ ଅଭିଷେକ୍ ବାଗଚୀ । ସର୍ବଭାରତୀୟ ସ୍ତରରେ ଖ୍ୟାତି ସମ୍ପନ୍ନ ଆଲି କ୍ଲବ ଟିନ୍ ଇଣ୍ଡିଆ ୨୦୧୯ ମଡେଲିଂ ପ୍ରତିଯୋଗିତାରେ ଦମଦାର ପ୍ରଦର୍ଶନ କରି ବିଜେତା ବନିଛନ୍ତି…

ଦିନ କେଇଟା ପରେ ଗଣେଶ ପୂଜା । ବିଘ୍ନରାଜଙ୍କ ଆଗମନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଗଢା ହେଉଛି ମୂର୍ତ୍ତି,…

କନକ ବ୍ୟୁରୋ : ଆଉ ମାତ୍ର ଦିନ କେଇଟା ପରେ ଗଣେଶ ପୂଜା । ଏଥିପାଇଁ ଗାଁଠୁ ସହର ସବୁଠି ଚାଲିଛି ପ୍ରସ୍ତୁତି । ମୂର୍ତ୍ତି ତିଆରି କାମରେ ଲାଗିଛନ୍ତି କାରିଗର । ଏହା ସହ ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତା ମାନେ ପୂଜା ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି । ଆସନ୍ତୁ ଜାଣିବା ଝାରସୁଗୁଡ଼ା ଏବଂ…

ହଳ ଧରିଲେ ଆଠମଲ୍ଲିକ ବିଧାୟକ । ଟ୍ରାକ୍ଟରରେ କାଦୁଅ କଲେ ଧାନ ରୋଇଲେ, ପୋଖରୀରୁ ବି ଧରିଲେ ମାଛ । କହିଲେ, ଏବେ ନୁହେଁ…

କନକ ବ୍ୟୁରୋ : ଆମେ ଛୋଟ ବେଳେ ପାଠ ବହିରେ ପଢି ଥିଲେ ଚାଷ କାମ ଯାହାର କି ଆନନ୍ଦ ତାହାର । ଯାହାର ଏକ ଉଦାହରଣ ଆଠମଲ୍ଲିକ ବିଧାୟକ ରମେଶ ସାଏ । ନିଜ ବିଲରେ ନିଜେ ଚାଷ କରନ୍ତି ବିଧାୟକ । ଖାଲି ସେତିକି ନୁହେଁ ଛୋଟ ବେଳର ନିଶାକୁ ବି ସେ ଭୁଲିନାହାନ୍ତି । ପିଲାଦିନେ ମାଛ ଧରିବାକୁ ଭଲ ପାଉଥିବା…

ଚିନ୍ତା ବଢାଉଛି ଆମାଜନ ଜଙ୍ଗଲ ନିଆଁ : ଅନେକ ଉଦ୍ୟମ ପରେ ବି ଲିଭିପାରୁନି ନିଆଁ, ଆମେରିକା ସମେତ ୯ଟି ଦେଶର ଆକାଶ…

କନକ ବ୍ୟୁରୋ : ଏବେବି ଜଳୁଛି ବିଶ୍ୱର ସବୁଠୁ ବଡ ଜଙ୍ଗଲ । ଆମାଜନ ରେନ ଫରେଷ୍ଟ ନିଆଁ ଲିଭିବାର ନାଁ ନେଉନାହିଁ । ଏଭଳି ସ୍ଥିତିରେ ବ୍ରାଜିଲରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରାଯାଇଛି । ବ୍ରାଜିଲର ଉତର ଭାଗ ରାଜ୍ୟଗୁଡିକ ବିଶେଷ ଭାବେ ପ୍ରଭାବିତ ହୋଇଛି । ରୋରୈମା, ଏକ୍ରେ, ରୋଣ୍ଡୋନିୟା,…

ଏଣିକି ଦାୟିତ୍ୱହୀନ ଡ୍ରାଇଭରଙ୍କ ଉପରେ ନଜର ରଖିବ ଡ୍ରୋନ। ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରୁ ଏୟାରପୋର୍ଟ ଛକ ଯାଏଁ ଘୋଷଣା…

କନକ ବ୍ୟୁରୋ: ଗାଡି ଚଲାଉଥିଲେ ସାବଧାନ୍ । ଏଣିକି ଆପଣଙ୍କ ଗାଡି ଉପରେ ନଜର ରଖିବ ଡ୍ରୋନ କ୍ୟାମେରା । ତେବେ ଟ୍ରାଫିକ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ନେଇଛି ବଡ ପଦକ୍ଷେପ । ଯେଉଁଥିରେ ଭୁବନେଶ୍ୱରରେ ରବୀନ୍ଦ୍ର ମଣ୍ଡପରୁ ଏୟାରପୋର୍ଟ ଛକ ଯାଏଁ ‘ନୋ ଓଭରଟେକିଂ’ ଜୋନ ଭାବେ ଘୋଷଣା କରାଯାଇଛି…